ସଂକ୍ଷେପରେ ଆଜିର ତାଜା ଖବର - Sunday, 25 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ଖୋଳା ଚାଲିଛି ଏମାର ମଠ; ମାଟି ତଳେ ପୋତି ରହିଛି କି ଦୁର୍ଲଭ ଜିନିଷ ?

ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ। More

କାମ କରୁନି ନବୀନଙ୍କ ମହିଳାଙ୍କ ଭୋଟ ବ୍ୟାଙ୍କ ଷ୍ଟ୍ରାଟେଜି ! BJP ଟାର୍ଗେଟରେ SHG..

୨୪ରେ ଡିଭାଇଡ୍ ହେବ କି ମହିଳା ଭୋଟ୍? ଭାଙ୍ଗିବ କି ବିଜେଡିର SHG ଭୋଟ୍ ବ୍ୟାଙ୍କ୍ ? ମହିଳାଙ୍କ ପାଇଁ ୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରା କରିପାରିନି ବିଜେଡି! ଆରପଟେ ଏସ୍ଏଚ୍ଜି ଭୋଟ୍ ପାଇଁ ପଦ୍ମ ଦଳର କସରତ। More

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ସରିଗଲେ କିଏ କାହାର...ସ୍ବାଧୀନତାର ୭୫ବର୍ଷ ପରେ ମିଳୁନି ମୌଳିକ ସୁବିଧା

ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ । More

ପ୍ରତିଶ୍ରୁତି ଦେଇ ଭୁଲିଗଲେ କି ସରକାର; ଓଲଟ ଫଳ ଦେବ କି ନୂଆ NAC ଘୋଷଣା ଚାଲ୍ ?

କେଉଁଠି ପୋଡାଜଳା ତ କେଉଁଠି ରାସ୍ତାରୋକ। ଚକ ଅଖ ସବୁ ବନ୍ଦ। ଦୋକାନ ବଜାର ସବୁଠି ତାଲା ଝୁଲୁଛି। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଛନ୍ତି ଆନ୍ଦୋଳନକାରୀ। ଆଉ ଏ ଆନ୍ଦୋଳନ ନିଜ ହକ୍ ପାଇଁ, ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ। More

ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ବାସିନ୍ଦାଙ୍କ ସହ ଆଲୋଚନା କମିଶନର, ଖୁବ୍‌ଶୀଘ୍ର ଆସିବ ଆଡଭାଇଜରି...

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ... More

ବଡ଼ମାଳ ଗୋଳାବାରୁଦ କାରଖାନାରେ ବଡ଼ଧରଣର ବିସ୍ଫୋରଣ

ବଲାଙ୍ଗିର ବଡ଼ମାଳରେ ଥିବା ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି। More

ଯାଜପୁରରେ ବଢ଼ିଲା BJP ବଳ; ପଦ୍ମ ଧରିଲେ ଦେବାଶିଷ ନାୟକ

ନିର୍ବାଚନ ଯେତେ ପାଖଉଛି ଶଙ୍ଖ ଛାଡ଼ୁଛନ୍ତି ଅସନ୍ତୋଷ ନେତା । ଦେବାଶିଷ ଦଳ ବିରୋଧରେ ସେପରି କିଛି ଆପତ୍ତି ଜନକ ମନ୍ତବ୍ୟ ନଦେଇଥିଲେ ମଧ୍ୟ ତାଙ୍କ ଇସ୍ତଫା BJD ଉପରେ ଭାରି ପଡ଼ିବ ବୋଲି କୁହାଯାଉଛି । More

ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ; ସମ୍ବଲପୁରରୁ ହେବେ କି ସାଂସଦ ପ୍ରାର୍ଥୀ ?

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଆୟୋଜିତ ୩୧ ତମ ବିରାଟ ଧନୁଯାତ୍ରାର ଉଦଯାପନୀ ଦିବସରେ ଏଭଳି କହିଛନ୍ତି ରବି ନାରାୟଣ ନାୟକ । More

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ More

ଖଣ୍ଡଗିରି ଯାତ୍ରାରେ ଡବଲ ଶୋ'କୁ ନେଇ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର

ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର। More

କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା; ଲୁଟେରାଙ୍କୁ ଧରିବାକୁ ତାଗିଦ କଲେ ପୋଲିସ କମିଶନର୍

ରାଜଧାନୀରେ ଆତଙ୍କ ଖେଳାଇଛନ୍ତି ଆପାର୍ଟମେଣ୍ଟ ଲୁଟେରା । ୫ ମାସରେ ୮ ଆପାର୍ଟମେଣ୍ଟର ୧୭ଟି ଫ୍ଲାଟରୁ ଚୋରି । ଚୋରି କରିନେଲେଣି କୋଟି ଟଙ୍କାର ସଂପତ୍ତି । ଗତ ୨୦୨୩ ଅକ୍ଟୋବରରୁ ଆପାର୍ଟମେଣ୍ଟ ଚୋର ସକ୍ରିୟ ହୋଇଥିବା ବେଳେ, ଲୁଟି ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଫ୍ଲାଟ । More

ବ୍ଲାକ୍ ରୋଜ୍ ଭଳି ଦଶା ଭୋଗିବନି ତ MV ଦେବୀ ? ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି। More

ଅଠରନଳା ଐତିହ୍ୟ ସେତୁରେ ‘ଫାଟ’...ଆବର୍ଜନା ପାଣି ଗନ୍ଧରେ ଫାଟୁଛି ପରିବେଶ...

ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। More

ବିଏମ୍‌ସି କମିଶନର ପଦବୀରେ ବୁଲୁଛି ଖଣ୍ଡା, ବିବାଦରେ ପଡି ହଠାତ୍ ବଦଳୁଛନ୍ତି ଅଫିସର୍‌

ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା। More