ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଯାଜପୁର ରୋଡ୍ ଦଳା ଛକ ନିକଟରେ ଫାଟିଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର: ୩ ଗୁରୁତର, ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି; ଟ୍ରାନ୍ସଫର୍ମର ନିକଟ ଚା’ ଦୋକାନରେ ବସି ଚା ପିଉଥିଲେ
ରାଜ୍ୟର ବିଭିନ୍ନ ସେଲଟର୍ ହୋମ୍ରେ କେନ୍ଦ୍ରୀୟ ଟିମ୍ର ଅନୁଧ୍ୟାନ: ଛାତ୍ରଛାତ୍ରୀଙ୍କ ଅବସ୍ଥା ତଦାରଖ କରୁଛନ୍ତି; ବେଲଟିକିରି ଘଟଣା ପରେ ସମସ୍ତ ସେଲଟର ହୋମ୍ରେ ଚାଲିଛି ଅନୁଧ୍ୟାନ
ଆଉ ୫ ଲକ୍ଷ ହିତାଧିକାରୀ ମାସିକ ୩ ଶହ ଏବଂ ୫ ଶହ ଟଙ୍କା ଲେଖାଏ ପାଇବେ ବାର୍ଦ୍ଧକ୍ୟ ଭତ୍ତା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୩ ରାଜ୍ୟର ନିର୍ବାଚନ ଫଳାଫଳ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ୱାଦିକ ସମ୍ମିଳନୀ: କହିଲେ- ଓଡ଼ିଶାରେ ମଧ୍ୟ ମିଳିତ ଓ ଶୃଙ୍ଖଳିତ ହୋଇ ଲଢିଲେ କଂଗ୍ରେସକୁ ଫଳ ମିଳିବ; କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ, ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରିବୁ
ଓମାନ ରାଜଧାନୀ ମସ୍କଟରେ ୧୭ ଓଡ଼ିଆ ଶ୍ରମିକ ଫସି ରହିଥିବା ସୂଚନା: ଶ୍ରମିକଙ୍କୁ ନେଇଥିବା କଂପାନୀ ଦରମା କିମ୍ବା ଖାଇବାକୁ ଦେଉନଥିବା ଅଭିଯୋଗ, ନିର୍ଯାତନା ନେଇ ଏକ ଭିଡିଓ ଯୋଗେ ପରିବାର ଲୋକଙ୍କୁ ଜଣାଇଛନ୍ତି ଶ୍ରମିକ
ଭୁବନେଶ୍ୱର: ଅପରାହ୍ନରେ ବସିବ ପିସିସି ଶୃଙ୍ଖଳାଗତ କମିଟିର ବୈଠକ, ଶ୍ରୀକାନ୍ତଙ୍କ ସଂପର୍କରେ ନିଆଯାଇପାରେ ନିଷ୍ପତ୍ତି
ଭୁବନେଶ୍ୱର: ଶ୍ରୀକାନ୍ତଙ୍କୁ ବିଦା କରାଯିବା ପରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ପ୍ରଥମ ପିସିସି ଇସ୍ତାହାର କମିଟିର ବୈଠକ; ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର କମିଟି ପ୍ରସ୍ତୁତ କରିବ ଖସଡ଼ା
ମ୍ୟାଜିକ୍ ନମ୍ବର ଠାରୁ ଦୁଇଟି ଆସନ ପଛରେ କଂଗ୍ରେସ, ବିଏସ୍ପି କରିବ ସମର୍ଥନ
ପଦ୍ମପୁର: ବିଜୋରାଭଟା ଗାଁରେ ପୁଅର ଠେଙ୍ଗାମାଡ଼ରେ ବାପର ମୃତ୍ୟୁ; ଅଭିଯୁକ୍ତ ପୁଅ ଦିଲୀପ ଭୋଇ ପୁଲିସ୍ ଦ୍ୱାରା ଅଟକ
ତେଲକୋଇ: ଟୁଙ୍ଗୁରୁବାହାଳରେ ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଦୁଇ ଦିନ ତଳେ ମାଆ ସହ ଯୁବକଙ୍କ ଝଗଡ଼ା ହୋଇଥିଲା
ହକି ବିଶ୍ୱକପ୍ ମୁକାବିଲା; ଆଜିଠାରୁ କ୍ୱାର୍ଟର ଫାଇନାଲ
ବଣାଇ: ତାମଡ଼ା ରେଞ୍ଜ୍ ସଲଡେଗା ଗାଁରେ ଘରୁ ଟାଣି ନେଇ ଜଣଙ୍କୁ ଦଳିଦେଲା ଦନ୍ତା ହାତୀ; ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ଘଟଣାସ୍ଥଳରେ ପହଞ୍ଚିଲା ବନବିଭାଗ
ଜୟପୁର: ବୈପାରୀଗୁଡ଼ା ପେଟାଘାଟି ନିକଟରେ ଓଲଟିଲା ଟ୍ରକ୍; ୩ ଆହତ ଜୟପୁର ଡାକ୍ତରଖାନାରେ ଭର୍ତ୍ତି; ଲମତାପୁଟ-ଜୟପୁର ରାସ୍ତା ଜାମ୍
ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଅଞ୍ଚଳରେ ହାତୀ ଉପଦ୍ରବ; ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କଲେ ହାତୀପଲ
ମଧ୍ୟପ୍ରଦେଶରେ ସରକାର ଗଠନ କରିବାକୁ ଦାବି ରଖିଲା କଂଗ୍ରେସ
ଆଠଗଡ଼: ରାଜନଗର ସଦର ତଇଲା ନିକଟରେ ଏକ ୭ ବର୍ଷର ମାଈ ହାତୀର ମୃତଦେହ ଠାବ
ଛତିଶଗଡ଼ରେ ଯେଭଳି ଲୋକେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଓଡ଼ିଶାରେ ବି ଲୋକେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଆଶା: ନିରଞ୍ଜନ ପଟ୍ଟନାୟକ
ମୋଦି କହୁଥିଲେ କଂଗ୍ରେସ ମୁକ୍ତ ଭାରତ ବନାଇବେ,ବର୍ତ୍ତମାନ ବିଜେପି ମୁକ୍ତ ଭାରତ ହେବାକୁ ଯାଉଛି, ବିଶେଷ ଭାବେ ଖୁସି ଲାଗୁଛି ଛତିଶଗଡ଼ରେ କଂଗ୍ରେସ ଜିତିଛି : ନିରଞ୍ଜନ ପଟ୍ଟନାୟକ
କୋଣାର୍କ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ବୁଲି ଆସିଥିବା ବେଳେ ଡ୍ରୋନ୍ ଉଡ଼ାଇ ଫଟୋ ଉଠାଉଥିବା ୨ ଋଷୀୟ ପର୍ଯ୍ୟଟକଙ୍କୁ ଗିରଫ କରିଛି ପ୍ରତ୍ନତତ୍ତ୍ୱ ବିଭାଗ
ଧୂଆଁ ଯୋଗୁ ଜରୁରୀକାଳୀନ ଅବତରଣ କଲା ବିମାନ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଗରେ, ରାଜନ୍ଦଗାଓଁ କରୁଣା ଶୁକ୍ଳାଙ୍କଠାରୁ ଆଗରେ ଅଛନ୍ତି ରମଣ
ରାଉରକେଲା: ବିଲଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ୫ଟି ଖୋକା ଜବତ
ଉମରକୋଟ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଝରିଗାଁ ଲ୍ୟାମ୍ପସ ସୁପରଭାଇଜର ଗୟାରାମ ମାଠିଆଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଆରମ୍ଭ ହେଲା ୫ ରାଜ୍ୟର ବିଧାନସଭା ଭୋଟ୍ ଗଣତି; ଆଜିର ନିର୍ବାଚନ ଫଳାଫଳକୁ ନେଇ ସାରା ଦେଶରେ ଉତ୍କଣ୍ଠା
ଶ୍ରୀମନ୍ଦିର ହୁଣ୍ଡିରୁ ସୁନା ଗାଏବ ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗ: ଜବାବ ଦାଖଲ କଲେ ରାଜ୍ୟ ସରକାର, ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ, ୨୧ରେ ଶୁଣାଣି
First
Prev
1647
1648
1649
1650
1651
1652
1653
1654
1655
1656
1657
Next
Last
© 2022 - Odisha Television Limited. All Rights Reserved.