ସଂକ୍ଷେପରେ ଆଜିର ତାଜା ଖବର - Friday, 09 June 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏପଟେ କାନ୍ଦୁଥିଲା ଓଡ଼ିଶା, ସେପଟେ ସିଙ୍ଗାପୁରରେ ମଉଜ କରୁଥିଲେ ବିଜେଡି ନେତା

ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ । More

ଘନୀଭୂତ ହେବାରେ ଲାଗିଛି 'ବିପର୍ଯ୍ୟୟ'

ବାତ୍ୟା ସ୍ଥିତିର ମୁକାବିଲା କରିବାକୁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । More

କମିଗଲାଣି କି ତାରାଙ୍କ ପତିଆରା ! AICC ଛଡ଼ାଇନେଲା ପତ୍ନୀଙ୍କ ପଦବୀ

ତାରା ଓ ସପ୍ତଗିରିଙ୍କ ଗୋଷ୍ଠୀ ମଧ୍ୟରେ ଲାଗିଥିଲା ଛକାପଞ୍ଝା । ୧୦ ଜିଲ୍ଲାର ନୂଆ ସଭାପତିଙ୍କ ନାଁ ଘୋଷଣା କରିଛି ଏଆଇସିସି । More

ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲ ହେବ ମଡେଲ ସ୍କୁଲ !

ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଭଙ୍ଗାଭଙ୍ଗି ଅଭିଯାନ ଆରମ୍ଭ । More

ନିଜ ମନ୍ତ୍ରୀଙ୍କୁ ବିଦା କରିବାକୁ ରଜ୍ୟପାଳଙ୍କୁ ସୁପାରିଶ କଲେ ମୁଖ୍ୟମନ୍ତ୍ରୀ ! ହେଲେ କହିଁକି..?

ଖରାପ ପ୍ରଦର୍ଶନ ନା ଅନ୍ୟ କିଛି ରାଜନୈତିକ କାରଣ ? ବିଭାଗ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛି କହିଲେ ରୋହିତ । More

ଘନଘନ ବିଜୁଳି କାଟ; କାଳବୈଶାଖୀରେ ଯଦି ଏମିତି, ବାତ୍ୟା ଆସିଲେ ହେବ କେମିତି ?

ନିଇତି ଲୋକେ ଅଭିଯୋଗ କରୁଥିଲେ । ଆଉ ଏବେ ସିଧା ମୁଖ୍ୟ ଶାସନ ସଚିବ ବି ଅସନ୍ତୋଷ ଝାଡ଼ିଲେ । ଟ୍ୱିଟ୍‌ରେ ସଫା ସଫା ଟାଟା ପାୱାରକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶୁଣାଇ ଦେଇଛନ୍ତି କାଳବୈଶାଖୀରେ ବେହାଲ୍ ଭୁବନେଶ୍ୱରରେ ଶୀଘ୍ର ସଜାଡ଼ ବିଦ୍ୟୁତ୍ ବ୍ୟବସ୍ଥା। More

ଯଦି କାଷ୍ଟିଂ କାଉଚ୍‌ ସତ, ପ୍ରକୃତି ଚୁପ୍‌ ଥିଲେ କାହିଁକି ?

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼ । ଅଭିନୟର ସୁଯୋଗ ଆଳରେ ପୁଣି ସେହି କମ୍ପ୍ରମାଇଜ୍ ଅଭିଯୋଗକୁ ନେଇ କମ୍ପନ । ସଂଗୀନ ଅଭିଯୋଗ ଆଣି ଇଣ୍ଡଷ୍ଟ୍ରିରେ ଆଉ ଏକ ବିବାଦ ଛିଡ଼ା କରାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଉପରେ ବର୍ଷିଛନ୍ତି ସିନେ ପ୍ରଯୋଜକ ସଞ୍ଜୟ ନାୟକ । More

ମନ୍ତ୍ରୀଙ୍କ ପରେ ହଟିଲେ ସଚିବ; ଉଚ୍ଚଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କ ବଦଳି

ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ୍ ପରେ ବଦଳିଲେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ । More

ବାହାନଗା ହାଇସ୍କୁଲ ପୁନଃନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଗତ ୨ ତାରିଖରେ ବାହନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମରଶରୀରକୁ ସାମୟିକ ଭାବେ ବାହନଗା ହାଇସ୍କୁଲରେ ରଖାଯାଇଥିଲା । More

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ରୋହିତ ପୂଜାରୀ

ମନ୍ତ୍ରିମଣ୍ଡଳରୁ ବାଦ୍ ଦେବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। More

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଆସନ୍ତା ୨୪ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ସମ୍ଭାବନା ହୋଇଛି।  More

କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ଅଭିନେତ୍ରୀ ପ୍ରକୃତି, କହିଲେ- ‘ନୂଆ ଅଭିନେତ୍ରୀଙ୍କୁ କମ୍ପ୍ରମାଇଜ୍‌ କରିବାକୁ କହୁଛନ୍ତି ସଞ୍ଜୟ ନାୟକ’

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଅଭିଯୋଗକୁ ପ୍ରଯୋଜକ ସଞ୍ଜୟ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ପ୍ରକୃତି ମିଶ୍ର ମିଛ କହୁଛନ୍ତି। ଏଥିପାଇଁ ପ୍ରକୃତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବି।’ More

‘କାଳବୈଶାଖୀ ପରେ ଏମିତି ମନ୍ଥର ହେଲେ ବାତ୍ୟା ପରିସ୍ଥିତିରେ କଣ ହେବ’

ଗତକାଲି ଅପରାହ୍ନରେ ରାଜଧାନୀରେ ବର୍ଷା ପବନ ହୋଇଥିଲା। ଏହାପରେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା More

‘ଏ ମୋ ପୁଅ ନୁହଁ, ଶବ ବଦଳି ଯାଇଛି...ହେଲେ ଏମାନେ କହୁଛନ୍ତି ଅନ୍ୟ ଜଣଙ୍କ ମୃତଦେହ ନେଇ ଯାଅ ’

ପୁଅର ମୃତଦେହ ନେବାକୁ କୋଲକାତାରୁ ଓଡ଼ିଶା ଆସି ପହଞ୍ଚିଛନ୍ତି ଜଣେ ମହିଳା। ହେଲେ ଏଠି ପହଞ୍ଚିବା ପରେ ସେ ତାଙ୍କ ପୁଅର ଶବ ପାଉ ନଥିବା ଅଭିଯୋଗ କରିଛନ୍ତି।  More

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌, ରାଜନେତାଙ୍କ ହାତ !

ଡକାୟତି ଗ୍ୟାଙ୍ଗରେ ପୋଲିସ୍‌ ଓ ରାଜନେତା। ଏକଥା ଶୁଣିବା ବେଳକୁ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ, କିନ୍ତୁ କଥାଟି ସତ। ଆନ୍ଧ୍ରର ୨ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଡକାୟତି ଘଟଣାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ପୋଲିସ୍‌କୁ ସଫଳତା ମିଳିଛି। More

ପୁଣି ଅଘଟଣ: ଦୂର୍ଗ-ପୁରୀ ଏକ୍ସପ୍ରେସ୍‌ରେ ଲାଗିଗଲା ନିଆଁ

ବ୍ରେକ୍ ବାଇଣ୍ଡିଂରେ ସ୍ପାର୍କିଂ ଘଟି ନିଆଁ ଲାଗିଥିବା ସୂଚନା ମିଳିଛି। More

ଚୁନା ହୋଇଗଲା ସୁନାର ସ୍ୱପ୍ନ; ଦାଦନ ଖଟିବାକୁ ଯାଇଥିଲେ, ଶବ ହେଇ ଫେରିଲେ

ଶବ ହୋଇ ତିନି ସାଙ୍ଗ ଫେରିଲେ । ହେଲେ ଏଯାଏଁ ମିଳିନି ବ୍ରହ୍ମାନନ୍ଦଙ୍କ ଖୋଜଖବର । ଚାରି ସାଙ୍ଗ ଗୋଟିଏ ବଗିରେ ଥିବାରୁ ଏକପ୍ରକାର ବ୍ରହ୍ମାନନ୍ଦଙ୍କ ଆଶା ଛାଡ଼ି ଦେଇଛନ୍ତି ପତ୍ନୀ । More

ଜିଦରେ ଅଟଳ ରାଜ୍ୟ ଅମଲା ମଞ୍ଚ, ଗୋଟିଏ ଦାବି ୧୯୦୦ରୁ ୪୨୦୦ ଗ୍ରେଡ୍ ପେ' 

ହାତରେ ଝାଡୁ, ଡଷ୍ଟବିନ୍ ଓ ସଫେଇ ସାମଗ୍ରୀ। ଲାଗି ପଡିଛନ୍ତି ପୁରୁଷଙ୍କଠାରୁ ମହିଳା। ସମସ୍ତେ ଏକ ହୋଇ ଚଳାଇଛନ୍ତି ସଫେଇ ଅଭିଯାନ। ମାଲକାନଗିର ମୁଖ୍ୟ ଚିକିତ୍ସାଳୟ ପରିସରରେ ସଫେଇ କରୁଛନ୍ତି ଜିଲ୍ଲା ଅମଲା ମଂଚର ସଦସ୍ୟ । More

ଯାଜପୁର ଟ୍ରେନ୍‌ ଟ୍ରାଜେଡି; ୬ ଜଣଙ୍କ ଜୀବନ ଯିବା ପଛରେ ଦାୟୀ କିଏ ?

ଆପଣ କାହାକୁ ଦେବେ ଶାନ୍ତ୍ୱନା । କାହା ଆଖିର ଲୁହକୁ ବା ରୋକିପାରିବେ । ଆପଣାର ମଣିଷଙ୍କୁ ହରାଇଥିବା ଅଭାଗାଙ୍କୁ କେଉଁ ଆଶ୍ୱାସନା ଦେଇ ବୁଝାଇବେ । ପରିବାରର ଏକମାତ୍ର ରୋଜଗାରିଆ ମୂରବୀର ଅନ୍ତେ ଆଜି ଉଜୁଡ଼ିଯାଇଛି ପରିବାର । More

ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ; ପରିଜନଙ୍କ ଶବ ଖୋଜୁଛନ୍ତି ପରିବାର

ମିଳୁନି ଆତ୍ମୀୟଙ୍କ ମୃତଦେହ । ଡେଡ୍ ବଡି ତ ଦୂରର କଥା, ବଞ୍ଚିଛନ୍ତି କି ନାହିଁ ଖୋଜ ଖବର ବି ନାଇଁ । ଏମିତି କି କିଛି କିଛି ସ୍ଥାନରେ ଚିହ୍ନଟ ହେଉଥିଲେ ମଧ୍ୟ ବିନା ଡିଏନଏ ଟେଷ୍ଟରେ ବଡି ଦେବାକୁ ମନା କରୁଛି ମେଡିକାଲ । More