ସଂକ୍ଷେପରେ ଆଜିର ତାଜା ଖବର - Saturday, 08 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ। More

ନବ ମର୍ଡର ଷଡ଼ଯନ୍ତ୍ର ଅଭିଯୋଗ ପାଇଁ ଉପନିର୍ବାଚନ ଦାୟିତ୍ୱରୁ ବାଦ୍ ପଡ଼ିଲେ କି ସୁଶାନ୍ତ ସିଂ ?

ସବୁ ନିର୍ବାଚନରେ ସକ୍ରିୟ ଭୂମିକା, ଝାରସୁଗୁଡ଼ାରୁ ଆଉଟ୍ More

ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ଓଡ଼ିଆରେ ମିଳିବ ବିଲ୍‌

ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।  More

ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର। More

ବଜ୍ରପାତ ନେଲା ନେଲା ୩ ମହିଳାଙ୍କ ଜୀବନ

ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।  More

ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି। More

‘କାଲି ୯୦ ଲକ୍ଷ ଟଙ୍କା ଧରି ହାୱଡ଼ା ଷ୍ଟେସନରେ ବସିବୁ, ତତେ ଛୁଆ ମିଳିଯିବ’

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଓଟିଭି ହାତରେ ଲାଗିଛି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ । More

Today Panchang 8th April 2023: ଜାଣନ୍ତୁ ଘାତ ଚନ୍ଦ୍ର ଓ ଘାତ ବାର...ଏହି ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ

ସୌର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ, ଶନିବାର, ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୨ୟା ଦିବା ୧୦.୧୧ ଗତେ ୩ୟା, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର – ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି ଭୂମି ଓ ଅନ୍ନଦାନ ଦିବା ୧୦.୧୧ ଗତେ ୧ପାଦ More

ଅଧା ଅପରେସନ୍‌ରୁ ହାତ ଟେକିଦେଲେ ଡାକ୍ତର, କହିଲେ- ରୋଗୀଙ୍କ ଅବସ୍ଥା ସିରିୟସ୍‌, ବଡ଼ ହସ୍ପିଟାଲକୁ ନେଇ ଯାଅ...

ଅଧା ଅପରେସନ୍‌ରୁ ହାତ ଟେକି ଦେଲେ ଡାକ୍ତର। ଆଉ କହିଲେ, ରୋଗୀଙ୍କ ଅବସ୍ଥା ସିରିୟସ୍‌। ବାଲେଶ୍ୱରରେ ଅପରେସନ୍‌ ହୋଇପାରିବ ନାହିଁ। କଟକ କିମ୍ବା ଭୁବନେଶ୍ୱରର କୌଣସି ବଡ଼ ହସ୍ପିଟାଲକୁ ନେଇ ଯାଅ। ଏହା କହି ମହିଳାଙ୍କ ପେଟରେ ଷ୍ଟିଚ୍ ପକାଇ ପଳାଇଲେ ଡାକ୍ତର। More

ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକୁ ୧୦୦ରୁ ଅଧିକ ରୋଗୀ

ରାଜ୍ୟରେ ଦୈନିକ ପଜିଟିଭ ସଂଖ୍ୟା ୫୦ ଟ୍ରେଣ୍ଡ ଥିବା ବେଳେ ଏବେ ଏହା ୧୦୦ ପାର ହୋଇଛି । More

କାଳବୈଶାଖୀ ! ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ। More

ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ, ପୁରୁଣା ବହିରେ ନୂଆ ମଲାଟ କହିଲେ ବିରୋଧୀ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ। More

ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ। More

ବଦଳୁଛି ବିକାଶର ଭାଷା, ଅଧାପନ୍ତରିଆ ମୌଳିକ ବ୍ୟବସ୍ଥା

ସରକାର ରାଜ୍ୟବାସୀଙ୍କ ପ୍ରମୁଖ ମୌଳିକ ଆବଶ୍ୟକତାଗୁଡିକୁ ସୁଦୃଢ କରିବାର ଗୁରୁତ୍ୱଦେଇ କରିଛନ୍ତି। ଆଉ ଏସବୁକୁ ୩ଟି ‘କରଣ’କୁ ନେଇ ଫୋକସ କରାଯାଇଛି- ‘ରୂପାନ୍ତରୀକରଣ’, ‘ଉନ୍ନତିକରଣ’ ଓ ‘ସୌନ୍ଦର୍ଯ୍ୟକରଣ’। ଏ ସବୁ ସଫଳ ହେଉଛି ତ? More

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସମରସଜ୍ଜା: ଗାଁ ଜଗିବାକୁ ବିଜେଡିର ରଣନୀତି

ଏଯାଏ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ବିଜେପି ଓ କଂଗ୍ରେସ More

ଚିଟଫଣ୍ଡ ଠକେଇର ନୂଆ ଫଣ୍ଡା ! ନା ଅଫିସ ନା କାଗଜପତ୍ର, ସିଧା ଆପରେ ଚୂନ

କିଛି ଶହ ଟଙ୍କା ଇନଭେଷ୍ଟ କରି ଲକ୍ଷ ଲକ୍ଷରେ ଇନକମର ଲୋଭ। ଆମେରିକାରୁ ଭିଡିଓ ବାର୍ତ୍ତା ଦେଇ ଡଲାରରେ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ନେଇ ହାୱା ହାୱାଇ ହୋଇଗଲା ଅନ ଲାଇନ ଚିଟଫଣ୍ଡ ସଂସ୍ଥା କ୍ଲାଉଡ୍ ଫଟ୍। More