ସଂକ୍ଷେପରେ ଆଜିର ତାଜା ଖବର - Friday, 03 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନାମାଙ୍କନ ଦାଖଲରେ କମ୍ପିଲା ଟ୍ଵିନସିଟି: ଆରମ୍ଭ ହେଲା ହେଭିୱେଟ୍‌ଙ୍କ ଭାଗ୍ୟ ପରୀକ୍ଷା, ଜୁନ୍ ୪କୁ ଅପେକ୍ଷା

ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କେଉଁଝର। ୩ ପ୍ରମୁଖ ଦଳର ଯୋଦ୍ଧା ନିଜର କର୍ମୀ, ସମର୍ଥକ ଏବଂ ଦଳୀୟ ନେତାଙ୍କୁ ସାଙ୍ଗରେ ନେଇ ନାମାଙ୍କନ ଭରିଛନ୍ତି। More

ଖଣ୍ଡପଡ଼ା କେଁ ! ଦେବା ଲୋକକୁ ଦେଲେନି, ଏବେ ସ୍ଥିତି ସଙ୍ଗୀନ, ବିଜୟ ସ୍ଵପ୍ନ..

ଯେଉଁ ଦଳ ପାଇଁ ଦିନେ ଓକିଲାତି କରୁଥିଲେ ଏବେ ସେଇ ଦଳ ତାଙ୍କୁ ଟିକେଟ ଖଣ୍ଡିଏ ଦେଲାନି। ଶେଷରେ ଖଣ୍ଡପଡାରୁ ବିଜେଡି ଟିକେଟ ନମିଳିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଲେ ପୂର୍ବତନ ବିଜେଡି ବିଧାୟକ ଅନୁଭବ ପଟ୍ଟନାୟକ। More

ଶଙ୍ଖକୁ ଶକ୍ତ ଝଟକା; ସରକାରୀ ପଦର ଅପବ୍ୟବହାର, ରାତାରାତି ଆକ୍ସନ !

ବିଜେଡିର ବଡ ଭୋଟ୍ ବ୍ୟାଙ୍କ ଉପରେ ଜୋରଦାର ମାଡ଼। ଶାସକ ଦଳର ଏସ୍ଏଚ୍‌ଜି ସିଷ୍ଟମ୍‌କୁ ଇସିଆଇ ଝଟକା। ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଆକ୍ସନ ମୋଡରେ ନିର୍ବାଚନ କମିଶନ୍। More

ବୈଜୟନ୍ତଙ୍କ ଗୁରୁତର ଆଖି ସର୍ଜରୀ; ନିର୍ବାଚନୀ ପ୍ରଚାର କିଛିଦିନ ସ୍ଥଗିତ

ଆଖିରେ ସର୍ଜରି ହୋଇଥିବା ହେତୁ ସେ ମେଡିକାଲ ଅବଜର୍ଭେସନରେ ରହିଛନ୍ତି। ଆଜି ତାଙ୍କ ଆଖିରେ ସର୍ଜରୀ ହୋଇଛି। More

ଘସିପୁରାରୁ ସ୍ୱାଧୀନ ଲଢ଼ିବେ ସୌମ୍ୟ ପଟ୍ଟନାୟକ

ସମର୍ଥକଙ୍କ ଚାପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ସୌମ୍ୟ। More

ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା, ଗଡ଼ ଜିତିବା ଲାଗି ସବୁ ପ୍ରାର୍ଥୀଙ୍କ ମନରେ ରହିଛି ଆଶା

ସାଧାରଣ ନିର୍ବାଚନ ଲାଗି ଟ୍ୱିନ୍‌ସିଟିରେ ବଢିଲାଣି ରାଜନୈତିକ ଉଷ୍ମତା । ଆଜି ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ। More

‘ବାରମ୍ବାର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ, ରାତ୍ରିଯାପନ କରିବେ’

ଓଡ଼ିଶାରେ ଅଧିକ ସିଟ୍ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। More

ଧର୍ମ ସହିଲେ ହେଲା !! ପ୍ରଚାର ପାଇଁ ମାଆ ଚର୍ଚ୍ଚିକାଙ୍କ ବିଗ୍ରହ ପଛ ପଟେ ବିଜେଡି ଶାଢ଼ୀ

ମାଆଙ୍କ ବିଗ୍ରହର ପଛ ପଟ ସମ୍ପୂର୍ଣ୍ଣ ଶଙ୍ଖ ଚିହ୍ନରେ ଘୋଡ଼ାଇ ହୋଇ ରହିଛି। ଏହାକୁ ଘୋର ନିନ୍ଦା କରିଛନ୍ତି ମନ୍ଦିରର ସେବାୟତ। More

ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସମ୍ଭାବୀ ପୁରସ୍କାର ପାଇଲେ ରଣଜିତ୍ ମାଝୀ

ସୁନ୍ଦରଗଡ଼ ଜିଲ୍ଲାର ୧୧୨ଟି ଗାଁର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରତି ସଶକ୍ତ କରିଥିଲେ ରଣଜିତ୍। ପରିବେଶ ସଂରକ୍ଷଣ ଓ ପୁନଃଦ୍ଧାର କ୍ଷେତ୍ରରେ ବି ସେ ପ୍ରୋତ୍ସାହିତ କରିଛନ୍ତି। More

ସ୍ୱାଧୀନ ପ୍ରାର୍ଥୀ ଅନୁଭବଙ୍କ ଅଭିଯୋଗ, ‘ଗଞ୍ଜେଇ ବେପାରୀ, ହତ୍ୟା ଅଭିଯୁକ୍ତକୁ ପ୍ରାର୍ଥୀ କରିଛି ବିଜେଡି’

୨୦୨୪ ସେ ଟିକେଟ ପାଇଁ ଆଶାୟୀ ଥିଲେ । ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ ଗତକାଲି ଦଲ ଛାଡିବ ସହ ବିଜେଡି ତାଙ୍କ ପ୍ରତି ଅନ୍ୟାୟ କରିଥିବା ଦର୍ଶାଇଥିଲେ । More

ପରମ୍ପରାର କାହାଣୀ: ଏଠି ଇଷ୍ଟ ଦେବୀ ଭାବେ ପୂଜା ପାଆନ୍ତି ଘୋଡ଼ା

ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଜାଣିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ More

ନିଆରା ଏକ କାହାଣୀ...ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି

ହେ ଚଡ଼େଇ ମାନେ ଆମର ଭୁଲ୍ ହୋଇ ଯାଇଛି । ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି More

ବିନା ପାଟ ପଟୁଆରରେ ନାମାଙ୍କନ ଭରି ସୋପିଆ, କହିଲେ ଖରା ହେଉଛି...

‘ମୁଁ କଂଗ୍ରେସରୁ ପ୍ରାର୍ଥୀ ହେବା ପରେ ଗତ ୭ରୁ ୮ଦିନ ଭିତରେ କଟକବାସୀଙ୍କଠାରୁ ଖୁବ୍‌ ସ୍ନେହ ଶ୍ରଦ୍ଧା ପାଇଛି । କଟକବାସୀ ମୋତେ ଏମିତି ସ୍ନେହ ଶ୍ରଦ୍ଧା ଦେଇ ଚାଲିଥାନ୍ତୁ ।’ More

ନୀଳଗିରି ବିଧାନସଭାରୁ ବିଜେପି ପାଇଁ ପ୍ରାର୍ଥୀ ହେଲେ ସନ୍ତୋଷ ଖଟୁଆ

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି। ବାରବାଟୀ-କଟକରୁ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଘସିପୁରାରୁ ଶମ୍ଭୁନାଥ ରାଉତ, ଭୋଗରାଇରୁ ଆଶିଷ ପାତ୍ର, ଭଣ୍ଡାରୀପୋଖରୀରୁ ସୁଧାଂଶୁ ନାୟକ, ବରୀରୁ ଉମେଶ ଜେନା ଓ ବେଗୁନିଆ ବିଧାନସଭା ଆସନରୁ ପ୍ରକାଶ ରଣବିଜୁଳିଙ୍କୁ ପ୍ରାର୍ଥୀ କରିଛି ବିଜେପି । More

ଡେମୋ ଚେକ୍ ଦେଇ ଭଣ୍ଡେଇ ଦେଲେ,ହେ ସରକାର ତୁମ ମିଛ ଚେକ୍ ନେଇ ଯାଅ...

ପୁଅ ଚାଲିଗଲାଣି ଆର ପାରିକୁ। ଘର ପାଲଟିଲାଣି ଧ୍ୱଂସସ୍ତୁପ। ସରକାର ପୁଅର ମୃତ୍ୟୁରେ ପରିବାର ବର୍ଗକୁ ଡେମୋ ଚେକ୍ ଖଣ୍ଡିଏ ଧରାଇ ଦେଇ ଠକିଦେଇଛନ୍ତି। ପରିବାରର ଦୁଃଖ କହିଲେ ନ ସରେ। ଦେଖନ୍ତୁ ସାଲେପୁରରୁ ଏକ ପରିବାରର ଦୁଃଖଦ କାହାଣୀ More

ଦେଶୀ ଷ୍ଟାଇଲରେ ଘରେ ବନାନ୍ତୁ ସୁଆଦିଆ ‘ଚିକେନ୍ ଡଡ଼କା’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ୍ ଡଡ଼କା’ More

ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ, ହେଲେ କାହିଁକି ?

ରହୁଲ ନଆସିବା ଖବର ପ୍ରକାଶ ପାଇବା ପରେ ଏବେ କଂଗ୍ରେସ କର୍ମୀଙ୍କ ମହଲରେ ନିରାଶା ଦେଖିବାକୁ ମିଳିଛି । More

ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା,ସୋହେଲାରେ ସାଢେ ୭ ଲକ୍ଷ ଜବତ

ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ବରଗଡ ସୋହେଲାରେ ସାଢେ ୭ ଲକ୍ଷ ଜବତ । ଚେକିଂ ବେଳେ ଗାଡିରୁ ଟଙ୍କା ମିଳିଥିବା ସୂଚନା । ସମ୍ବଲପୁର ବାମରାରୁ ୩ଲକ୍ଷରୁ ଅଧିକ ଜବତ । ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଲା ଟଙ୍କା । More

ତାତିରୁ ମିଳିବ ତ୍ରାହି,୨ଦିନ ପରେ ହିଟ-ୱେଭ ଉପରେ ଲାଗିପାରେ ବ୍ରେକ !

ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବା ସମ୍ଭାବନା ରହିଛି । More

ସୁଜାତାଙ୍କୁ ECI ଙ୍କ ଛାଟ; ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ !

ବିଜେପିର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦେଲେ ECI। ବଦଳି ନିର୍ଦ୍ଦେଶ ହୋଇଥିବା ଖବର ସରବରାହ ସଂସ୍ଥା ANI ସୂତ୍ରରୁ ସୂଚନା ମିଳିଛି। More

ବିଜେଡିରେ ଜଳ ଜଳ ପରିବାରବାଦ ଟ୍ରେଣ୍ଡ୍, ସାଂଗଠନିକ ସଂପାଦକଙ୍କ ଘରକୁ ଗଲା ଦୁଇ ଦୁଇଟି ଟିକେଟ୍

ଚୁଲିକି ଗଲା ବିଜେଡିରେ ପରିବାରବାଦ ବିରୋଧୀ ନାରା । ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ଘୋଷାଣା ସହ ଏକଦା ଦଳୀୟ ନେତା ଯାହାକୁ ଏହାର ଟ୍ରେଣ୍ଡ୍ ସେଟର୍ କରିଥିଲେ, ତାଙ୍କରି ପରିବାରରୁ ହିଁ ଦୁଇ ଦୁଇ ଜଣଙ୍କୁ ପ୍ରାର୍ଥୀ କରିଛି ବିଜେଡି । More

ନାମାଙ୍କନ ବେଳେ ମୁହାଁମୁହିଁ ବିଜେଡି-ବିଜେପି, ନାରାବାଜିରେ କଂପିଲା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍

ସମୟ ପ୍ରାୟ ୧୨ଟା ୩୦। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ହାଇପ୍ରୋଫାଇଲ ନେତାଙ୍କ ହାଇଭୋଲଟେଜ୍ ନାମାଙ୍କନ ବେଳେ ଅପ୍ରୀତିକର ସ୍ଥିତି। More

ଖରାରୁ ବର୍ତ୍ତିବା ପାଇଁ ଅଭିନବ ପ୍ରୟାସ, ଟ୍ରାଫିକ୍‌ ପୋଷ୍ଟରେ ଲାଗିଲା ଅସ୍ଥାୟୀ ସେଡ୍‌

ତେବେ ପ୍ରଚଣ୍ଡ ଗ୍ରୀଷ୍ମ ଦାଉରେ ଡହଳ ବିକଳ ହେଉଥିବା ରାଜଧାନୀବାସୀଙ୍କୁ ମିଳିଛି ସାମନ୍ୟ ଆଶ୍ୱସ୍ତି । ରାଜଧାନୀ ଟ୍ରାଫିକ ଛକରେ ବନ୍ଧାଗଲା ପାଲ। More

ଅଂଶୁଘାତ ୱାର୍ଡରେ କାମ କରୁନି ଏସି, ଗରମ ଗୁଳୁଗୁଳିରେ ହନ୍ତସନ୍ତ ଗୁରୁତର ରୋଗୀ

ଏସସିବି ମେଡିକାଲରେ ଇଲେକ୍ଟ୍ରି ମେଣ୍ଟେନାନସ କରୁଥିବା ଠିକାଦାରମାନେ ବକେୟା ପାଉଣା ପାଇନାହାନ୍ତି । ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। More