Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Monday, 31 March 2025

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Cyber Fraud: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ, ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ

ପୂର୍ବତନ ଆଇଟି ମନ୍ତ୍ରୀ ହୋଇ ବି ନିଜେ ଫସିଗଲେ ସାଇବର ଲୁଟେରାଙ୍କ ଜାଲରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ୪୦ ଲକ୍ଷ ଟଙ୍କା ଗୋଲ । More

Ganja Seized: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ। More

Puffed Rice: ମୋଟା ଲୋକ, ବ୍ଲଡପ୍ରେସର୍ ଥିବା ବ୍ୟକ୍ତି, ଓଜନ କମେଇବାକୁ ଚାହୁଁଥିବା ଲୋକ ମୁଢ଼ି ଖାଇବା ଉଚିତ କି?

ରାତି ପାରିଲେ ଓଡ଼ିଆ ଘରେ ଏହା ସବୁଠାରୁ ଲୋକପ୍ରିୟ ଜଳଖିଆ। ବାହାରକୁ ଗଲେ ବାଟରେ ଘାଟରେ ଖାଇବାକୁ ଘରଲୋକେ ପୁଟୁଳିରେ ଏଥିରୁ ଗଣ୍ଡେ ରଖିଦିଅନ୍ତି। ଓଡ଼ିଆ ପର୍ବ ପର୍ବାଣୀରେ ଏଥିରେ ତିଆରି ମୁଆଁ ଲାଗି ହୋଇଥାଏ। ଜାଣନ୍ତୁ ମୁଢ଼ିର ସଂପୂର୍ଣ୍ଣ ଇତିହାସ। More

Ganja Smuggling: ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା, ପର୍ଯ୍ୟଟକ ହୋଇ ଯାଉଛନ୍ତି...ନୀଳ ଜହର ନେଇ ଫେରୁଛନ୍ତି

କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା । More

Odisha Weather Update: ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ବର୍ଷା !

ଏପ୍ରିଲ୍ ପହିଲାରୁ ତାପମାତ୍ରା ହ୍ରାସ ପାଇବା ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଆସନ୍ତା ୨, ୩ ଓ ୪ ତାରିଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।  More

Tragedy Strikes Ganjam: ଦଣ୍ଡନାଚ ବେଳେ ଗଣ୍ଡଗୋଳରୁ ହତ୍ୟା; ଛୁରୀ ଭୁସି ଦଣ୍ଡନାଚ କମିଟି ସଦସ୍ୟକୁ ମାରିଦେଲେ ବାପା-ପୁଅ...

ବ୍ରହ୍ମପୁର ବଡ଼ବଜାର ଥାନା ଜେନା ସାହିରେ ହତ୍ୟାକାଣ୍ଡ । ଏଥିରେ ବେଲଗାଁ ଦଣ୍ଡ ନାଚ କମିଟିର ସଦସ୍ୟ କମା ଗାଁର ଜଗଦୀଶ ପାଣିଗ୍ରାହୀଙ୍କର ମୃତ୍ୟୁ ହୋଇଛି।  More

Brotherly Feud: ଅଭାବନୀୟ ଘଟଣା: ଘର ମାଲିକାନା ହାତେଇବା ପାଇଁ ଭାଇକୁ ହାଣିଲା ଭାଇ...

ସାନ ଭାଇର ହାତ ହାଣି ଦେଲା ବଡ ଭାଇ। ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।  More

Eid-ul-Fitr 2025: ଆଜି ପବିତ୍ର ଇଦ୍ ପର୍ବ; ମାସେ ବ୍ୟାପି ରୋଜା ରଖିବା ପରେ ଇଦ୍ ପାଳିବେ ମୁସଲମାନ ଧର୍ମାବଲମ୍ବୀ...

ମୁସଲମାନ ସଂପ୍ରଦାୟର ପ୍ରମୁଖ ପର୍ବ। ମାସେ ବ୍ୟାପି ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ।  More

Antyodaya Housing Scheme: ଥିଲେ କଚ୍ଚା, ଏବ ହେବ ପକ୍କା: ଗରିବଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ...

ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । More

Panchang Today 31th March 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ସୋମବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି- ୨ୟା ଦିବା ୦୯.୧୧ ଗତେ ୩ୟା ନିଶାନ୍ତ ୦୫.୪୨ ଗତେ ୪ର୍ଥୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । More

Antyodaya Housing Scheme: ୬୦ ହଜାର ଲୋକଙ୍କୁ ପକ୍କାଘରର କାର୍ଯ୍ୟାଦେଶ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ । ହଟିଲା ପୂର୍ବ ସରକାରର ବିଜୁ ପକ୍କାଘର ଏବଂ ମୋ ଘର ଯୋଜନା । ପ୍ରଥମଥର ପାଇଁ କେନ୍ଦ୍ର ଯୋଜନା ବାଦ୍ ରାଜ୍ୟ ସରକାର ହାତକୁ ନେଇଛନ୍ତି ନିଜସ୍ୱ ବଡ଼ କାର୍ଯ୍ୟକ୍ରମ । ୬୦ ହଜାର ଘର ପାଇଁ ଦିଆଗଲା କାର୍ଯ୍ୟାଦେଶ । ଏହାସହ ୩ ବର୍ଷରେ ତିଆରି ହେବ ୫ ଲକ୍ଷ ଘର । More

Odisha Andhra Border Dispute: ଓଡ଼ିଶା ହାତରୁ ଖସିଗଲାଣି ଆନ୍ଧ୍ର ସୀମାନ୍ତର ଆଉ ଏକ ଗାଁ!

ଶୋଇ ରହିଛି ଓଡ଼ିଶା ମାଡ଼ି ବସିଲାଣି ପଡ଼ିଶା । ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଲକାନଗିରିର ଜୁମଡାଙ୍ଗ ଗାଁ । ଆମରି ଗାଁ, ହେଲେ ଆମରି ମାଟିରେ, ଆମରି ପିଲାଏ ଓଡ଼ିଆ ନୁହେଁ, ପଢୁଛନ୍ତି ତେଲୁଗୁ ଭାଷାରେ ପାଠ । ପରିଣାମ ଏହା ଯେ କୁନି କୁନି ପିଲା ଆଉ ଓଡ଼ିଆ ଭାଷା ବୁଝିବା ସ୍ଥିତିରେ ବି ନାହାନ୍ତି । More

IIC Attack: ଅଭାବନୀୟ ଘଟଣା: IICଙ୍କୁ ବାଡ଼େଇଲେ ମହିଳା; ଭାଙ୍ଗିଲେ ଥାନା ଗାଡ଼ି, ଛଡ଼ାଇ ନେଲେ ଅଭିଯୁକ୍ତ...

ଆଇଆଇସି ରାକେଶ ତ୍ରିପାଠୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଚୋରି ବାଇକ୍ ସିଜ୍ କରିବାକୁ ଆସିଥିବାବେଳେ କୋରେଇ ଥାନା ପୂର୍ବକୋଟ ହାଟ ନିକଟରେ ଘଟିଛି ଏହି ଘଟଣା ।  More

Error In OPSC SDIPRO Exam: OPSC ପରିଚାଳିତ OIS ପରୀକ୍ଷାରେ ତ୍ରୁଟି; ଓପିଏସ୍‌ସି କହିଲା...

OPSC ପରିଚାଳିତ ଓଡ଼ିଶା ଇନଫର୍ମେସନ୍ ସର୍ଭିସ୍ ପରୀକ୍ଷାରେ ତ୍ରୁଟି । ସାମ୍ବାଦିକତା ଓ ଗଣଯୋଗାଯୋଗ ପେପରରେ ଶହେ ବଦଳରେ ୯୪ ନମ୍ବରର ପ୍ରଶ୍ନ । ପୂର୍ଣ୍ଣ ସଂଖ୍ୟାଠୁ ୬ ମାର୍କ କମ୍ ଥିବା ନେଇ ପରୀକ୍ଷାର୍ଥୀ ଆଣିଲେ ଅଭିଯୋଗ । More

Train Mishap In Odisha: ଓଡ଼ିଶାରେ ନିୟମିତ ଅନ୍ତରରେ କାହିଁକି ଘଟୁଛି ରେଳ ଦୁର୍ଘଟଣା?

ଓଡ଼ିଶାରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣା ପଛର କାରଣ କଣ ? କାହିଁକି ନିୟମିତ ବ୍ୟବଧାନରେ ରେଳଯାତ୍ରା ବେଳେ ଅସୁରକ୍ଷିତ ହୋଇପଡୁଛି ଯାତ୍ରୀଙ୍କ ଜୀବନ ? ରେଳ ସୁରକ୍ଷା ବିଶେଷଜ୍ଞଙ୍କ ମତରେ ଟ୍ରେନ୍ ଡିରେଲମେଣ୍ଟ ପଛରେ ରେଳ ଧାରଣା ମରାମତିର ଅଭାବ ଏକ ପ୍ରମୁଖ କାରଣ । More