Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Monday, 07 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Homebuyers Can Claim Free Flat: କଥା ରଖୁନାହାନ୍ତି କି ବିଲ୍ଡର ? ମାଗଣାରେ ପାଇପାରିବେ ଘର; କେମିତି ପାଇବେ, ଜାଣନ୍ତୁ...

ଟଙ୍କା ନେଇ ଧାର୍ଯ୍ୟ ସମୟରେ ଦେଉନାହାନ୍ତି କି ଆପାର୍ଟମେଣ୍ଟ ? ସ୍ବପ୍ନର ଘର ପାଇଁ ଦଉଡ଼ି ଦଉଡ଼ି ଆଶା ମଉଳି ଗଲାଣି କି ? ଚିନ୍ତା କରନ୍ତୁନି।  More

Munna Khan Slams Sasmit Patra: ସସ୍ମିତଙ୍କୁ କଡ଼ା ସମାଲୋଚନା କଲେ ମୁନା ଖାନ୍‌; କହିଲେ, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ

ସସ୍ମିତ ପାତ୍ର କାହିଁକି ଏମିତି କଲେ ଆମକୁ କହି ନାହାନ୍ତି । ମୋର ବିଶ୍ବାସ ନବୀନ ବାବୁ ତାଙ୍କୁ କହି ନ ଥିବେ । ମୁଁ ସିଧାଯାଇ ଦଳର ସଭାପତି ନବୀନ ବାବୁଙ୍କୁ ସବୁ ଜଣାଇବି ବୋଲି ମୁନ୍ନା ଖାନ୍ ଭୁବନେଶ୍ୱରରେ ପହଞ୍ଚିବା ପରେ କହିଛନ୍ତି । More

Woman Consumes Poison with 2 Children: ମାଆ ସହ ବିଷ ପିଇଦେଲେ ପୁଅ-ଝିଅ, ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର

ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ । More

Special Story: ଦିନେ ଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଏବେ ପାଲଟିଛି ଭୂତକୋଠି

ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା । More

Sujit Kumar Questions BJD’s Stand: ୱକଫ୍ ବିଲ୍‌: ‘ରାଜ୍ୟସଭାରେ ରଖିଛନ୍ତି କେଉଁ ଆଭିମୁଖ୍ୟ ? ମୁହଁ ଖୋଲନ୍ତୁ ସବୁ ବିଜେଡି ସାଂସଦ’

୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି। କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର । More

Heat Wave Alert: ପୁଣି ଉପରମୁହାଁ ପାରଦ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବିଶେଷକରି ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ । More

RERA to Launch Forensic Audits: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା। More

Odisha’s Road Network: ରାଜ୍ୟରେ ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ରାସ୍ତା; ଗଠନ ହେବ OSHA...

ଭାରତ ସରକାରଙ୍କ ଏନଏଚଏଆଇ ସଂସ୍ଥା ଭଳି ଓଡ଼ିଶାରେ ଗଠନ ହେବ ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟି ବା OSHA। ଯାହାକି ରାଜ୍ୟରେ ବିଶ୍ବସ୍ତରୀୟ ସଡ଼କ ନିର୍ମାଣ କରିବାର କ୍ଷମତା ପାଇବ। More

Naveen-Pandian Targeted: ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନବୀନ ଏବେ ଗୃହବନ୍ଦୀ, ନବୀନ-ପାଣ୍ଡିଆନ୍ ଯୋଡ଼ିଙ୍କୁ ଟାର୍ଗେଟ୍

ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି। More

Traditional Puri Sahi Jata : ୮୦୦ ବର୍ଷର ପୁରୁଣା ପରମ୍ପରା ପୁରୀର ପ୍ରସିଦ୍ଧ ସାହିଯାତ

ଭାରତ ବର୍ଷର ସର୍ବବୃହତ ପଥପ୍ରାନ୍ତ ଉତ୍ସବ ସାହିଯାତ। ପବିତ୍ର ରାମନବମୀ ସହ ଆଜିଠୁ ଆରମ୍ଭ ହେଉଛି ପୁରୀ ପ୍ରସିଦ୍ଧ ସାହିଯାତ୍ରା ଉତ୍ସବ । ଏଥିରେ ଅନନ୍ୟ ପରମ୍ପରାରେ ଶ୍ରୀମନ୍ଦିର ସଂଲଗ୍ନ ଆଠଟି ସାହିର ବିଭିନ୍ନ ମେଳ ତଥା ଜାଗା ଆଖଡ଼ା ଘର ସାମିଲ ହୁଅନ୍ତି । More

Pandian destroyed BJD: ପାଣ୍ଡିଆନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଦଳ ପାଇଁ ବୋଝ କହିଲେ ପ୍ରଭାତ

୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିରେ ଫାଟ ଜଳଜଳ ହୋଇ ପଦାରେ ପଡିଲାଣି। ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ଭିକେ ପାଣ୍ଡିଆନଙ୍କୁ ବିରୋଧ କରିବା ଆରମ୍ଭ କଲେଣି। ପ୍ରଥମରୁ କିଛି ନେତା ନାମ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ତେବେ ରବିବାର ଖୋଲାଖୋଲି ପାଣ୍ଡିଆନଙ୍କୁ ନିଶାନା ବନାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। More