Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Sunday, 06 April 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

RERA to Launch Forensic Audits: ବାସଗୃହ କ୍ରେତାଙ୍କ ପାଇଁ ଖୁସି ଖବର; ସାବାଡ଼ ହେବେ ମୁନାଫାଖୋର ବିଲ୍ଡର...

ରିଅଲ ଇଷ୍ଟେଟ୍ ପ୍ରକଳ୍ପର ହେବ ଫରେନ୍ସିକ୍ ଅଡିଟ୍ । ଅର୍ଥ ହେରଫେର କରିଥିଲେ, ଗଣିବେ ମୋଟା ତଣ୍ଡ ବହୁ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ସରିବାରେ ଅହେତୁକ ବିଳମ୍ବର ଗଣ୍ଡା ଗଣ୍ଡା ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ଓଡ଼ିଶା ରେରା। More

Naveen-Pandian Targeted: ମୁଖ୍ୟ ପରାମର୍ଶଦାତାଙ୍କ ଦ୍ବାରା ନବୀନ ଏବେ ଗୃହବନ୍ଦୀ, ନବୀନ-ପାଣ୍ଡିଆନ୍ ଯୋଡ଼ିଙ୍କୁ ଟାର୍ଗେଟ୍

ରାଜ୍ୟସଭା 'ବିବେକ ଖେଳ'କୁ ନେଇ ବଳଶାଳୀ ହେବାରେ ଲାଗିଛି ବିଜେଡି ଝଡ଼। କାଲି ଦେବାଶିଷଙ୍କ ପରେ ଆଜି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବରିଷ୍ଠ ନେତା ଭୂପିନ୍ଦିର ସିଂ ବି ନବୀନ-ପାଣ୍ଡିଆନ୍ ଯୋଡ଼ିକୁ ଜୋରଦାର ନିଶାନା କରିଛନ୍ତି। More

Pandian destroyed BJD: ପାଣ୍ଡିଆନଙ୍କ ବିରୋଧରେ ତେଜୁଛି ଅସନ୍ତୋଷ, ଦଳ ପାଇଁ ବୋଝ କହିଲେ ପ୍ରଭାତ

୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଥିବା ବିଜେଡିରେ ଫାଟ ଜଳଜଳ ହୋଇ ପଦାରେ ପଡିଲାଣି। ଜଣଙ୍କ ପରେ ଜଣେ ନେତା ସାମ୍ନାକୁ ଆସି ଭିକେ ପାଣ୍ଡିଆନଙ୍କୁ ବିରୋଧ କରିବା ଆରମ୍ଭ କଲେଣି। ପ୍ରଥମରୁ କିଛି ନେତା ନାମ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ। ତେବେ ରବିବାର ଖୋଲାଖୋଲି ପାଣ୍ଡିଆନଙ୍କୁ ନିଶାନା ବନାଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। More

Special Story: ଦୁର୍ଘଟଣାରେ ଗଲା ବାପା-ମା’ଙ୍କ ଜୀବନ, ଆଖି ସାମ୍ନାରେ ଦେଖିଲା କୁନି ପୁଅ

ଦଇବ ଏମିତି ଦୁଃଖ ଦେବ କିଏ ବା ଜାଣିଥିଲା l ବାପା ମାଙ୍କ ସହ କତ୍ତରାପୁର କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ୪ ବର୍ଷର କୁନିପୁଅ l ଫେରିବା ବେଳେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍‌ ନିକଟରେ ଦୁର୍ଘଟଣାରେ ବାପା-ମା’ଙ୍କ ମୃତ୍ୟୁ ହୋଇଗଲା । More

Tourist Bus Accident: ଉତ୍ତରା ଛକରେ ବଡ଼ ଦୁର୍ଘଟଣା; ଓଲଟିଲା ଟୁରିଷ୍ଟ ବସ୍‌, ଚାଲିଗଲା ଜଣଙ୍କ ଜୀବନ

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସୂଚନା ଅନୁସାରେ ଟୁରିଷ୍ଟ ବସ୍‌ଟି ପର୍ଯ୍ୟଟକଙ୍କୁ ନେଇ ପୁରୀ ଯାଉଥିଲା । ବସରେ ପ୍ରାୟ ୭୦ ପର୍ଯ୍ୟଟକ ଥିଲେ । More

Panchang Today 6th April 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୦୬ ତାରିଖ ରବିବାର। ଚନ୍ଦ୍ର- କର୍କଟ ଅହୋରାତ୍ର। ତିଥି- ୯ମୀ ସନ୍ଧ୍ୟା ୦୭.୨୩ ଗତେ ୧୦ମୀ। ଘାତଚନ୍ଦ୍ର- ନାସ୍ତି।ଘାତବାର- ମେଷ ରାଶିର। ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ। More

Pandian is actual vilian: ଭିଲେନ୍ ନୁହଁନ୍ତି ସସ୍ମିତ୍ ପାତ୍ର, ଖେଳ ପଛରେ ପାଣ୍ଡିଆନ

ୱାକଫ୍ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ ପଛର ମୁଖ୍ୟ ଖେଳାଳି ସସ୍ମିତ ପାତ୍ର ନୁହଁନ୍ତି ବରଂ ମୁଖ୍ୟ ପରାମର୍ଶଦାତା। ଆଜି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଏଭଳି ବିସ୍ଫୋରଣ ବିଜେଡିରେ ସୃଷ୍ଟି କରିଛି ବଡ଼ କଂପନ। ନାଁ ନେଇ ନେଇ ସିଧା ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ଦେବାଶିଷ। ଏମିତିକି ୟା ପଛରେ ବିଜେପି ସହ ଡିଲ୍ ହୋଇଥିବା ଅଭିଯୋଗ ଆଣି, ବିଜେଡିକୁ ନିନ୍ଦିତ କରିଥିବା ବ୍ୟକ୍ତି ବିରୋଧରେ ଦଳ ସଭାପତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବି କହିଛନ୍ତି। More

Sasmit Patra Scapegoat: ସସ୍ମିତଙ୍କୁ ବଳିବୋଦା ସଜାଉଛି ବିଜେଡି, ସୁପ୍ରିମୋଙ୍କୁ ପ୍ରତାପ-ପ୍ରଫୁଲ୍ଲଙ୍କ ଚିଠି

ସାଂସଦ ସସ୍ମିତ ପାତ୍ରଙ୍କୁ ବଳିବୋଦା ସଜାଉଛି କି ବିଜେଡି ? କାହିଁକିନା ୱକ୍ଫ ବିଲକୁ ନେଇ ରାଜ୍ୟସଭାରେ ଫାଳ ଫାଳ ହୋଇଯାଇଥିବା ବିଜେଡି ଏପର୍ଯ୍ୟନ୍ତ ଅଫିସିଆଲ୍ ଷ୍ଟେଟମେଣ୍ଟ ଜାରି କରିନି। ତା ସତ୍ତ୍ବେ, ଜଣଙ୍କ ପରେ ଜଣେ ନେତା ସସ୍ମିତଙ୍କୁ ଘଟଣା ପାଇଁ ଭିଲିଆନ୍ ସଜେଇ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ନେଇ ସୃଷ୍ଟି ହୋଇଛି ଏଭଳି ସନ୍ଦେହ। More

VK Pandian: ବିଜେଡିରେ ତୀବ୍ର ପାଣ୍ଡିଆନ୍ ବିରୋଧୀ ସ୍ବର, ନବୀନଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ବିଜେଡିରେ ବଢୁଛି ପାଣ୍ଡିଆନ୍ ବିରୋଧୀ ସ୍ବର। ଧୈର୍ଯ୍ୟର ବାଡ ଭାଙ୍ଗିଲା। ହଟାଇବା ପ୍ରଚେଷ୍ଟା ଆରମ୍ଭ ହେଲା। ଯୁବଠୁ ବରିଷ୍ଠ ଏବେ ପାଣ୍ଡିଆନଙ୍କୁ ବିଦା କରିବାକୁ ଆରମ୍ଭ କଲେଣି ମିଶନ। ରାଜ୍ୟ ସଭାରେ ସସ୍ମିତ ପାତ୍ରଙ୍କ ୱକ୍ଫ ବିଲ୍ ଆଭିମୁଖ୍ୟ ପରେ ବିଜେଡି ଫାଳ ଫାଳ! ସସ୍ମିତ ଯେ ବଲି କା ବକ୍ରା ତାହା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାରୁ ସ୍ପଷ୍ଟ। More

Ayushman Bharat Card: ସ୍ବାସ୍ଥ୍ୟସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ୭୦ ବର୍ଷରୁ ଊର୍ଦ୍ଧ୍ବଙ୍କ ପାଇଁ ମିଳିବ ‘ବୟୋ ବନ୍ଦନା’ କାର୍ଡ...

ବହୁ ପ୍ରତୀକ୍ଷାର ହେଉଛି ଅନ୍ତ। ଯୋଡ଼ି ହେବାକୁ ଯାଉଛି ସ୍ବାସ୍ଥ୍ୟସେବାରେ ନୂତନ ଅଧ୍ୟାୟ। ଐତିହାସିକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ସହ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାର ହେବାକୁ ଯାଉଛି ଶ୍ରୀଗଣେଶ। More

Ayushman Bharat Yojana: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ, ୨୯ ହଜାରରୁ ଅଧିକ ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା

୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ପ୍ରେସମିଟ୍‌ରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ବି ମିଳିବ ଏହି କାର୍ଡ । More