ସଂକ୍ଷେପରେ ଆଜିର ତାଜା ଖବର - Thursday, 13 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବେଦାନ୍ତ ମାମଲାରେ ‘ସୁପ୍ରିମ୍’ ଭର୍ତ୍ସନା ପରେ ବିରୋଧୀଙ୍କ ଟାର୍ଗେଟ

ବୁଧବାର ବହୁ ପ୍ରତୀକ୍ଷିତ ବେଦାନ୍ତ ମାମଲାର ରାୟ ଶୁଣାଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଛେଦ ଟାଣିଥିଲେ ସୁପ୍ରିମକୋର୍ଟ। More

ରାଜଧାନୀ ଜନ୍ମଦିନରେ ସାଂସଦ ପୁଣି ଅଲୋଡ଼ା

ଏଠି ପ୍ରଶ୍ନ ଉଠୁଛି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଅଡୁଆରେ ପକାଉଥିବାରୁ ଜାଣିଶୁଣି ଅପରାଜିତାଙ୍କ ପ୍ରତି ଏଭଳି ଆଭିମୁଖ୍ୟ ରଖିନି ତ ଶାସକ ଦଳ ? More

ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ।  More

ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍‌ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା More

ବୁଡ଼ିଗଲା ଡଙ୍ଗା; ଚାଲିଗଲା ୪ ଜୀବନ

ମୋଟ୍‌ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ । More

୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ, ଚାରିଆଡ଼େ ପୋଲିସ୍‌ ଛାଉଣୀ

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥରମାଡ଼ ଘଟଣାକୁ ନେଇ ସହରର ଅଧିକାଂଶ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ଏହାସହ ୪୮ ଘଣ୍ଟା ପାଇଁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରି ଦିଆଯାଇଛି।  More

ଅସହ୍ୟ ଗରମରେ ଛଟପଟ ଜନଜୀବନ; ୧୫ ଯାଏଁ କଲବଲ କରିବ ତାତି

ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା । More

ଛେଳି ବେପାରୀଙ୍କୁ ଗୁଳି କରି ୯ ଲକ୍ଷ ଲୁଟ୍

ବାଇକରେ ୩ ଜଣ ଛେଳି ବେପାରୀ ଯାଉଥିବା ବେଳେ ଆକ୍ରମଣ କରିଥିଲେ ଲୁଟେରା । ବାଇକ ଅଟକାଇ ଗୁଳିମାଡ଼ କରି ୯ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ । More

ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ ରାଲି ବେଳେ ପଥର ମାଡ଼, ୧୪୪ ଧାରା ଜାରି

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା ଜାରି ହୋଇଛି। ହନୁମାନ ଜୟନ୍ତୀ ପାଇଁ ଗତକାଲି ବାଇକ ରାଲି ବେଳେ ପଥର ମାଡ଼ ହୋଇଥିଲା। More

ହାପି ବାର୍ଥ ଡେ’ ଭୁବନେଶ୍ୱର: ୭୫ ବର୍ଷରେ ପାଦ ଥାପିଲା ରାଜଧାନୀ

ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖ ଅର୍ଥାତ୍‌ ଆଜିର ଦିନରେ ଓଡିଶାର ରାଜଧାନୀ ଭାବେ ନିଜର ପରିଚୟ ପାଇଥିଲା ଭୁବନେଶ୍ୱର। More

ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ More

ବୋଝ ଉପରେ ନଳିତା ବିଡ଼ା ପାଲଟିବନି ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ରଥ ଗଡ଼ିବାରେ ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ। More

ନିର୍ବାଚନରେ ଜାତି କାର୍ଡ ଖେଳିବ କି ବିଜେଡି? ଓବିସି ସର୍ଭେ ଉପରେ ବିଜେଡିର ଫୋକସ୍ 

ପଛୁଆ ବର୍ଗ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ଫର୍ମ ଭରିବାକୁ ପଡ଼ିବ। ସର୍ଭେ ସେଣ୍ଟରକୁ ଯାଇ କିମ୍ବା ଅନଲାଇନ୍ ଜରିଆରେ ଫର୍ମ ପୂରଣ କରି ହେବ। More

ଆଗୁଆ ଜାଣିହେବ କାହାକୁ ହେବ କେଉଁ ରୋଗ, ଚିକିତ୍ସା ବିଜ୍ଞାନରେ ଆସୁଛି ବୈପ୍ଲବିକ ପରିବର୍ତ୍ତନ 

ରୋଗ ଚିହ୍ନଟଠାରୁ ରିପୋର୍ଟ ପ୍ରସ୍ତୁତ ଯାଏଁ ସବୁ କିଛି AI ସହାୟତାରେ କରାଯାଇପାରିବ। More

‘ଓଡ଼ିଶା ଗରିବ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଧନୀ ଆଉ ତାଙ୍କ ଦଳ BJD ବି ଧନୀ’

ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି  । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ  । More