ସଂକ୍ଷେପରେ ଆଜିର ତାଜା ଖବର - Tuesday, 05 September 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ । More

ଗୁରୁ ଦିବସରେ ଚର୍ଚ୍ଚାରେ ଦୁଇ ନିଆରା ଶିକ୍ଷକ; କାହା ପାଇଁ ପାଉଣା ତୁଚ୍ଛ, ତ କାହା ଆଗରେ ହାରିଛି ବୟସ

ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି । More

ସବୁ ଦୋକାନୀ ବିକି ପାରିବେନି ସିମ୍‌ ! ସାଇବର ଠକଙ୍କୁ ରୋକିବାକୁ କେନ୍ଦ୍ରର ବଡ଼ ଷ୍ଟ୍ରାଟେଜୀ

କେବଳ ପଞ୍ଜୀକୃତ ଭେଣ୍ଡର ହିଁ ବିକିବେ ସିମ୍ କାର୍ଡ । ଖିଲାପ କଲେ ଟେଲିକମ୍ କମ୍ପାନୀ ଦେବେ ୧୦ ଲକ୍ଷ ଟଙ୍କା ଜରିମାନା । More

ସିଜିମାଳି ପାହାଡରୁ ବେଦାନ୍ତର ବକ୍ସାଇଟ୍ ଖନନକୁ ବିରୋଧ, ଆଦିବାସୀଙ୍କୁ ମାଓବାଦୀ କହି ଧରୁଛି ପୋଲିସ

ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ । More

5T ମଡେଲ ନେଇ ଲଢ଼ିବାକୁ BJDର ବ୍ଲୁ-ପ୍ରିଣ୍ଟ, କର୍ମୀଙ୍କୁ ଦିଆଯିବ ସ୍ୱତନ୍ତ୍ର ଟ୍ରେନିଂ

5T ସଚିବଙ୍କ ପଲିଟିକାଲ ପ୍ରମୋସନକୁ ନେଇ ଚର୍ଚ୍ଚା । ଅଣଓଡ଼ିଆ ଏଣ୍ଟ୍ରି ମାରିଲେ ବିରୋଧ କରାଯିବ କହିଲେ ଜୟନାରାୟଣ । More

ବିଜେଡିର ହୋର୍ଡିଂକୁ ବିଜେପିର ବିରୋଧ, ହୋର୍ଡିଂରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ସହ 5T ସଚିବଙ୍କ ଫଟୋ

ବିଜେଡିର ହୋଡିଂକୁ କେନ୍ଦ୍ରାପଡାରେ ବିଜେପି ପକ୍ଷରୁ କଡ଼ା ବିରୋଧ କରାଯାଇଛି। ମାର୍ଶାଘାଇ କ୍ରସିଂ ଠାରେ ମହାକାଳପଡ଼ାରେ ସର୍ବବୃହତ ଇସ୍ପାତ କାରଖାନା ପାଇଁ ହୋଡ଼ିଂ ମରାଯାଇଛି। More

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି

ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଶିବଶଙ୍କର ମିଶ୍ର ଓ ଆନନ୍ଦ ଚନ୍ଦ୍ର ବେହେରା ଆଜି ଶପଥ ଗ୍ରହଣ କରିଛନ୍ତି। More

କାଳ ହେଲା ପରିବାର ମଧ୍ୟରେ ଝଗଡ଼ା: ବହିଲା ରକ୍ତ ନଦୀ, ଗଡ଼ିଲା ମୁଣ୍ଡ...

ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। More

ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷିବ ! ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ କଲା ପାଣିପାଗ ବିଭାଗ...

ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। More

Today Panchang 5th September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଜାଣନ୍ତୁ ଶୁଭ ଅଶୁଭ ସମୟ More

କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- ଏହି ସମୟରେ କଟକ, ଭୁବନେଶ୍ୱରରେ ପ୍ରବେଶ କରିପାରିବନି ୬ ଚକିଆ ଯାନ

ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। More

ସୂର୍ଯ୍ୟ ପାତ୍ରଙ୍କୁ ମିଳିଲାନି କି ଉପଯୁକ୍ତ ସମ୍ମାନ ? କାହିଁକି ଶଙ୍ଖଭବନକୁ ନିଆଗଲାନି ପାର୍ଥିବ ଶରୀର ?

ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି । More

‘ଜାଗା ମିଶନ୍’ ପ୍ରହସନ ! ଜାଗା ଫେରାଇବାକୁ BMC ଅଫିସ୍‌ରେ ଲୋକଙ୍କ ଲମ୍ବା ଲାଇନ୍‌

ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ । More

ଜାଲ୍‌ ନୋଟ୍‌ ଚଳାଇବାକୁ ଛୋଟ ଦୋକାନୀଙ୍କୁ ଚାରା କରୁଛନ୍ତି ଦଲାଲ

ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ । More

BJD ସରକାର ବିରୋଧରେ BJPର ଚାର୍ଜସିଟ୍, କଂଗ୍ରେସ କରିବ ଲିଫ୍‌ଲେଟ୍‌ ଆଟାକ୍

ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି । More

ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ମାସ ପରେ ବି ମିଳୁନି ପରିଚୟ, କଣ୍ଟେନରରେ ପଡ଼ିଛି ୨୮ ଶବ !

ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର । More