ସଂକ୍ଷେପରେ ଆଜିର ତାଜା ଖବର - Saturday, 27 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରବଳ ଭିଡ଼ ବିଧାନସଭା କରିଡର୍, ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO

ବିଧାନସଭା ଚାଲୁଛି। ହେଲେ କରିଡରରେ ବୁଲୁଛନ୍ତି ମାଳ ମାଳ ବନ୍ଧୁକଧାରୀ PSO। ସୋରିଷ ପକେଇବାକୁ ବି ଜାଗା ନାହିଁ। ଜଣେ ବିଧାୟକଙ୍କୁ ଦୁଇ ଜଣ PSO ମିଳିବା ପ୍ରାବଧାନ ଥିବାରୁ ସୃଷ୍ଟି ହୋଇଛି ଏପରି ପରିସ୍ଥିତି । More

ନୀତି ଆୟୋଗ ବୈଠକରେ କେନ୍ଦ୍ରୀୟ ସହଯୋଗ ଦାବି କଲେ ମୁଖ୍ୟମନ୍ତ୍ରୀ

ସେହିପରି ସେମିକଣ୍ଡକ୍ଟର ହବ୍ ଶିଳ୍ପ ପ୍ରତିଷ୍ଠା ପାଇଁ ଏଫଡିଆଇ ଯୋଗାଡ଼ କରିବାକୁ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ବାହରିବ କି ଆଳୁ ସମସ୍ୟା ସମାଧାନର ବାଟ ? ଦିଲ୍ଲୀରେ ମମତା ବାନାର୍ଜୀଙ୍କୁ ଭେଟିଲେ ମୋହନ ମାଝୀ

ଆଳୁ ଯୋଗାଣ ସମସ୍ୟା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନ କରିଥିବା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

ବର୍ଷା ପାଗରେ ବନାନ୍ତୁ ଗରମାଗରମ ’ସୋୟା ମଞ୍ଚୁରିଆନ୍

ଭେଜ୍‌ରେ କଣ ବନେଇବେ ସେଥିପାଇଁ ଚିନ୍ତିତ କି? ଆଜି ଆମେ ଆପଣଙ୍କ ବନେଇବୁ ସୋୟାବିନ୍‌ର ଏକ ନୂଆ ରେସିପି । ଏହି ରେସିପିର ନାଁ ହେଉଛି ’ସୋୟା ମଞ୍ଚୁରିଆନ୍’ । More

ନବୀନ ବାବୁଙ୍କ ଦେନ୍‌ ! ନିର୍ବାଚନ ବେଳେ ବଡ଼ ବଡ଼ ପ୍ରତିଶ୍ରୁତି, ତାପରେ ସ୍ଥିତି ଭୟଙ୍କର...

ସ୍ପଷ୍ଟ ବାରି ହେଉଛି, କେତେ ଉନ୍ନତମାନର କେତେ ଉଚ୍ଚକୋଟିର କାମ ହେଇଥିଲା ମାଲକାନଗିରି ବିମାନ ବନ୍ଦର ନିର୍ମାଣରେ । More

DSPଙ୍କ ବଦଳି-ନିଯୁକ୍ତି କରିପାରିବେନି DGP

ସଙ୍କୁଚିତ ହେଲା ପୋଲିସ୍ ଡିଜିପିଙ୍କ କ୍ଷମତା । DSP ରାଙ୍କ ଅଫିସରଙ୍କୁ ବଦଳି ଓ ନିଯୁକ୍ତି କରିପାରିବେନି ପୋଲିସ୍ ଡିଜି । More

ବଜାରରୁ ଆଳୁ ଗାଏବ, ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ

ରାଜଧାନୀର ବିଭିନ୍ନ ସ୍ଥାନରେ ଆଉ ମିଳୁନି ଆଳୁ । ।ଅଧିକାଂଶ ସ୍ଥାନରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି ଆଳୁ । ପଶ୍ଚିମବଙ୍ଗରୁ ଆଳୁ ଓଡ଼ିଶା ଆସିବା ସମ୍ପୂର୍ଣ୍ଣ ଠପ୍ ରହିଛି.... More

ସରକାରୀ ଜମି ହଡ଼ପର ନୂଆ ତରିକା, ବେଳାଭୂମିରେ ଖୁଣ୍ଟ ପୋତି ପାଚେରି ବୁଲାଉଛନ୍ତି ମାଫିଆ

ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ । More

ପୁଣି ତାଜା ହେଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଶଙ୍କା, ସନ୍ଦେହରେ ପୂର୍ବତନ ପୁରୀ ଜିଲ୍ଲାପାଳ

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । More

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । More

ଲୋୟର ସୁକତେଲ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗିରଫ, ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି। More

ପୂର୍ବରୁ ଗାଇ ଚରାଉଥିଲେ, ଏବେ କୋଟିପତି; ଅନଲାଇନ୍ ଗେମରୁ କୋଟି କୋଟି ଟଙ୍କା

ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ । More