Astrospeak
  • Live TV
  • Read In English

SBIରେ ଖାଲିପଡିଛି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ SBIରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

SBI job vancy
SBI job vancy

News Summary

SBIରେ ଚାକିରି, ୪୮ଟି ପଦବୀ ପାଇଁ ନିଯୁକ୍ତି

SBIରେ ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ପଦବୀ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ ଯାଇ ଆବେଦନ କରି ପାରିବେ। SBIର ଚାକିରି ବିଜ୍ଞପ୍ତି ଅନୁସାରେ, ବ୍ୟାଙ୍କ ମୋଟ ୪୮ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଏଥିପାଇଁ ପ୍ରାର୍ଥୀମାନେ ଫେବୃଆରୀ ୨୫ ତାରିଖ ମଧ୍ୟରେ ଆବେଦନ କରି ପାରିବେ। ଅନଲାଇନ୍ ପରୀକ୍ଷାର ସମ୍ଭାବିତ ତାରିଖ ଚଳିତ ବର୍ଷ ମାର୍ଚ୍ଚ ୨୦ରେ ଅନୁଷ୍ଠିତ ହେବ। ପ୍ରାର୍ଥୀମାନଙ୍କ ପାଇଁ କଲ୍ ଲେଟର ୫ ମାର୍ଚ୍ଚ ସୁଦ୍ଧା ଜାରି କରାଯିବ।

ଷ୍ଟେଟ ବ୍ୟାଙ୍କ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଅଧୀନରେ ମୋଟ ୪୮ଟି ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି ସୁଯୋଗ ଆଣିଛି। ଆସିଷ୍ଟାଣ୍ଟ ମ୍ୟାନେଜର (ନେଟୱାର୍କ ସିକ୍ୟୁରିଟି ସ୍ପେଶାଲିଷ୍ଟ)- ୧୫ଟି ପଦବୀ । ଆସିଷ୍ଟାଣ୍ଟ ମ୍ୟାନେଜର (ରୁଟିଙ୍ଗ୍‌ ଏବଂ ସ୍ୱିଚିଙ୍ଗ୍‌)- ୩୩ ପଦ ।

SBI କହିଛି ଯେ ପ୍ରାର୍ଥୀମାନଙ୍କର ଚୟନ ଅନଲାଇନ୍ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ହେବ। ପ୍ରାର୍ଥୀମାନେ ସବିଶେଷ ବିବରଣୀ ଏବଂ ଯୋଗ୍ୟତା ପାଇଁ ବ୍ୟାଙ୍କର ଅଫିସିଆଲ ଲିଙ୍କରେ କ୍ଲିକ୍ କରି ପାରିବେ।

କିପରି କରିବେ ଆବେଦନ:

ଆବେଦନ ଶୁଳ୍କ: