ସଂକ୍ଷେପରେ ଆଜିର ତାଜା ଖବର - Saturday, 24 December 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେଉଁଥିରେ ହୋଇଛି ଗୋବିନ୍ଦର ମୃତ୍ୟୁ: ରଶି ନା ଗାମୁଛା ?

ସେଦିନ ହସପିଟାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ବି ମାନିଛନ୍ତି ତଣ୍ଟିରେ ଗାଢ ଦାଗ ଥିଲା। More

ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା? More

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି: ଶଙ୍ଖର ପ୍ରତିଷ୍ଠା ଦିବସ ବନାମ ପଦ୍ମର ସତ୍ୟାଗ୍ରହ

ବିଜେଡି ରାଜନୀତିରେ ଅପରାଧୀକରଣ ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସତ୍ୟାଗ୍ରହ କରିବ ବିଜେପି। More

ଡିଭୋର୍ସ ଦିନ ହେବ ପୁନର୍ଜନ୍ମ: ଅନୁଭବ

ଜନ୍ମଦିନ ଅବସରରେ ଭିଡିଓ ଛାଡ଼ି ମନର କଥା ଜଣାଇଲେ ସାଂସଦ ଅନୁଭବ ମହାନ୍ତି। More

ଦୁଇ କିମ୍ବଦନ୍ତୀ ଖେଳାଳି - ସଚିନ ତେନ୍ଦୁଲକର ଓ ଲିଓନେଲ୍ ମେସୀଙ୍କ ଅଧୁରା ସ୍ୱପ୍ନ

ଦୁଇ କିମ୍ବଦନ୍ତୀ ଖେଳାଳି - କ୍ରିକେଟର୍ ସଚିନ ତେନ୍ଦୁଲକର ଓ ଫୁଟ୍ବଲର୍ ଲିଓନେଲ୍ ମେସୀଙ୍କ ସବୁଠାରୁ ବଡ଼ ଉପଲବ୍ଧି ମଧ୍ୟରେ ସମାନତାକୁ ନେଇ ଏବେ ଚର୍ଚ୍ଚା। କ୍ୟାରିଅର୍ରେ ବ୍ୟାପକ ସଫଳତା ସତ୍ତ୍ୱେ ଉଭୟ ତେନ୍ଦୁଲକର ଓ ମେସୀଙ୍କର ଏକ ଅଧୁରା ସ୍ୱପ୍ନ ରହିଥିଲା - ଦୁହେଁ ବିଶ୍ୱକପ୍ ଟ୍ରଫି ଜିତି ନ ଥିଲେ। କିନ୍ତୁ ଉଭୟ ନିଜ ନିଜ ଶେଷ ବିଶ୍ୱକପ୍ରେ ଏହି ସ୍ୱପ୍ନକୁ ସାକାର କରିଥିଲେ। More

ଅକ୍ସିଜେନ୍, ଭେଣ୍ଟିଲେଟର ପ୍ରସ୍ତୁତ ରଖ : କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବଙ୍କ କଡ଼ା ନିର୍ଦ୍ଦେଶ

ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ More

ଭୋଜି ଚାଲିଥିବା ବେଳେ ବଚସା, ପରେ ବୋମାମାଡ଼...

ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅବିଯୋଗ ହୋଇଛି।  More

ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ : ଦେଶବିଦେଶରେ ବଢ଼ୁଛି ଚାହିଦା

ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା More

ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ !

ଗୋବିନ୍ଦ ମୃତ୍ୟୁ ମାମଲାରେ ଆଉ ଏକ ବଡ଼ ସୂଚନା ମିଳିଛି। ଜେଲ୍‌ରୁ ହସ୍ପିଟାଲ୍ ଯିବା ବେଳକୁ ବଞ୍ଚିଥିଲା ଗୋବିନ୍ଦ। ଓଟିଭିକୁ ଗୋବିନ୍ଦର ଓକିଲ ଦୁର୍ଗାମୋହନ ପାଢ଼ୀ ଏହି ସୂଚନା ଦେଇଛନ୍ତି। More

ଅର୍ଚ୍ଚନା ନାଗ ବିରୋଧରେ ୫୦୧ ପୃଷ୍ଠାର ଚାର୍ଜସିଟ୍

ପ୍ରଡ୍ୟୁସର ଅକ୍ଷୟ ପରିଜା ବ୍ଲାକମେଲ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି । More

୨୪ ସମର ପାଇଁ ଶ୍ରୀକ୍ଷେତ୍ରରୁ ବାଜିବ ନିର୍ବାଚନୀ ବିଗୁଲ୍

୨୪ ରଣନୀତି ଅନ୍ତର୍ଗତ ବିିଜେଡି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗି ନିଜ ପଟକୁ ନେବା ଲାଗି ଜୋରାଦର ପ୍ରୟାସ ଆରମ୍ଭ କରିଛି ବିଜେପି। More

ଅସହାୟ ଜୀବନ ବିତାଉଛନ୍ତି ଜାତୀୟସ୍ତରର କୁସ୍ତି ଯୋଦ୍ଧା !

ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ। More

ସାଇକେଲ ଚାଳିକା ସ୍ୱାସ୍ତୀ ସିଂହ ପାଇଲେ ଏକଲବ୍ୟ ପୁରସ୍କାର

ଇମ୍ପା ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। More

କରୋନାର ନୂଆ ଭ୍ୟାରିଆଣ୍ଟକୁ ମାତ୍‌ ଦେବ ବୁଷ୍ଟର ଡୋଜ୍

ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ। More

'ଲକ୍ଷଣ ଦେଖିଲେ ନିଜକୁ ନିଜେ ଆଇସୋଲେଟ୍‌ କର'

କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍‌ ଆଡଭାଇଜରି। More