ସଂକ୍ଷେପରେ ଆଜିର ତାଜା ଖବର - Thursday, 01 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ; ଲୁଟ୍‌ ପରେ ହେଉଛି ଲୁଟ୍‌, ପୋଲିସକୁ ଚାଲେଞ୍ଜ

ଆପାର୍ଟମେଣ୍ଟରେ ଲୁଟେରାଙ୍କ ଆତଙ୍କରାଜ୍...ଚୋରି କରୁଛନ୍ତି ନନଷ୍ଟପ୍...ବୁଲାଉଛନ୍ତି କଳାକନା, ନା ପୋଲିସକୁ ଖାତିର କରୁଛନ୍ତି ଆଉ ନା ସିସିଟିଭି ପ୍ରତି ପରବାୟ... ଦୁଇ ଦିନ ଭିତରେ ଲଗାତର ତିନି ତିନିଟି ଆପାର୍ଟମେଣ୍ଟରୁ ଚୋରି । More

ବିଜେଡି ଖେଳୁଛି ଭାବାବେଗ ରାଜନୀତି ! ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭାଷା ସମ୍ମିଳନୀ ପାଇଁ ସରକାର ବିଜ୍ଞାପନ ଛାଇ ଦେଉଛନ୍ତି । ଜୋରଦାର ପ୍ରଚାର ପ୍ରସାର ହେଉଛି । ତେବେ ହଠାତ୍ କାହିଁକି ସରକାରଙ୍କ ଏହି ଭାଷା ପ୍ରୀତି ? ତାକୁ ନେଇ ସରକାରୀ ଦଳକୁ ଶାଣିତ ଆକ୍ରମଣ କରିଛନ୍ତି ବିରୋଧୀ । More

କଂଗ୍ରେସର ବଡ଼ ଘୋଷଣା; ନିର୍ବାଚନ ଟିକେଟ୍‌ ପାଇଁ କରନ୍ତୁ ଅନଲାଇନ୍‌ ଆବେଦନ..

ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ। More

ରାଜଧାନୀରେ ଦୁଇ ସ୍କୁଲଛାତ୍ରୀ ନିଖୋଜ

ଗତକାଲିଠାରୁ ଦୁହେଁ ଘରକୁ ଫେରିନାହାନ୍ତି। ଏନେଇ ଜଣେ ଛାତ୍ରୀଙ୍କ ମା’ ଭରତପୁରଥାନାରେ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ପୋଲିସ। More

କୁନି କୁନି ପିଲା ଦେଉଛନ୍ତି ସଡ଼କ ସୁରକ୍ଷାର ବାର୍ତ୍ତା

କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ପିଲାମାନେ, ଲୋକଙ୍କୁ ସଚେତନ କରିବା ପାଇଁ ବାହାରି ପଡ଼ିଛନ୍ତି । ରାସ୍ତାକଡ଼ରେ ନାଚ ଗୀତ ଓ ନଟକ ମଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି ।  More

IPS ଅଧିକାରୀ ବି. ରାଧିକାଙ୍କୁ ମିଳିଲା ଅବସର ଅନୁମତି

୮୯ ବ୍ୟାଚ୍‌ର IPS ଅଧିକାରୀ ବି. ରାଧିକାଙ୍କୁ ଅବସର ଅନୁମତି ମିଳିଛି । ସ୍ୱେଚ୍ଛାକୃତ ଅବସର ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । More

ଜଙ୍ଗଲରେ ମାଓ ସୁଡ଼ଙ୍ଗ, ମାଟି ତଳେ ମାଓବାଦୀଙ୍କ ଭୟଙ୍କର ଷଡ଼ଯନ୍ତ୍ର !

ଛତିଶଗଡ଼ ଜଙ୍ଗଲରେ ହମାସ ଷ୍ଟାଇଲର ଟନେଲ୍ । ଦାନ୍ତେୱାଡ଼ାରେ ଲାଲବାହିନୀର ବିଶାଳ ସୁଡ଼ଙ୍ଗ ଠାବ । More

ନୂଆ ଓ' ପାଇଁ ୨ ମାସ ହେଲା କ୍ୟାମ୍ପସ ପାଠ ପଢ଼ା ଠପ୍

ସେଲିବ୍ରିଟି ଓ ନେତା ସାମିଲ ନେଇ ତେଜିଲା ରାଜନୀତି । କେଉଁଠି ଆଲବମ୍ ଗୀତରେ ଠୁମକା ତ କେଉଁଠି ଗୋଷ୍ଠୀ ବିବାଦ । More

କିଶୋରଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା ! +୩ ଛାତ୍ରକୁ ଛୁରୀ ଭୁସି ମାରିଦେଲା ନାବାଳକ

ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା । ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା । More