ସଂକ୍ଷେପରେ ଆଜିର ତାଜା ଖବର - Monday, 22 January 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅଯୋଧ୍ୟା ପରେ ନୟାଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ସ୍ଥାପିତ ହେଲା ରାମ-ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର। More

ଅଯୋଧ୍ୟାରୁ ଓଡ଼ିଶା, ଗେରୁଆମୟ ସାରା ଓଡ଼ିଶା; ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’

ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ। More

ବଦଳିଲେ ୩୮ ଆଇଏଏସ୍‌ ଓ ୩ ଓଏଏସ୍‌; ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି। More

ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର

୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା। More

Panchang Today 22 Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ଚନ୍ଦ୍ର- ବୃଷ ଦିବା ୦୪.୨୨ ଗତେ ମିଥୁନ । ତିଥି- ୧୨ଶୀ ରାତ୍ରି ୦୭.୫୨ ଗତେ ୧୩ଶୀ । ଜାଣନ୍ତୁ ଆପଣଙ୍କ ଶୁଭ ସମୟ.. More

ହାତୀ ପଢ଼ିବେ ପାଠ ! ନେବେ କୁମକି ତାଲିମ

ଉତ୍ପାତିଆ ହାତୀଙ୍କୁ ଚେକ୍ ଦେବେ ପ୍ରଶିକ୍ଷିତ ହାତୀ । ଧନଜୀବନ ରକ୍ଷା ପାଇଁ ବନ ବିଭାଗର ନୂଆ ପ୍ଲାନ । More

ଓଡ଼ିଶା ରାଜନୀତିରେ ‘ମାହଲ ମାଣ୍ଡା’ ! ଲାଗିଲା ବିଜେପି-ବିଜେଡି କଳି

କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କାଠଗଡ଼ାରେ ରାଜ୍ୟ ସରକାର । ଭୁବନେଶ୍ୱର ପରେ ସମ୍ବଲପୁରରେ ବି ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ । More

Ayodhya Ram Mandir: ରାମନାମରେ କମ୍ପୁଛି ଗାଁଠୁ ସହର; ରାଉରକେଲା ଓ ବାସୁଦେବପୁରରେ ଜଳିବ ବିଶାଳ ଦୀପ

ଓଡ଼ିଶାରେ ପ୍ରାଣ । ହେଲେ ଅଯୋଧ୍ୟାରେ ମନ । କାଲି ରାମଲଲାଙ୍କ ଭବ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାମଜନ୍ମଭୂମୀକୁ ଯାଇପାରୁନଥିଲେ ବି ଏଇଠୁ ଥାଇ ରାମ ଭକ୍ତିରେ ଡୁବିଲେଣି ବ୍ରହ୍ମପୁରବାସୀ । More

ମାହଲମାଣ୍ଡା ବିବାଦ ପ୍ରସଙ୍ଗରେ ପୁଣି ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ବନ୍ଧୁ ଭାରତ ସରକାରଙ୍କ ଏକ PSU ଏହି ପରୀକ୍ଷା କରିଛି କହୁଛନ୍ତି । ମୁଁ ସ୍ପଷ୍ଟ କରୁଛି, ଭାରତ ସରକାରଙ୍କ ପରୀକ୍ଷା ଏଜେନ୍ସି ହେଲା NTA । More

ତଦନ୍ତ ଆଳରେ ଲୁଚିଯିବ କି ବାଲିଯାତ୍ରା ଦୁର୍ନୀତି ? ବିରୋଧୀ ଉଠାଇଲେ ପ୍ରଶ୍ନ

ବାଲିଯାତ୍ରା ଦୁର୍ନୀତିର କେବେ ହେବ ତଦନ୍ତ ? ଯାଞ୍ଚ ଆଳରେ ଲୁଚିଯିବକି ବାଲିଯାତ୍ରା ମହାଦୁର୍ନୀତି ? କେତେ ଦିନ ଭିତରେ ତଦନ୍ତ ୫୭୮ ରିପୋର୍ଟ ଦେବ କମିଟି ? ଯାଞ୍ଚ କମିଟି ଗଠନ କରି ସିଏମସି ଚୁପ୍ ବସିଥିବା ବେଳେ, ଏବେ ଉଠିଛି ଏଭଳି ପ୍ରଶ୍ନ । More