ସଂକ୍ଷେପରେ ଆଜିର ତାଜା ଖବର - Saturday, 12 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପଦ୍ମପୁର ଉପନିର୍ବାଚନ: ଛିଡୁନି ବିଜେଡି ଅଙ୍କ, କିଏ ହେବ ପ୍ରାର୍ଥୀ

ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ଏବେଠାରୁ ମାଳ ମାଳ ମନ୍ତ୍ରୀ ଓ ବିଧାୟକ ପଦ୍ମପୁରରେ ଡେରା ପକାଇଲେଣି। More

ବାଲିଯାତ୍ରାରେ ନିଆରା ଖାଦ୍ୟ; ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ

ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ। ଆସିଛି ଏମିତି ଖାଦ୍ୟ, ଖାଇଲେ ପାଟି କାନରୁ ବାହାରୁଛି ଧୂଆଁ। More

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ

ହାଇସ୍କୁଲ ଯିବା ପୂର୍ବରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଦକ୍ଷତା ଯାଞ୍ଚ। ଏହା ସହିତ କରୋନା କ୍ଷତିପୂରଣ ବାବଦକୁ ଦିଆଯାଇଥିବା ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ କେତେ ସଫଳ ହୋଇଛି, ତାହା ଜାଣିବାକୁ ହେବ ସ୍ୱତନ୍ତ୍ର ପରୀକ୍ଷା। More

'ସର୍ବସାଧାରଣରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ'

ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା। More

ହେତୁବାଦୀଙ୍କ ନାଁରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ହେତୁବାଦୀ କହିଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। More

ପଦ୍ମପୁର ଉପନିର୍ବାଚନ: ସତ୍ୟଭୂଷଣ ସାହୁ କଂଗ୍ରେସ ପ୍ରାର୍ଥୀ

AICC ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି। More

ଠକିଦେଲା ଯୋଗାଣକାରୀ ସଂସ୍ଥା ! ଅଙ୍ଗନବାଡି କେନ୍ଦ୍ରକୁ ଗ୍ୟାସ୍ ଚୁଲା ଯୋଗାଣରେ ଅନିୟମିତତା

୨୦୦ ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଇଥିବା ଗ୍ୟାସ୍ ଯୋଗାଣରେ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡି କର୍ମୀ More

ପଦ୍ମପୁରର ଉପନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଧାମନଗରରେ ଗଡ଼ବଜାୟ ରଖିବା ପରେ ପଦ୍ମପୁରରେ ସିଟ୍ ହାତେଇବାକୁ ବିଜେପି ପ୍ରୟାସ କରୁଛି । ପ୍ରଦୀପ ପୁରୋହିତ ପଦ୍ମପୁରର ଉପନିର୍ବାଚନ ପାଇଁ ବିଜେପି ଟିକେଟ୍‌ରୁ ଲଢ଼ିବେ । More

ବଢ଼ିବ ଶୀତ; ପାରଦ ୩ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବ

ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା। More

ଦେଢ଼ ଲକ୍ଷ ଟଙ୍କା ପାଇଁ ନବବଧୂର ଜୀବନ ନେଇଗଲେ ଶାଶୁ ଘର ଲୋକେ !

ଏତେ ଆଇନ୍‌ ଓ ସଚେତନତା ପରେ ବି ଯୌତୁକ ଲୋଭି ମଣିଷ ସୁଧୁରିବାର ନାଁ ଧରୁନି। ସାମାନ୍ୟ କିଛି ଯୌତୁକ ପାଇଁ ନୀରିହ ଜୀବନ ଚାଲି ଯାଉଛି ।  More

ବିଦେଶରେ ଦେଖାଗଲା ଓଡ଼ିଆ ସଂସ୍କୃତି: ଶୁଭିଲା ଆ, କା, ମା, ଵୈ...

ଉତ୍ସବର ବିଶେଷ ଆକର୍ଷଣ ଭାବେ ଓସକାନର ସଦସ୍ୟ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। More

କଂଗ୍ରେସ ପାଇଁ ପ୍ରାର୍ଥୀ ବାଛୁଛି ଶାସକ ଦଳ: ପ୍ରଦୀପ ପୁରୋହିତ

ବିଜେପିର ଅଭିଯୋଗ- କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ତୃତୀୟ ମହଲାକୁ ଡାକି କଥା ହୋଇଛି ଶାସକ ଦଳ। More

ଇଡି ପରେ ଏବେ ଏସ୍‌ଆଇଟି; ଖୋଲିବ କି ଅର୍ଚ୍ଚନା ସହ ପାୱାର କରିଡର୍ ଲିଙ୍କର ମହାଗୁମର ? 

ବ୍ଲାକମେଲିଂରୁ ବ୍ଲାକମନି ଅର୍ଜନର ମୂଳ କାଢ଼ିବାକୁ ଝାଳ ବୁହାଉଥିବା ଇଡ଼ି ଅଧିକାରୀ ହାତେଇବାରେ ଲାଗିଛନ୍ତି ଅର୍ଚ୍ଚନା ନାଗର ଧନ ଅର୍ଜନର କଳାଚିଠା । More

ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ସକାଳ ପ୍ରାୟ ୯ଟା ୩୦ରେ, ନିଜ ବିଦ୍ୟାଳୟ ଭିତରକୁ ରାଷ୍ଟ୍ରପତିଙ୍କ କାରକେଡ୍ ପଶିବା ଆଗରୁ ସାଜ ସଜ୍ଜାରେ ହସୁଥିଲା, ଗର୍ବରେ ଫାଟି ପଡୁଥିଲା ପରିସର । ବିଦ୍ୟାଳୟକୁ ପଶୁ ପଶୁ ଆଗ ସ୍କୁଲ ଛାତ୍ରୀଙ୍କ ହାତରେ ବାଲୁକା କଳାରେ ନିର୍ମିତ ନିଜ ପ୍ରତିକୃତିକୁ ଦେଖି ବିଭୋର ହୋଇଥିଲେ ରାଷ୍ଟ୍ରପତି । More

ଧାମନଗର ଉପନିର୍ବାଚନରୁ ଓଡିଶା ରାଜନୀତି ପାଇଁ ବାର୍ତ୍ତା

ଧାମନଗର ସମେତ ଦେଶର ୭ ଆସନର ଫଳାଫଳକୁ ଦେଖିଲେ ବିଜେପି ବେଶ ଭଲ ପ୍ରଦର୍ଶନ କରିଛି। ବିଜେଡି ସମେତ ଅନ୍ୟ ଆଞ୍ଚଳିକ ଦଳର ପ୍ରଦର୍ଶନ ସେଭଳି ଖରାପ ନଥିଲେ ବି କଂଗ୍ରେସ କ୍ଷତି ସହିଛି। ଆଗକୁ ୫ ଉପନିର୍ବାଚନ ଏବଂ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳଗୁଡିକ ସମୀକ୍ଷା କରିବା ସହିତ ଗଠନମୂଳକ ରଣକୌଶଳ ଆପଣାଇବାର ଆବଶ୍ୟକତା ନାହିଁ କି? More