ସଂକ୍ଷେପରେ ଆଜିର ତାଜା ଖବର - Sunday, 02 April 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍‌ ଝାରସୁଗୁଡ଼ା ରାଜନୀତି

ମେ' ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ । ତାରିଖ ଘୋଷଣା ହେଉ ହେଉ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଏବେ ପୁରା ସକ୍ରିୟ। More

ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?

ବଲାଙ୍ଗିରରେ କ୍ରାଇମବ୍ରାଞ୍ଚର ଖୋଳତାଡ ଆରମ୍ଭ More

କେତେ କାମ ଦେବ ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ୍?

ବ୍ରହ୍ମପୁରରୁ ବୌଦ୍ଧ, ଭଦ୍ରକରୁ ଭୁବନେଶ୍ୱର, ସବୁଠି ଚାଲିଛି ଜୋରଦାର ଚେକିଂ । ଏମିତିକି ପେଟ୍ରୋଲ ପମ୍ପରେ ହେଲମେଟ୍ ନ ଥିଲେ ପେଟ୍ରୋଲ ନ ଦେବାକୁ ନିର୍ଦ୍ଦେଶ ଦେଇଛି ବାଲେଶ୍ୱର ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ More

ଭୁବନେଶ୍ୱରରେ ନୟାଗଡ଼ ଦିବସ: ପଠାଣି ସାମନ୍ତଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ପାଇଁ ଦାବି

ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। More

ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଆଭିଯୋଗରେ ମହିଳା SI ଗିରଫ

ଭଦ୍ରକରେ ଏପରି ଏକ ଘଟଣା ଘଟିଥିବା ବେଳେ ଚୂଡ଼ାମଣି ମେରାଇନ୍ ଥାନାର SI ହେଉଛନ୍ତି ତପସ୍ୱିନୀ ମହାପାତ୍ର । More

ଚାଷୀଙ୍କୁ ମିଳୁନି ଫାଇଦା, ଅଫିସରଙ୍କ ପକେଟ ଗରମ୍‌

ପୋଖରୀ ନଖୋଳି ସବସିଡି ଟଙ୍କା ଚଳୁ More

କ୍ରିକେଟ ଖେଳରୁ ମହାଭାରତ; ଭୁଲ୍ ନିଷ୍ପତ୍ତି ପାଇଁ ଅମ୍ପାୟାରଙ୍କୁ ହତ୍ୟା !

ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଚାଲିଗଲା ଅମ୍ପାୟାରଙ୍କ ଜୀବନ । ଏଭଳି କିଛି ଅଭାବନୀୟ ଘଟଣା କଟକ ଚୌଦ୍ୱାରରେ ଦେଖିବାକୁ ମିଳିଛି । More

‘ବୋହୂକୁ କାହିଁକି ଗୁଳି ମାରିବୁ ମୋତେ ଗୁଳି ମାରିଦେ’

ମହଙ୍ଗା ପଡ଼ିଲା ପୁଅ -ବୋହୂ କଳହ ସମାଧାନ। ଯାଇଥିଲେ ସମାଧାନ କରିବାକୁ ହେଲେ ଗୁଳି ଖାଇ ମେଡିକାଲ୍‌ରେ ଭର୍ତ୍ତି ହେଲେ।  More

‘ମୁଁ ଜାଣିଛି ମୋତେ ସେମାନେ ମାରିଦେବେ, ତେଣୁ ତା’ପୂର୍ବରୁ ମୁଁ ଭିଡିଓ ଭାଇରାଲ୍‌ କରୁଛି’

ଭୁବନେଶ୍ୱରର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି।  More

ଜାଲ୍ ସାର୍ଟିଫିକେଟ କେଳେଙ୍କାରୀର ଖୋଲିବ ତ ଗୁମର ?

ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ । More

ଅଣହଲମାର୍କ ବିକ୍ରିରେ ଲାଗିଲା ରୋକ୍; ଆଜିଠୁ କେବଳ ହଲମାର୍କ ସୁନା ବିକ୍ରି

ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ । More

ଆଜି ଉତ୍କଳ ଦିବସ, ହେଲେ ସବୁଠି ମାତୃଭାଷା ଅବହେଳିତ

କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି। More

କୋଟିଆରେ ଉତ୍କଳ ଦିବସ ରାଜନୀତି; ଶକ୍ତି ପ୍ରଦର୍ଶନ କଲା ବିଜେପି ଓ ବିଜେଡି

ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର । More

ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। More