ସଂକ୍ଷେପରେ ଆଜିର ତାଜା ଖବର - Monday, 06 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରରେ ଲଜ୍ଜା ! ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ

ଏୟାରଫିଲ୍ଡ ଥାନା କେଳା ବସ୍ତିରେ ଘଟିଛି ଏହି ଲଜ୍ଜାଜନକ ଘଟଣା । More

ଯନ୍ତାରେ ବାଘ ଗାଁ ପାଖ ଜଙ୍ଗଲରେ ବୁଲୁଛି ବାଘୁଣୀ, ଭୟଭିତ ଗ୍ରାମବସୀ

କଲରାପତରିଆ ଯନ୍ତାରେ ପଡ଼ିବା ପରେ ବି ନୂଆପଡ଼ା ଲୋକଙ୍କ ମନରୁ ତୁଟୁନି ଭୟ । ବାଘ ପରେ ଏବେ ଘାରିଲାଣି ବାଘୁଣୀ ଭୟ। More

ଜଳସେଚନର ସୁବିଧା ନାହିଁ ତ ଭୋଟ୍ ନାହିଁ

ଜମିକୁ କେନାଲ ଜରିଆରେ ଜଳସେଚନର ସୁବିଧା କରିଥିବା କହୁଛନ୍ତି ସରକାର। ହେଲେ ବର୍ଷା ଅଭାବ ଓ ଜଳ ସେଚନର ଅବ୍ୟବସ୍ଥାରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି। ପାଣି ନପାଇ ଜମି ଫାଟି ଆଁ କରିଛି। More

ଅମ୍ବାଭୋନା ଥାନା ଆକ୍ରମଣ ପଛରେ ବିଧାୟକ ସୁଶାନ୍ତ ସିଂ: ମନମୋହନ ସାମଲ

ପୋଲିସକୁ ଚ୍ୟାଲେଞ୍ଜ୍..ଆଇନ୍‌ଶୃଙ୍ଖଳାର ଧଜିଆ ଉଡ଼ାଇ ଥାନା ଉପରେ ହମଲା । ଭଙ୍ଗାରୁଜା, ହଙ୍ଗାମା ବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ଉତ୍ପାତକାରୀଙ୍କ ସଂଖ୍ୟା ବି ଏବେ ସମସ୍ତଙ୍କ ଆଗରେ । ଏହି ଘଟଣାରେ ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍ ଅଭିଯୋଗ ଆଣିଛି ବିଜେପି । More

AI, Deepfake କ’ଣ, ଆପଣ ଜାଣନ୍ତି କି ?

Deep Learningରୁ ଏହି Deepfacke ଶବ୍ଦ ଆସିଛି। ଯାହାକି ଏକ ଟେକନିକାଲ ଟର୍ମ । AIକୁ ଉପଯୋଗ କରି ମଲ୍ଟିପୁଲ ଆଲଗୋରିଦମ୍ ବ୍ୟବହାରରେ କୌଣସି ଫେକ୍ କଣ୍ଟେଣ୍ଟକୁ ସତ୍ୟରେ ରୂପାନ୍ତରଣ କରିବାକୁ ଏହା ଗୋଟିଏ ପ୍ରକ୍ରିୟା। ଏଥିରେ ମଲ୍ଟିପୁଲ ଲେୟାର ଡାଟା ବ୍ୟବହାର ହୋଇଥାଏ ବୋଲି ଟେକନିକାଲ ଗବେଷଣା ସନ୍ଦର୍ଭ କହୁଛି। More

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଟରା; ପ୍ରଧାନଶିକ୍ଷକଙ୍କୁ ପିଟିଲେ ଗାଁଲୋକେ

ପାଠ ପଢ଼ାଇବା ବଦଳରେ କ୍ଲାସ୍‌ ରୁମ୍‌ରେ ଛାତ୍ରୀଙ୍କୁ ଟଣାଓଓଟରା କରୁଥିଲେ ସାର୍‌। ଥରେ କି ଦୁଇଥର ନୁହେଁ, ଏମିତି ବାରମ୍ୱାର କରୁଥିବା ଅଭିଯୋଗ ହୋଇଛି। More

ଟୁଟୁ ନାୟକଙ୍କୁ ଏବେ ନିସ୍ତାର ନାହିଁ; ଘୁଞ୍ଚିଲା ଜାମିନ ଆବେଦନର ଶୁଣାଣି

ସମସ୍ତ ତଥ୍ୟ ଆସିଲା ପରେ ଆସନ୍ତା ୮ ତାରିଖରେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଭୁବନେଶ୍ୱର SDJM କୋର୍ଟ । More

NALCO Recruitment 2023: ଓଡ଼ିଶାରେ ସରକାରୀ ଚାକିରି, ଦରମା ୮୦ ହଜାର

ଭୁବନେଶ୍ୱରରେ କିଏ ବା ନ ଚାହେଁ ଖଣ୍ଡେ ସରକାରୀ ଚାକିରି ପାଇବାକୁ। ଏଭଳି ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସ୍‌ନାଲ୍ ଆଲୁମିନିୟମ୍ ଲିମିଟେଡ୍ କମ୍ପାନୀ(NALCO) ଆଡଭାଇଜର୍ ପଦବୀ ପୂରଣ ବିଜ୍ଞପ୍ତି ପ୍ରକାଶ କରିଛି। ଅଫ୍‌ଲାଇନ୍ ମୋଡ୍‌ରେ ଏହି ଆବେଦନ ଚାଲିଛି। More

ଗର୍ଭବତୀଙ୍କୁ ମାରି ଫିଙ୍ଗିଦେଲେ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭଦ୍ରକ ଭଣ୍ଡାରୀପୋଖରୀରେ ଅଭାବନୀୟ ଘଟଣା । ଗର୍ଭବତୀଙ୍କ ସନ୍ଦେହଜନକ ମୃତ୍ୟୁ । More

Panchang Today 6th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ସୋମବାର । ଚନ୍ଦ୍ର- କର୍କଟ ଦିବା ୦୧.୨୨ ଗତେ ସିଂହ । ଜାଣନ୍ତୁ କେଉଁ ସମୟ ଆପଣଙ୍କ ପାଇଁ ଶୁଭ... More

ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ, ଚିନ୍ତା ଭୁବନେଶ୍ୱରବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି... More

ମଣ୍ଡି ନ ଖୋଲୁଣୁ ଗାଁ ଗାଁ ବୁଲିଲେଣି ଅସାଧୁ ବ୍ୟବସାୟୀ, ଚିନ୍ତାରେ ଚାଷୀ

ସଚିବ ବୁଲିବେ ଧାନ ମଣ୍ଡି। ସେଠାକାର ସ୍ଥିତି କଣ ? ପ୍ରସ୍ତୁତି କେମିତି ରହିଛି ? ଜିଲ୍ଲା ଗସ୍ତ ସମୟରେ ଅନୁଧ୍ୟାନ କରିବେ। କିନ୍ତୁ ଗ୍ରାଉଣ୍ଡ ରିଅଲିଟି ହେଉଛି କିଛି ଅଲଗା... More

ବାଘ ଆତଙ୍କରେ ଥରହର ନୂଆପଡ଼ା, ୭ ଦିମରେ ଗଲାଣି ୨ ଜଣଙ୍କ ଜୀବନ

ବାଘ ଆତଙ୍କକୁ ନେଇ ଚର୍ଚ୍ଚାରେ ନୂଆପଡ଼ା। ଜଙ୍ଗଲରୁ ଗାଁ ମୁହାଁ ହୋଇ ବାଘ କେତେବେଳେ ମଣିଷ ଶିକାର କଲାଣି, ତ କେତେବେଳେ ଗାଈ ଗୋରୁଙ୍କୁ ମାରି ଖାଇଦେଉଛି। More

‘ଆମକୁ କିଛି ଆସୁନି, ଅଧିକ ଆଶା ରଖନି’; ସାର୍‌ ନାହାନ୍ତି ବୋଲି..

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ଚିତ୍ର । ଶିକ୍ଷକ ମରୁଡ଼ିର ଉତ୍କଟ ସ୍ଥିତି ଉତୁରି ଆସିଲା ପିଲାଙ୍କ ପରୀକ୍ଷା ଖାତାରେ । ପିଲା ଲେଖିଲେ, ସାର୍ ନାହାଁନ୍ତି, ଅଧିକ ଆଶା ରଖନି । More

ସହରୀ ଭୋଟରଙ୍କ ଉପରେ ବିଜେପିର ଟାର୍ଗେଟ୍

ପାଖେଇ ଆସୁଛି ୨୪ ନିର୍ବାଚନ। ତେଣୁ ସବୁ ରାଜନୈତିକ ଦଳ ଏବେ ଭୋଟରଙ୍କ ମନ ଜିଣିବା ଲାଗି କସରତ ଚଳାଇଛନ୍ତି। More