ସଂକ୍ଷେପରେ ଆଜିର ତାଜା ଖବର - Wednesday, 13 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଲଘୁଚାପ ବର୍ଷାରେ ବେହାଲ ଆଭ୍ୟନ୍ତରୀଣ, ଓଡ଼ିଶା ଟ୍ରାକ୍ ଉପରେ ଗଛ ପଡ଼ି ରେଳସେବା ପ୍ରଭାବିତ

ନବରଙ୍ଗପୁର ସହରରେ ଘରେ ଘରେ ପଶିଲା ବର୍ଷା ପାଣି । ସମ୍ଭାବ୍ୟ ବଡ଼ ବର୍ଷା ପାଇଁ ପାଣିପାଗ ବିଭାଗର ରେଡୱାର୍ଣ୍ଣିଂ । More

ଘନେଇଲା ସୌମ୍ୟ- 5T ସଚିବ ବିବାଦ ! ପଦରୁ ବିଦା ପରେ ବି ସୌମ୍ୟଙ୍କୁ ଶଙ୍ଖସୈନ୍ୟଙ୍କ ଘେରାବନ୍ଦୀ

ଦଳରୁ ବିଦା କରିବାକୁ କାହିଁକି ସାହସ କୁଳେଇ ପାରୁନି ବିଜେଡି ? ସୌମ୍ୟଙ୍କୁ ସାମ୍ନାରେ ରଖି ପାଣ୍ଡିଆନଙ୍କୁ ଘେରିଲେ ବିରୋଧୀ । More

ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ

ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ । More

ପ୍ରାଥମିକ ଶିକ୍ଷାରେ ବଡ଼ ଅଚଳାବସ୍ଥା ! ଛୁଟିରେ ପଳେଇଲେ ୫୬ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକ

୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ । More

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ

ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ । ଅନ୍ୟ ଜିଲ୍ଲାକୁ ବି ବ୍ୟାପୁଥିବା ସୂଚନା । More

ଆନନ୍ଦ ବଜାର ଶୃଙ୍ଖଳା ନେଇ ସ୍ୱତନ୍ତ୍ର ବୈଠକ...

ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ସେଡ୍‌ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । More

Tribute to Ajit Das: ଅଭିନୟ ପାଇଁ ସମର୍ପିତ ମଣିଷଟିଏ ଥିଲେ ଅଜିତ ଦାସ; ଗଢିଛନ୍ତି ଅନେକ ଛାତ୍ର

ଆଜି ସ୍ୱର୍ଗତ ଅଭିନେତା ଅଜିତ ଦାସଙ୍କ ଶ୍ରାଦ୍ଧବାର୍ଷିକୀ। ସେ ଏକାଧାରରେ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ। ଆଜିର ଦିନରେ ଆସନ୍ତୁ ତାଙ୍କୁ ମନେପକେଇବା। More

ଲଘୁଚାପ ପ୍ରଭାବରେ ଟ୍ୱିନ ସିଟିରେ କାଚୁଛି ବର୍ଷା ! ଆଗକୁ ବଡ଼ ବର୍ଷା...

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗିରକୁ ରେଡ୍ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କଲା ପାଣିପାଗ ବିଭାଗ । More

ବରଗଡ଼ରେ ସ୍କ୍ରବ ଟାଇଫସ କୀଟ ଆକ୍ରମଣରେ ୫ ମୃତ, ୪ ନୂଆ ରୋଗୀ ଚିହ୍ନଟ

ଜୀବନ ନେଉଛି ସ୍କ୍ରବ ଟାଇଫସ କୀଟ.. More

ରାମ ମନ୍ଦିରରେ ହେବ ଗଣେଶ ପୂଜା !

ରାମ ମନ୍ଦିରରେ ହେବ ଗଣେଶପୂଜା..ବ୍ରହ୍ମପୁର ସାନକୁଶସ୍ଥଳୀରେ ଅଯୋଧ୍ୟା ରାମମନ୍ଦିର ଢାଞ୍ଚାରେ ତୋରଣ..ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ମୂର୍ତ୍ତି ଓ ତୋରଣ କାମ More

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ ! କ୍ରମାଗତ ଷଷ୍ଠ ଥର ପାଇଁ କଲେଜ ଇଲେକ୍ସନକୁ ନା

ଉଚ୍ଚଶିକ୍ଷା ବିଭାଗ କ୍ୟାଲେଣ୍ଡରରେ ନାହିଁ ଛାତ୍ର ସଂସଦ ନିର୍ବାଚନ । More

Today Panchang 13th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୧୩ ତାରିଖ, ବୁଧବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. More

ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି। More

ଶାସ୍ତି ପରେ ବି ଚୁପ୍ ହେଲେନି ସୌମ୍ୟ, କହିଲେ ନବୀନଙ୍କ ଦସ୍ତଖତ ସତ କି ମିଛ ସନ୍ଦେହ !

ପଦରେ ଥାଇ କରୁଥିଲି କଣ ବୋଲି ପଚାରିଲେ ସୌମ୍ୟ । ଆଲେଖ୍ୟ ଓ ବକ୍ତବ୍ୟରେ 5-T ସଚିବଙ୍କୁ ନିଶାନା କରୁଥିଲେ ସୌମ୍ୟ । More

ନିର୍ବାଚନ ପାଇଁ କସରତ ଜୋରଦାର ! ଭୋଟର୍ ଲିଷ୍ଟ ରିଭିଜନ୍-ଆଇନ ଶୃଙ୍ଖଳା-EVM ଚେକିଂକୁ ଫୋକସ୍

ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଦ୍ୱନ୍ଦ୍ୱ । ବଢୁଥିବା ଦ୍ୱନ୍ଦ୍ୱକୁ ନେଇ ତେଜିଲା ରାଜନୈତିକ ବୟାନବାଜି । More

ରାଜ୍ୟବ୍ୟାପୀ ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ ! ଏଥର ବାଲଟ୍‌ରେ ଦେବେ ଜବାବ...

ମୁଖ୍ୟମନ୍ତ୍ରୀ ଓ 5T ବିରୋଧୀ ନାରାରେ କଂପୁଛି ଧାରଣାସ୍ଥଳ । କାଲିଠୁ ସମୂହ ଛୁଟିରେରେ ଯିବାକୁ ଧମକ । More

କ୍ୟାପିଟାଲ ହସ୍ପିଟାଲ ନା ଅଳିଆ ଗଦା ! ଦୁର୍ଗନ୍ଧରେ ଫାଟି ପଡ଼ୁଛି ପରିବେଶ...

ନୂଆ ଟେଣ୍ଡର ନୀତି ବିରୋଧରେ କର୍ମଚାରୀଙ୍କ କାର୍ଯ୍ୟବନ୍ଦ । ମେଡ଼ିକାଲ ନିର୍ଦ୍ଦେଶକ କହିଲେ, ଆଲୋଚନା ହୋଇଛି । More

ଝିଅ ବାହା ହେଲା ବୋଲି...ଶୁଦ୍ଧି ହେଲେ ବାପା-ମାଆ

ରାତିରେ ଶୋଇଥିଲା...ଘରୁ କୁଆଡେ ପଳାଇଗଲା । ସକାଳ ହେବା ମାତ୍ରେ ଫଟୋ ଦେଖି ରାଗି ପୂରା ପଂଚମ ହେଲେ ପରିବାର ଲୋକେ । ଅନ୍ୟ ଜାତିରେ ବାହା ହୋଇଥିବାରୁ ପୁରୋହିତ ଡାକି ଶୁଦ୍ଧି ବି ହେଲେ More