ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Odisha Politics: ଖାଲି ହୋଇଯିବ କି BJD ଶିବିର ? BJPରେ ମିଶିବାକୁ ତାଲିକା ଲମ୍ବୁଛି !

ଦେବେନ୍ଦ୍ରଙ୍କ କଣ୍ଟାବାଞ୍ଜି ବାଣ ପରେ ନବୀନଙ୍କ ସ୍ପଷ୍ଟୀକରଣ । ବଢ଼ିଲା ଷଡ଼ଯନ୍ତ୍ର ଥିଓରି ଚର୍ଚ୍ଚା । More

Vigilance Raid In Odisha: ଆଖି ତରାଟିଲା ଅଚଳାଚଳ ସମ୍ପତ୍ତି; ରିମୋଟ୍ ସହ ପାସୱାର୍ଡ୍ ପ୍ରୋଟେକ୍ଟେଡ୍ ଘର...

ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ।  More

Bhubaneswar Metro Rail Project: ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର; ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, କିଣାଯିବ ୧୩ଟି ଟ୍ରେନ୍

ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ। More

Panchang Today 6th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଭୂମି ପୂଜା କରନ୍ତୁ

ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୬ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Ration Card: ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ

ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ । More

Cracks spotted on Meghanada Prachir: ASI ସବୁ ଜାଣିଛି କହିଲେ ଅରବିନ୍ଦ

ପ୍ରାଥମିକ ଭାବେ ଶିଉଳି ଛଡ଼ା, ପାଣି ଝରିବା ବନ୍ଦ ପଦକ୍ଷେପ ନିଆଯାଇଛି । ଆନନ୍ଦବଜାରର ଡ୍ରେନେଜ ବ୍ୟବସ୍ଥା ସୁଧାରିବାକୁ ଉଦ୍ୟମ କରିଛୁ । More

Obscenity in Jatra: ଯାତ୍ରାରେ ଅଙ୍ଗ ପ୍ରଦର୍ଶନ; କିଏ ଦେଉଛି ପ୍ରଶ୍ରୟ, ମାଲିକ ନା କମିଟି ?

ଯାତ୍ରାରେ ଅଶ୍ଳୀଳତାକୁ ନେଇ ଯାତ୍ରା ମାଲିକ ଓ କମିଟି ତୁତୁ ମେମେ । ମଂଚରେ ଅଙ୍ଗ ପ୍ରଦର୍ଶନ ସୀମା ଟପୁଥିବା ବେଳେ ଏଥିପାଇଁ ଯାତ୍ରା କମିଟିକୁ ଦୋଷ ଦେଇଥିଲେ ମାଲିକ । More

Firing on Nandan Kanan Express: ସୀମା ଟପିଗଲେ ଦୁର୍ବୃତ୍ତ, ଚଳନ୍ତା ଟ୍ରେନକୁ କଲେ ଗୁଳିମାଡ଼; ହେଲେ କାହିଁକି

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ । More

Cracks spotted on Meghanada Prachir: ଜେସିବି ମାଡ଼ରେ ଘାଇଲା ପାଚେରି !! ଚାରିକଡ଼େ ଫାଟ, ସନ୍ତସନ୍ତିଆ କାନ୍ଥ ଦେଖି ବର୍ଷିଲେ ଭକ୍ତ-ସେବକ

ମେଘନାଦ ପାଚେରି ଚାରିପଟୁ ଦୁର୍ବଳ । ଖାଲି ସିଂହଦ୍ୱାର ପଟ ନୁହେଁ, ପଶ୍ଚିମ ଓ ଦକ୍ଷିଣ ଦ୍ୱାର କଡ଼ କାନ୍ଥରୁ ବି ଝରୁଛି ପାଣି । More