ସଂକ୍ଷେପରେ ଆଜିର ତାଜା ଖବର - Sunday, 03 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍, କାଲିଠୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆଶଙ୍କା

ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍। More

ପ୍ରଥମେ ଡିଭାଇଡର ଉପରକୁ ମାଡ଼ିଗଲା, ପରେ ବସ୍‌ ସହ ପିଟି ହେଲା କାର୍‌...

ନନ୍ଦନକାନନ ପଟୁ ଜୟଦେବ ବିହାରକୁ ଯାଉଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ଉପରକୁ ମାଡ଼ି ଯାଇଥିଲା । ଏହାପରେ ଅପରପାର୍ଶ୍ୱରେ ଥିବା ଏକ ବସ୍‌ ସହ ପିଟି ହୋଇଥିଲା । More

କଟକରେ କୁଖ୍ୟାତ ଅପରାଧୀକୁ ଏନ୍‌କାଉଣ୍ଟର

ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନ୍‌କାଉଣ୍ଟର କରାଯାଇଛି । ସୁଶାନ୍ତର ଜଙ୍ଘରେ ଗୁଳି ବାଜିଛି । More

Today Panchang 3rd Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ଘାତଚନ୍ଦ୍ର- ରାତ୍ରି ୦୯.୩୬ ଗତେ କର୍କଟ ଓ ମକର ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୭.୨୭ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ More

ସ୍ପା’ ସେଣ୍ଟରରେ ଚାଲିଥିଲା ସେକ୍ସ କାରବାର; ଅନଲାଇନରେ ବୁକିଂ କରୁଥିଲେ ଗ୍ରାହକ

ଟଙ୍କା ଦେଇ ଗ୍ରାହକ ନିଜ ପସନ୍ଦର ସର୍ଭିସ୍ ବାଛୁଥିଲେ । ଶିବାନୀ ୱେଲନେସ ସେଣ୍ଟର୍ ଓ ସ୍ପା’ ନାମରେ ଦୀର୍ଘ ଦିନ ଧରି ସତ୍ୟନଗରର ଏହି ଘରେ ଚାଲିଥିଲା ସେକ୍ସ କାରବାର । More

ବାଲିଯାତ୍ରାରେ ଭେରାଇଟି ଶୁଖୁଆ; ଗ୍ରାହକଙ୍କ ପସନ୍ଦ ଇଲିସି, ଖଅଙ୍ଗା, ଚିଙ୍ଗୁଡ଼ି ଶୁଖୁଆ

ବାଲିଯାତ୍ରାରେ ଶୁଖୁଆ ପାଖରେ ଭିଡ଼ । ପ୍ରତିବର୍ଷ ଭଳି ଏବର୍ଷ ଦୂରଦୂରାନ୍ତରୁ ଶୁଖୁଆ ବ୍ୟବସାୟ କରିବା ପାଇଁ ଆସିଛନ୍ତି ବ୍ୟବସାୟୀ । ସାଙ୍ଗରେ ଆଣିଛନ୍ତି ଭଳିକି ଭଳି ଶୁଖୁଆ । More

ସଞ୍ଜ ନଇଁଲେ ଜମୁଛି ଭିଡ଼; ମନ ଜିଣୁଛି କାଶ୍ମୀର ସାଲ୍‌

କାଶ୍ମୀର, ଗୁଜୁରାଟ, ଆସାମ, ଦିଲ୍ଲୀ, ପଞ୍ଜାବ, କୋଲକାତା ଆଦି ୨୨ଟି ରାଜ୍ୟର ବ୍ୟବସ୍ୟାୟୀ ଚଳିତ ବର୍ଷ ବାଲିଯାତ୍ରାକୁ ଆସିଛନ୍ତି । ଅନ୍ୟ ରାଜ୍ୟର ମେଳା ଅପେକ୍ଷା ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମାନେ ଏଠାକୁ ଆସନ୍ତି ବୋଲି କହିଛନ୍ତି । More

ଦୁର୍ଘଟଣା ପରେ ଚେତା ପଶିଲା; ନୋ ପାର୍କିଙ୍ଗରେ ଗାଡ଼ି ରଖିଲେ ଗଣିବେ ତଣ୍ତ

ରାଜପଥ ସାଜିଛି ମୃତ୍ୟୁର ଫାଶ । ଜୀବନ ନେଉଛି ବେଆଇନ ଟ୍ରକ୍ ପାର୍କିଂ । More

ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩; ସମ୍ମାନିତ ହେଲେ ରାଜ୍ୟର ୯ ପ୍ରତିଭାବାନ ବ୍ୟକ୍ତିତ୍ୱ

ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୩ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । More