ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସମସ୍ତଙ୍କର ନଜର ରହିଛି କଣ ହେବ ଫଳାଫଳ । ସବୁଠୁ ବଡ ରାଜ୍ୟ ଉତ୍ତରପ୍ରଦେଶର ଜନାଦେଶ ନିର୍ଣ୍ଣୟ କରିପାରେ ଅନେକ ରାଜନୈତିକ ଦଳର ଭାଗ୍ୟ । ତେବେ ଅପଡେଟ୍ ଖବର ଜାଣିବା ପାଇଁ ଆମର ଲାଇଭ୍ ପେଜରେ ଯୋଡି ହୁଅନ୍ତୁ ।
20:15 PM
16:53 PM
16:53 PM
16:53 PM
16:36 PM
16:36 PM
15:49 PM
15:49 PM
15:28 PM
15:18 PM
14:28 PM
14:17 PM
14:17 PM
14:17 PM
14:17 PM
14:17 PM
13:49 PM
13:40 PM
13:31 PM
13:31 PM
13:31 PM
13:31 PM
13:31 PM
13:31 PM
13:31 PM
13:23 PM
13:23 PM
13:23 PM
13:23 PM
13:23 PM
13:23 PM
13:23 PM
13:23 PM
13:23 PM
12:47 PM
12:47 PM
12:47 PM
12:47 PM
12:47 PM
12:47 PM
12:47 PM
12:47 PM
12:25 PM
12:25 PM
12:25 PM
12:25 PM
12:25 PM
12:25 PM
12:25 PM
12:25 PM
12:25 PM
12:25 PM
12:04 PM
12:04 PM
12:04 PM
11:30 AM
ପଞ୍ଜାବ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଲା ବଡ଼ ପରିବର୍ତ୍ତନ। ସତ ହେଲା ଏକଜିଟ୍ ପୋଲ୍ର ଆକଳନ। ପଂଜାବରେ ସରକାର ଗଠନ କରିବା ଦିଗରେ ଆଗେଇଚାଲିଛି ଆପ୍। ରାଜ୍ୟର ସମସ୍ତ ୧୧୭ ବିଧାନସଭା ଆସନରେ ଏବେ ଗଣତି ଚାଲିଛି। ଆପ୍ ୮୯ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୧୫ଟି ଆସନରେ ଆଗରେ ରହିଛି। ଆଉ ଏଥିରୁ ଜଣାପଡ଼ିଲା କାହିଁକି ବଦଳିଲା ଜନାଦେଶ।
11:06 AM
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି। ଆହୁରି ପଢ଼ନ୍ତୁ...
11:06 AM
11:06 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
11:05 AM
09:53 AM
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ। ଆହୁରି ପଢ଼ନ୍ତୁ...
08:57 AM
ଟ୍ରେଣ୍ଡ୍ ଅନୁସାରେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି। ଆହୁରି ପଢ଼ନ୍ତୁ...
07:49 AM
ଯଦି ଏକ୍ଜିଟ୍ ପୋଲର ଆକଳନ ସତ ହୁଏ, ତେବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ। ଏହାର ଅର୍ଥ ଯୋଗୀ ଆଦିତ୍ୟନାଥ ବିଜୟ ହୁଅନ୍ତି ତାହାହେଲେ ୩୭ ବର୍ଷ ରେକର୍ଡ ଭାଙ୍ଗିବେ। ଆହୁରି ପଢ଼ନ୍ତୁ...
07:49 AM
07:37 AM
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ। ଆହୁରି ପଢ଼ନ୍ତୁ...