ସଂକ୍ଷେପରେ ଆଜିର ତାଜା ଖବର - Monday, 12 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

NIRF ରାଙ୍କିଂ ! ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି। More

ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ, ଜର୍ମାନ୍ ସହପାଠିନୀଙ୍କୁ ଦୁଷ୍କର୍ମ ମାମଲାରେ ଯାଇଥିଲେ ଜେଲ୍ !

ଭୁବନେଶ୍ବର AIIMSରେ ୪୨ ବର୍ଷରେ କ୍ୟାନସରରେ ମୃତ୍ୟୁ । ୨୦୦୬ରେ ଜର୍ମାନ୍ ସହପାଠିନୀଙ୍କୁ ଦୁଷ୍କର୍ମ ମାମଲାରେ ହୋଇଥିଲା ଜେଲ୍ । More

ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ, ଥମୁନି ଦେବାଦେବୀଙ୍କ ମନ୍ଦିରରେ ଲଙ୍କାକାଣ୍ଡ !

ଶତାଧିକ ଜୀବନହାନୀ ସହ ରୁଜୁ ହେଲାଣି ୨୦୫ ହିଂସାତ୍ମକ ମାମଲା । ବିଶ୍ୱବ୍ୟାପୀ ଚିନ୍ତା, ଭାରତରେ ବି ତେଜିଲା ପ୍ରତିବାଦର ସ୍ୱର । More

୫ ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି

ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ଆସନ୍ତା ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। More

ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ; ୯ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।  More

Panchang Today 12th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ଘାତଚନ୍ଦ୍ର- ନାସ୍ତି। ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ପ୍ରାତଃ ୦୭.୫୫ ପର୍ଯ୍ୟନ୍ତ, ପରେ ଦିବା ୦୮.୩୨ ଗତେ ୧। ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ। More

କାଲିଠୁ ପୁଣି ବଢ଼ିବ ବର୍ଷା; ଆସନ୍ତାକାଲି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଆଜି ଶୁଖିଲା ରହିବ ପାଗ, ତେବେ କାଲି ପୁଣି ବଢ଼ିବ ବର୍ଷା। ଆସନ୍ତାକାଲି ପାଇଁ ୧୮ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।  More

କେନ୍ଦ୍ରକୁ ସୁଜିତ କୁମାରଙ୍କ ପ୍ରଶଂସା, ବିଜେପି ଆଡକୁ ଢଳୁଛନ୍ତି କି ବିଜେଡି ସାଂସଦ ?

ମମତା ମହାନ୍ତଙ୍କ ରାସ୍ତାରେ କି ସୁଜିତ୍ କୁମାର ? ରାଜ୍ୟକୁ ମିଳିଥିବା ନୂଆ ରେଳପ୍ରକଳ୍ପ ପାଇଁ କେନ୍ଦ୍ରକୁ ସୁଜିତଙ୍କ ପ୍ରଶଂସା । More

କେବେଠୁ ରତ୍ନଭଣ୍ଡାର ମରାମତି ? ସରକାରଙ୍କ ଗ୍ରୀନ୍ ସିଗନାଲ ଅପେକ୍ଷାରେ ASI

ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ । More

ସାମ୍ନାକୁ ଆସିଲା ନୂଆ ତଥ୍ୟ; ପାଣ୍ଡିଆନଙ୍କ ପାଇଁ ବଢିଲା ଅଡୁଆ !

କଟକ ଓ ଖୋର୍ଦ୍ଧାକୁ ବି ହେଲିକପଟରରେ ଉଡିଥିଲେ ପାଣ୍ଡିଆନ୍ । RTI ତଥ୍ୟରେ ୩ ନିର୍ବାଚନ ମଣ୍ଡଳୀରେ ହେଲିପ୍ୟାଡ୍ ଖର୍ଚ୍ଚ ୭୫ ଲକ୍ଷ । ପ୍ରାବଧାନ ନଥାଇ କିଏ ଦେଇଥିଲା ଅନୁମତି ? More

ରାଜ୍ୟର ପ୍ରଥମ ସୁଡ଼ଙ୍ଗ ରାସ୍ତାକୁ ନେଇ ଉତ୍ସାହ, ସମୁଦ୍ର ପତ୍ତନଠାରୁ ୩ ହଜାର ଫୁଟ୍ ଉଚ୍ଚତା

କୋରାପୁଟରେ ରାଜ୍ୟର ପ୍ରଥମ ଟନେଲ ରାସ୍ତାକୁ ନେଇ ଉତ୍ସାହ । ଆରବର୍ଷ ଟନେଲ୍ କାମ ସାରିବାକୁ ଟାର୍ଗେଟ୍ । More

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପରେଡ୍ ରିହର୍ସାଲ୍

୭୮ତମ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ପରେଡ୍ ରିହର୍ସାଲ୍ । ଅଂଶଗ୍ରହଣ କରିବେ ୫୮ ଟି ଟ୍ରୁପ । More