ସଂକ୍ଷେପରେ ଆଜିର ତାଜା ଖବର - Monday, 11 March 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଂଗ୍ରେସ ଖେଳାଇଲା BJD-BJP ଛୁଆ! ବାହାଘର ପରେ କଲା ଅନ୍ନପ୍ରାସନ, ହସି ଉଡ଼ାଇଲେ ଶଙ୍ଖ-ପଦ୍ମ ଦଳ

ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି । More

ପୋଖରାନରେ ଶକ୍ତି ଦେଖାଇବ ଭାରତ

ଏହି ସମରାଭ୍ୟାସ ପୂର୍ବରୁ, ଏହାର ଏକ ପୂର୍ବ ଝଲକ ସୋସିଆଲ ମିଡିଆରେ ପୋଷ୍ଟ କରିଛି ସ୍ଥଳସେନା । More

ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି ! ଖୁବ୍ ଶୀଘ୍ର ଆସିପାରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର

ଶୀର୍ଷ ନେତୃତ୍ବଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ମାନସମନ୍ଥନ ଚର୍ଚ୍ଚା । ବିଜେଡି ଶିବରରେ ବି ନିରବ କସରତ୍ । More

ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଦୁଇଟି ରତ୍ନ ଭଣ୍ତାର

ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି । More

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରେ ଅଗ୍ନି-୫ର ପରୀକ୍ଷଣ

ପରୀକ୍ଷଣ ନେଇ ଡିଆର୍ ଡିଓ ବୈଜ୍ଞାନିକଙ୍କୁ ସାବାସୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ। DRDO ବୈଜ୍ଞାନିକଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। More

କଂଗ୍ରେସର ବିଜେଡି-ବିଜେପି ବାହାଘର ପରେ ଏବେ ୧୦ ଛୁଆ !

କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି। More

ଶିମିଳିପାଳରେ ଅଫିମ ଚାଷ; କୋର୍ ଏରିଆରେ ନଷ୍ଟ ହେଲା ୧୦କୋଟିର ଅଫିମ

ପ୍ରଥମ ଥର ପାଇଁ ଏତେ ପରିମାଣର ଅଫିମ ଚାଷ ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ। ପ୍ରାୟ ୫ ଲକ୍ଷ ୨୫ ହଜାରରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଛି। More

ଭୋଟ୍‌କୁ ଦେଖି ମାଳ ମାଳ କ୍ୟାବିନେଟ୍ ନିଷ୍ପତ୍ତି, ତଥାପି ଅସନ୍ତୁଷ୍ଟ ଶିକ୍ଷା ଓ ଅନ୍ୟ ବିଭାଗ କର୍ମଚାରୀ

ନିର୍ବାଚନକୁ ଆଖିରେ ରଖି, ମାଳ ମାଳ ଯୋଜନା ଉପରେ ଲାଗୁଛି କ୍ୟାବିନେଟ୍ ମୋହର। ତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉପରେ ସନ୍ତୁଷ୍ଟ ହେଉନାହାନ୍ତି ଶିକ୍ଷା ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ। More

IDBI ଠକେଇ ମାମଲା; ପୂର୍ବତନ ମ୍ୟାନେଜର ସମେତ ଆଉ ୨ ଜଣଙ୍କୁ ଗିରଫ କଲା EOW

IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ ।  More

ଅର୍ଥ ବାଧକ ସତ୍ତ୍ବେ ହାରିନି ଅଦମ୍ୟ ଇଚ୍ଛାଶକ୍ତି; ପାଦ ସ୍ପର୍ଶରେ ଜୀବନ ପାଉଛି ଚିତ୍ରକଳା

ଆପଣ ଅନେକ ପ୍ରତିଭାବାନ ଚିତ୍ରଶିଳ୍ପୀ ଦେଖିଥିବେ, ଯିଏ ହାତରେ ଚିତାକର୍ଷକ ଚିତ୍ର ଆାଙ୍କିପାରନ୍ତି । ହେଲେ କାହାକୁ ପାଦରେ ଚିତ୍ର ଆଙ୍କିବାର କେବେ ଦେଖିଛନ୍ତି ?  More

ଥମୁନି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା, ଦ୍ୱନ୍ଦ୍ୱରେ ଉଭୟ ଦଳର ନେତା ଓ କର୍ମୀ

କେବେ ହଟିବ ପରଦା ? କେବେ ଆସିବ ସ୍ପଷ୍ଟ ଚିତ୍ର ? ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭାର ପରଦିନଠାରୁ ଅର୍ଥାତ ଗତ ୬ ତାରିଖଠାରୁ ବିଜେଡି-ବିଜେପି ମେଣ୍ଟକୁ ନେଇ ଲାଗି ରହିଛି ସସପେନ୍ସ। More

SSB Odisha PGT Recruitment: ଓଡ଼ିଶାରେ ପୂରଣ ହେବେ ୧୦୬୧ PGT ଶିକ୍ଷକ; ଦରମା ୧.୪ ଲକ୍ଷ ପରେ

ଆପଣ ଶିକ୍ଷକ ହେବାର ଲକ୍ଷ ରଖିଛନ୍ତି ଆଉ ଏନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡିଶା ରାଜ୍ୟ ଚୟନ ବୋର୍ଡ(SSB Odisha) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୦୬୧ଟି ପଦବୀ ପୂରଣ ହେବ। More