ସଂକ୍ଷେପରେ ଆଜିର ତାଜା ଖବର - Friday, 16 February 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପାପ ଲୁଚାଇବାକୁ ସ୍ୱାମୀକୁ ମାରିଲା ସ୍ତ୍ରୀ; ଟିକିଏ ଖୁସି ପାଇଁ ଭୁଲିଗଲା ୧୨ ବର୍ଷର ସମ୍ପର୍କ..

ୟେ ଏମିତି ଏକ ଘଟଣା, କେହି ସହଜରେ ବିଶ୍ୱାସ କରିପାରୁନାହାଁନ୍ତି। ୟେ ଏମିତି ଏକ ବୀଭତ୍ସ ଏବଂ ରକ୍ତରଂଜିତ କାହାଣୀ, ବୋଧହୁଏ କେହି କେବେ ଦେଖିନାହାଁନ୍ତି। More

୨୪ ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଓଡ଼ିଶା ? ସ୍ଥିତି ପରଖିଲେ ନିର୍ବାଚନ କମିଶନ, ସବୁ ଦଳଙ୍କୁ..

ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ ବଡ଼ ଘରଣର ପ୍ରସ୍ତୁତି ବି ଆବଶ୍ୟକ। More

ଅଜବ ଢଙ୍ଗରେ ସରକାରଙ୍କ ଶାସନ...ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ, ସେପଟେ ପଶୁ ସେବା ପୁରା ଠପ୍

ଅଜବ ଢଙ୍ଗରେ ଚାଲିଛି ରାଜ୍ୟ ଶାସନ। ମାସେ ହେଲା ଆନ୍ଦୋଳନରେ ବସିଛନ୍ତି ପ୍ରାଣୀ ଚିକିତ୍ସକ । ପଶୁ ଚିକିତ୍ସା ପୁରା ଠପ। ଫଳରେ କେଉଁଠି କୁକୁଡ଼ା ମରୁଛନ୍ତି ତ କେଉଁଠି ଗାଈଗୋରୁ । ଏଣେ ସରକାରଙ୍କୁ କିନ୍ତୁ ଭୋଟ ଚିନ୍ତା ।  More

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା; ଏଣିକି ପ୍ରତି SHG ସଦସ୍ୟାଙ୍କୁ ୧ ହଜାର

ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର। More

୧୦ ବର୍ଷ ପରେ ମିଳିଲା ନ୍ୟାୟ, ଦୋଷୀକୁ ଆଜୀବନ ସଜା ଦେଲେ କୋର୍ଟ

ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତକୁ ଆଜୀବନ ସଜା ହୋଇଛି । ଅଭିଯୁକ୍ତ ସ୍ନେହ ସ୍ୱାକ୍ଷର ସାମଲକୁ ଆଜୀବନ ସଜା ଶୁଣାଇଛନ୍ତି ଭୁବନେଶ୍ୱର ଏଡିଜେ ୧ କୋର୍ଟ । More

ଭୁବନେଶ୍ୱର-ଗଞ୍ଜାମ-ବୌଦ୍ଧରେ ଅଚଳାଚଳ ସମ୍ପତ୍ତି, କେଉଠୁ ଆସିଲା ପଚାରିଲେ ଉତ୍ତର ନାହିଁ ?

ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରିମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।  More

ଓଡ଼ିଶାରେ ଭାରତ ବନ୍ଦ ! ଯାତାୟତ ଠପ୍‌, ଲୋକେ ନାକେଦମ୍‌

କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୂହ ସାମିଲ ହୋଇଛନ୍ତି। More

ଭୋରରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀ ମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଥାନ୍ତି। More

‘କଲେଜ ନାଁରେ ଅଡି-ଭର୍ଣ୍ଣା-ସ୍କୋଡା କିଣାଯାଇଛି, ସବୁର ମାଲିକ ପ୍ରୟାସକାନ୍ତି’

ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ। More

ସ୍ୱାମୀକୁ ମାରି ଘରେ ପୋତିଦେଲା ସ୍ତ୍ରୀ, ମାଟିତଳୁ ମୃତଦେହ ଉଦ୍ଧାର କଲା ପୋଲିସ୍

ପରକୀୟା ପ୍ରୀତି ଧରାପଡ଼ିଯିବାରୁ ସ୍ତ୍ରୀ ଏ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। More

Panchang Today 16th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ୧୬ ତାରିଖ ଶୁକ୍ରବାର। ଚନ୍ଦ୍ର- ମେଷ ଦିବା ୦୨.୪୩ ଗତେ ବୃଷ। ତିଥି- ୭ମୀ ଦିବା ୦୮.୫୫ ଗତେ ୮ମୀ।ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୨,୪୩ ଗତେ ବିଛା ରାଶିର। More

ସରକାରଙ୍କ ବଡ଼ ଘୋଷଣା; ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମାସିକ ୫ ହଜାର

ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଏବଂ ଟେକ୍ନିସିଆନଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା ହୋଇଛି। More

ଅଙ୍ଗଦାନ କଲେ ରାଷ୍ଟ୍ରୀୟ ସମ୍ମାନରେ ଶେଷକୃତ୍ୟ

ଅଙ୍ଗଦାନ ଏକ ଏକ ମହତ ଦାନ। ମସ୍ତିଷ୍କ ମୃତ୍ୟୁ ଘଟୁଥିବା ଲୋକଙ୍କ କ୍ଷେତ୍ରରେ ସେମାନଙ୍କ ଆତ୍ମୀୟ ମାନେ ଅଙ୍ଗଦାନ ପାଇଁ ସାହସିକ ନିଷ୍ପତ୍ତି ନିଅନ୍ତି। More

ନିର୍ବାଚନ ପୂର୍ବରୁ ହାଜିରା ପକାଇଲାଣି ED; ଆଜି ପ୍ରଫୁଲ୍ଲ, କାଲି କିଏ ?

ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍। More

ସମର୍ଥନ ଦେଲା, ନାମାଙ୍କନ ବେଳେ ଅନୁପସ୍ଥିତ ରହିଲା; ବୁଝାପଡୁନି ‘B’ ପଲିଟିକ୍ସ

ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା More

ପିଲାଙ୍କୁ କେମିତି ବୁଝେଇବେ ଶରତ କିଏ ? ପତ୍ତା ମିଳୁନି...

ମଣିଷର ପ୍ରକୃତି ନଷ୍ଟ ହେଲେ ରସାତଳକୁ ବୋଲି ଆମେ କହି ଚେତେଇ ଦେଇଥାଉ l ଆଉ ଯଦି ପ୍ରକୃତିର ପ୍ରକୃତି ନଷ୍ଟ ହୁଏ, ଆମେ କେଉଁଠି ଲୁଚିବା ? ଦେଖାଣିଆ ପାଇଁ ଗାଡି ଉପରେ ଗାଡ଼ି କିଣୁଛେ, ହାଟକୁ ଗଲେ ବି ଗାଡି ଚଢୁଛେ, ସୌନ୍ଦର୍ଯ୍ୟକରଣ ନାଁରେ କଂକ୍ରିଟ୍ ସହର ତିଆରି କରୁଛେ, ବାୟୁମଣ୍ଡଳ ପ୍ରତି ସର୍ବାଧିକ ଅବଦାନ ଥିବା ବୃକ୍ଷଗୁଡ଼ିକୁ କାଟି କାଗଜୀ ଫୁଲ ଗଛ ଲଗାଉଛେ l More