ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅର୍ଚ୍ଚିତା ହେଲେ ତରଙ୍ଗର ବ୍ରାଣ୍ଡ୍ ଆମ୍ବାସଡର୍

ଆଗକୁ ମଧ୍ୟ ଅର୍ଚ୍ଚିତାଙ୍କ ସହଭାଗିତା ତରଙ୍ଗ ବ୍ରାଣ୍ଡ୍‌କୁ ଆଦୃତ କରିବାରେ ଆହୁରି ଅଧିକ ସହାୟକ ହେବ। More

ଘର ଭିତରେ ବିସ୍ଫୋରଣ : ଗୋଟିଏ ପରିବାରର ୬ ଜଣ ଗୁରୁତର

କୋଦଳା ଥାନା ବେରୁହାବାଡ଼ି ଗାଁର ଦଣ୍ଡପାଣି ବେଳେହାଙ୍କ ଘରେ ବିସ୍ଫୋରଣ More

ହସ୍ପିଟାଲରେ ରାହୁଲ ପିଇଲା ସୁପ୍‌ : ସୋଡିୟମ ସ୍ତର ହ୍ରାସ ପାଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ରାହୁଲର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି କହିଲେ ମୁଖ୍ୟ ଚିକିତ୍ସାଧିକାରୀ । More

୧୫ ବର୍ଷର ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମା’ !

୧୫ ବର୍ଷର ପୁଅକୁ ବାପା ଓ ସାବତ ମା’ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୮/୧୦ ବର୍ଷ ତଳେ ମୃତକଙ୍କ ମା’ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। More

ଚାଲିଗଲା ଆଉ ଏକ ହାତୀର ଜୀବନ; କଙ୍କାଳ ମିଳିଲା କିନ୍ତୁ ଦାନ୍ତ ଗାୟବ

ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । More

୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  More

ସମୁଦ୍ରରେ ଭାସି ଆସି କୂଳରେ ଲାଗିଲା, ଭୟଭୀତ ଲୋକେ...

ଅସ୍ତରଙ୍ଗ ଉପକୂଳରୁ ଏକ ଭାସମାନ ଦିଗ ନିର୍ଣ୍ଣୟ ଯନ୍ତ୍ର ମିଳିଛି। ଅସ୍ତରଙ୍ଗ ଉପକୂଳ ଅଣକଣ ତଣ୍ଡାରେ ଏହା ଲାଗିଥିବା ଦେଖିବାକୁ ମିଳିଛି। More

ଅଣସର ଦର୍ଶନ ପାଇଁ ଆଜିଠୁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜିଠୁ ଅଲାରନାଥ ପୀଠରେ ଅଣସର ଦର୍ଶନ ଆରମ୍ଭ ହୋଇଛି। ପରମ୍ପରା ଅନୁଯାୟୀ ରାତି ପ୍ରାୟ ସାଢ଼େ ତିନିଟାରୁ ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ବେଶ କରାଯାଇଛି। ସକାଳ ପ୍ରାୟ ସାଢ଼େ ପାଞ୍ଚଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। More

Daily Horoscope 15th June 2022 : ଆଜି କ'ଣ ରହିଛି ଆପଣଙ୍କ ଭାଗ୍ୟରେ ଜାଣନ୍ତୁ..

ସୈାର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୧୫ ତାରିଖ ବୁଧବାର । More

ହ୍ଵାଟ୍ସଆପ୍‌ ଆଉ ଫେସ୍‌ବୁକ୍‌ରେ ରଜ

ଆଉ କ’ଣ ଅଛି ଆଗ ଭଳି ରଜ? ରଜ ଆସିଲେ ମନରେ ଯେଉଁ ପୁଲକ ଜାଗି ଉଠୁଥିଲା ଆଉ ସେ ପୁଲକ ଅଛି କି? ଆଧୁନିକତାର ସ୍ପର୍ଶରେ ଏ ସବୁ ଫିକା ପଡିଯାଇନି ତ… More

ଭୁବନେଶ୍ୱରରେ ମିଳୁଛି ସୁହାଗରାତ୍ ପାନ୍; ଗୋଟାକୁ ୧୧ହଜାର

ରଜପାନ ତ ଖାଇଥିବେ। ଖାଇଛନ୍ତି କି କେବେ ଗୁପ୍‌ଚୁପ୍ ପାନ। ଗୋଟାକୁ ୧୧ହଜାର ଟଙ୍କା ପର୍ଯ୍ୟନ୍ତ ଅଛି। ଏହା ଭୁବନେଶ୍ୱରରେ ମିଳୁଛି। More

ହାତ ପାଆନ୍ତାରେ ରାହୁଲ; ଆଉ ମାତ୍ର ୮ ଇଞ୍ଚ୍‌

ବୋରୱେଲରେ ଫସିଥିବା ରାହୁଲକୁ ଉଦ୍ଧାର ପାଇଁ ଜାନ୍ ଲଗାଇ ଦେଇଛି NDRF । ଅଣଓସାରିଆ ସୁଡ଼ଙ୍ଗରେ ରାହୁଲ ପାଖରେ ପହଞ୍ଚିବାକୁ କେବଳ ୮ ଇଞ୍ଚ୍‌ର ଦୂରତା ରହିଛି । More

ସ୍ନାନବେଦୀରେ ଶ୍ରୀଜିଉଙ୍କ ଦିବ୍ୟସ୍ନାନ ନୀତି ଆରମ୍ଭ

ସୁନା କୂଅକୁ ଆସିଥିବା ଜଳରେ ଚାଲିଛି ଦିବ୍ୟସ୍ନାନ More

ପୂରା ଦେଶୀ ଷ୍ଟାଇଲ୍‌; ଶଗଡ଼ ଚକ, ଦୌଡ଼ି ସାହାଯ୍ୟରେ କୂଅରୁ ଉଠିଲା ପଙ୍କ

ପୂରା ଦେଶୀ ଷ୍ଟାଇଲ୍‌। ଗୋଟିଏ ଶଗଡ଼ ଚକ, ଦୌଡ଼ି, ଟିଣକୁ ବ୍ୟବହାର କରି କୂଅରୁ ଖାଲି ହୋଇଗଲା ସବୁ ପଙ୍କ। ବିନା କୌଣସି ଖର୍ଚ୍ଚରେ ନିଜସ୍ୱ ବୁଦ୍ଧିରେ କୂଅରୁ ବାହାରିଲା ପଙ୍କ। ଦେଶୀ ଯୁଗାଡ଼କୁ ଦେଖିବା ପାଇଁ ଲୋକଙ୍କର ଲାଗିଲା ଗହଳି...ଦେଖନ୍ତୁ କେମିତି କଢା ଯାଉଛି ପଙ୍କ More