ସଂକ୍ଷେପରେ ଆଜିର ତାଜା ଖବର - Sunday, 28 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋଦି ସରକାରବେଳେ ଓଡ଼ିଶା ପାଇଛି ୪ ଲକ୍ଷ କୋଟିରୁ ଅଧିକ ଅର୍ଥ: ବୈଜୟନ୍ତ ପଣ୍ଡା

ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି। More

ରାଜବ୍ୟାପୀ ଆଳୁ ହଲଚଲ୍, କୃତ୍ରିମ ଅଭାବ ଯୋଗୁଁ ଖାଉଟି କଲବଲ

ବିତିଗଲାଣି ଚାରି ଦିନ। ତଥାପି ଖସୁନି ଆଳୁ ରେଟ୍। ପଶ୍ଚିମବଙ୍ଗରୁ ଆଳୁ ଆସିଥିଲେ ବି କେଉଁଠି ଗଳାବାଟ ଦେଇ ତ ଆଉ କେଉଁଠି ହାତଗୁଞ୍ଜା ଦେଇ ଆଳୁ ଆଣୁଛନ୍ତି ବ୍ୟବସାୟୀ। More

ଶ୍ରାବଣରେ ଅଘଟଣ; ଜଳଲାଗି ପୂର୍ବରୁ ନଦୀରେ ବୁଡ଼ି କାଉଡ଼ିଆ ମୃତ

ଶ୍ରାବଣ ସୋମବାରରେ ମହାଦେବଙ୍କୁ ଜଳ ଲାଗି ପାଇଁ ପାଣି ଉଠାଇବା ବେଳେ ବୁଡ଼ି କାଉଡିଆଙ୍କ ମୃତ୍ୟୁ ହୋଇଛି। More

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ; ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ମହାନଦୀକୁ ବନ୍ୟାଜଳ ଛଡ଼ା ଯାଇଥିବାରୁ ସମ୍ବଲପୁର, ସୋନପୁର, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। More

୩୧ ଯାଏଁ ଛେଚିବ ବର୍ଷା ! ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବର୍ଷାକୁ ଦେଖି ଆଜି ପାଇଁ ରାଜ୍ୟର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  More

ଆଜି ଖୋଲିବ ହୀରାକୁଦ ଗେଟ୍; ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟା ଜଳ...

ସକାଳ ୯ଟାରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡ ଛତିଶଗଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ଡ୍ୟାମକୁ ଜଳ ପ୍ରବେଶ ଯୋଗୁ ବଢ଼ିଛି ଜଳସ୍ତର। More

ଓଡ଼ିଶାରେ କାହିଁକି ହାମୁଡେଇ ପଡ଼ିଲା ଆଳୁ ମିଶନ୍ ?

ରାଜ୍ୟରେ ଯେତେବେଳେ ଆଳୁ ରେଟ୍ ଆକାଶଛୁଆଁ ହୁଏ, ଚଟ୍ କରି ଚର୍ଚ୍ଚାକୁ ଆସିଯାଏ ବିଜେଡି ସରକାର ଅମଳରେ ଫେଲ୍ ମାରିଥିବା ଆଳୁ ମିଶନ ପ୍ରସଙ୍ଗ। More

ପୌର ବ୍ୟବସ୍ଥାରେ ଆଇନର ଗଳାବାଟକୁ ଅସ୍ତ୍ର କରୁଛି କି ବିଜେଡି ?

ସିଧାସଳଖ ନିର୍ବାଚିତ ପୌରାଧ୍ୟକ୍ଷଙ୍କୁ ମହଙ୍ଗା ପଡୁଛି ଅନାସ୍ଥା ପ୍ରସ୍ତାବ । ଫୁଲବାଣୀ ପରେ ସୂତା ଖିଅରେ ଝୁଲୁଛି ଜୁନାଗଡ଼ NAC ଅଧ୍ୟକ୍ଷଙ୍କ ପଦ । More

ଏୟାରପୋର୍ଟ ଭେଟି ଭେଳିକି: ଟର୍ମିନାଲରେ କୁକୁର, ରନୱେରେ ଗାଈ

ଟର୍ମିନାଲରେ କୁକୁର, ରନୱେରେ ଗାଈ । ଉଦଘାଟନର ୭ ମାସରେ ନଷ୍ଟ ଏୟାରପୋର୍ଟ । ପୂର୍ବ ସରକାରଙ୍କ ଏୟାରପୋର୍ଟ ଭେଟି ଭେଳିକି । More

ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଉଛି ଆଳୁ ଯୋଗାଣ, କିନ୍ତୁ ଖୁଚୁରା ବଜାରରେ ଖସୁନି ଦର

ବଜାରରେ ଆଳୁ ଅଛି। ହେଲେ ମନ୍ତ୍ରୀଙ୍କ ବୟାନ ପରେ ବିକ୍ରିଦରକୁ ନେଇ ଦ୍ବନ୍ଦ୍ବ। ଗ୍ରାହକଙ୍କ ପାଇଁ କୃତ୍ରିମ ଅଭାବ ସ୍ଥିତି। କିଛି ଦିନର ସଂକଟ ପରେ ପାଇକାରୀ ଗୋଦାମଠୁ ଖୁଚୁରା ଦୋକାନ ଯାଏଁ, ଏବେ ସବୁଠି ବସ୍ତା ମରା ହୋଇଛି। More

ପ୍ରବଳ ଭିଡ଼ ବିଧାନସଭା କରିଡର୍, ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO

ବିଧାନସଭା ଚାଲୁଛି। ହେଲେ କରିଡରରେ ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO। ସୋରିଷ ପକେଇବାକୁ ବି ଜାଗା ନାହିଁ। ଜଣେ ବିଧାୟକଙ୍କୁ ଦୁଇ ଜଣ PSO ମିଳିବା ପ୍ରାବଧାନ ଥିବାରୁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି । More