ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଢେଙ୍କାନାଳ: ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ, ବନମାଳୀପ୍ରସାଦ କାଜୁ ଜଙ୍ଗଲରୁ ମିଳିଲା ମୃତଦେହ, ୩ ତାରିଖରେ ନିଖୋଜ ପରେ ୪ତାରିଖରେ ୨ ଲକ୍ଷ ଟଙ୍କା ଦେବାକୁ ଘର ଲୋକଙ୍କ ପାଖକୁ ଆସିଥିଲା ଫୋନ୍
ଜୟପୁର: ମନ୍ତ୍ରୀଆମ୍ବରେ ରଙ୍ଗ ବୋଝେଇ ଟ୍ରକ୍ ଓଲଟି ଜଣେ ମୃତ, ୨ ଗୁରୁତର
କେନ୍ଦ୍ରାପଡ଼ା: ସରକାରପଡ଼ାରେ ରାମେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ
ମହିଳାଙ୍କ ସଂରକ୍ଷଣ କାର୍ଡ ନେଇ ବିଜେଡିର ଷ୍ଟ୍ରାଟେଜି ପ୍ରସଙ୍ଗ: ଶୀତ ଅଧିବେଶନରେ ସଂସଦରେ ଏହି ପ୍ରସଙ୍ଗ ଉଠାଇବାକୁ ଡକାଗଲା ଗୁରୁତ୍ୱପୂର୍ଣ୍ଣ ବୈଠକ, ଆସନ୍ତା ୯ ତାରିଖରେ ନବୀନ ନିବାସରେ ବସିବ ସଂସଦୀୟ ଦଳ ବୈଠକ
ପିସି ବନ୍ଦ, ବେରୋଜଗାର ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି ଯୁବମୋର୍ଚ୍ଚ: ଆସନ୍ତା ୧୦ରୁ ୨୦ ଯାଏ ସବୁ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ ଆଗରେ ହରତାଳ କରିବ, ଆସନ୍ତା ୨୫ରେ ରାଜ୍ୟବ୍ୟାପୀ କରିବ ରୋଜଗାର ପରାମର୍ଶ ଯାତ୍ରା
ପିସି ବନ୍ଦ, ବେକାରୀ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ବିଜେପି ଯୁବମୋର୍ଚ୍ଚା
ସର୍ବନିମ୍ନ ଟେଣ୍ଡର ରାଶି ୫ ଲକ୍ଷ ବୃଦ୍ଧିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ, କହିଲେ- ବର୍ଷକୁ ୧୦ ହଜାର କୋଟି ଲୁଟ୍ ହେଉଛି, ଏହାର ମହାନାୟକ ନବୀନ
ବିଜେପି ଯୁବମୋର୍ଚ୍ଚା ସମ୍ମିଳନୀରେ ‘ପିଠା’ ଯୋଜନାକୁ ତାଚ୍ଛଲ୍ୟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ- ପିଠା ନାଁରେ ଏହା ବିଧାମାରିବା ଯୋଜନା, ଅଧିକାରୀଙ୍କ ଭିତରେ ମାଙ୍କଡ଼ କଳି ଓ ରାଜସ୍ୱ ଲୁଟର ଏହା ମାଧ୍ୟମ
ଦାରୁ ଫିକ୍ସିଂ, ଛବି ବର୍ଦ୍ଧନ ହତ୍ୟା ଘଟଣାରେ ବିଧାୟକ ଅରୁଣ ସାହୁଙ୍କୁ ଗିରଫ ଦାବିରେ ସିବିଆଇ ଅଫିସ୍ ଆଗରେ କଂଗ୍ରେସର ଧାରଣା
ଝାରସୁଗୁଡ଼ାରେ ବେଦାନ୍ତର ଆଶ୍ପଣ୍ଡ ବନ୍ଧ ଭାଙ୍ଗିବା ମାମଲା: ବେଦାନ୍ତ ସମେତ ୫ ପକ୍ଷଙ୍କୁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନୋଟିସ୍
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା: ଚଳିତବର୍ଷର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇବେ ଗଗନେନ୍ଦ୍ର ନାଥ ଦାଶ, କୋଶଳି ସମ୍ବଲପୁରୀ ଭାଷା ସମ୍ମାନ ପାଇବେ ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ
ଦାଶରଥି ଦାସ ପାଇବେ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପ୍ରସଙ୍ଗ ପୁରୁଣା ଭାବନା ନୂଆ ପୁସ୍ତକ ପାଇଁ ପାଇବେ ପୁରସ୍କାର
ବାଲେଶ୍ୱର ବସଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ ୩ ଗିରଫ, ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଛି
ସହିଦ ନଗର ଓ କୋଣାର୍କ ଥାନାରେ ରୁଜୁ ମାମଲାରେ ଅଭିଜିତ ଆୟର ମିତ୍ରଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ, ଜାମିନ ବେଳେ ନିମ୍ନ ଅଦାଲତ ସର୍ତ୍ତ ରଖିପାରିବେ ହାଇକୋର୍ଟ
ବ୍ରହ୍ମପୁର: ପାରଳା ମହାରାଜ ଇଂଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି, କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ
ବଲାଙ୍ଗିର: ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ତୃତୀୟ ଦିନରେ ଆନ୍ଦୋଳନ, ଜିଲ୍ଲାପାଳଙ୍କୁ କଚେରି ଗେଟ୍ ନିକଟରୁ ଫେରାଇ ଦେଲେ ଆନ୍ଦୋଳନକାରୀ, ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ଜିଲ୍ଲାପାଳଙ୍କ ଭିଡିଓ କନ୍ଫରେନ୍ସିଂ ଥିଲା
ନୂଆପଡ଼ା: ଅବିଭକ୍ତ ଖାସବହଲ ପଞ୍ଚାୟତକୁ ମରୁଡ଼ି ଘୋଷଣା ଓ ଫସଲ ବୀମା ଟଙ୍କା ଦାବିରେ ଦହେଲପଡ଼ା ଗାଁ ନିକଟରେ ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ; ଖଡ଼ିଆଳ-ଭବାନୀପାଟଣା ମଧ୍ୟରେ ଯାତାୟତ ଠପ୍
ରାଇରଙ୍ଗପୁର: ବିଶୋଇ ଥାନା ନିକଟରେ ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର
ଭଦ୍ରକ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ DRDA ପ୍ରୋଗ୍ରାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସୋର: ଅନନ୍ତପୁର ପାଖ ଛକରେ ଏଟିଏମ୍ ଭଙ୍ଗାରୁଜା, ଟଙ୍କା ଲୁଟ୍ ସନ୍ଦେହ
ପୁରୀ: ଶ୍ରୀମନ୍ଦିରରେ ଟିକେଟ ଦର୍ଶନ ନେଇ ବୈଠକ, ଏହି ନୂଆ ବ୍ୟବସ୍ଥା ତଦାରଖ ପାଇଁ ପରିଚାଳନା କମିଟିକୁ ଦାୟିତ୍ୱ, ଟିକେଟ ଦର୍ଶନର ଅବଧି ଓ ପହିଲି ଭୋଗ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର
ରାଉରକେଲା IGH ହେବ ସୁପର ସ୍ପେଶାଲିଟି ହସ୍ପିଟାଲ୍, ଏଥିପାଇଁ ପିସିସି ସଭାପତି ନିରଞ୍ଜନଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ରେ ୨୦ ଲକ୍ଷ ଟଙ୍କା ଜମା କରିଛି କଂଗ୍ରେସ୍, କଂଗ୍ରେସ ସଦସ୍ୟଙ୍କଠାରୁ ଦାନ ସଂଗ୍ରହ କରି ଟଙ୍କା ଜମା କରିଛନ୍ତି ନିରଞ୍ଜନ
ବୁଲନ୍ଦଶହର ହିଂସାକାଣ୍ଡ ଘଟଣା: ମୃତ ପୁଲିସ୍ଙ୍କ ପରିବାରଙ୍କୁ ୪୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା
ଢେଙ୍କାନାଳ ବେଲଟିକିରି ସେଲ୍ଟର୍ ହୋମ୍ ନିର୍ଯାତନା ଘଟଣାକୁ ନେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଲେ, ଭାଇରାଲ୍ ଧର୍ମାନ୍ତରୀକରଣ ଭିଡିଓର କୌଣସି ଅଭିଯୋଗ ଆସିନି,ଅଭିଯୋଗ ଆସିଲେ ତଦନ୍ତ ହେବ, ଦୋଷୀଙ୍କୁ ଦଣ୍ଡ ମିଳିବ
ଢେଙ୍କାନାଳ ବେଲଟିକିରି ଘଟଣା ପରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଗୁଡ ନ୍ୟୁଜ୍ ଇଣ୍ଡିଆର ସେଲ୍ଟର ହୋମ୍ ଖାଲି କରୁଛି ପ୍ରଶାସନ
First
Prev
1649
1650
1651
1652
1653
1654
1655
1656
1657
1658
1659
Next
Last
© 2022 - Odisha Television Limited. All Rights Reserved.