ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ହକି ବିଶ୍ୱକପ୍ରେ ଭାରତୀୟ ଦଳର ସମ୍ଭାବନାକୁ ନେଇ ଦିଲୀପ ତିର୍କିଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ: କହିଲେ- ଆମର ଫରୱାର୍ଡ, ଡିଫେନ୍ସ ଭଲ ଅଛି, ଦିଲୀପଙ୍କ ଉକ୍ତି ନୈରାଶ୍ୟଜନକ, ରାଜନୈତିକ ଫାଇଦା ପାଇଁ ଦଳୀୟ ପ୍ରଚାର ବେଶୀ କରୁଛନ୍ତି
ହକି ବିଶ୍ୱକପ ପାଇଁ କିଛି ଗଣମାଧ୍ୟମକୁ ପାସ୍ ଦିଆନଯିବାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ: କହିଲେ- ହକି ବିଶ୍ୱକପକୁ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି, ହକି ନାଁରେ ଦଳୀୟ ପ୍ରଚାରରୁ ନିବୃତ ରହନ୍ତୁ, ୧୫ ତାରିଖ ମ୍ୟାଚ ଦେଖିବାକୁ ଯିବି
କେନ୍ଦ୍ରାପଡ଼ା: ନିକିରାଇ ଥାନା ପାଳକଣା ଗାଁରେ ନିଜ ଘରୁ ଯୁବତୀଙ୍କ ଓଢ଼ଣୀରେ ଝୁଲନ୍ତା ମୃତଦେହ ଉଦ୍ଧାର, ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ, ଯୁବତୀଙ୍କୁ ତାଙ୍କ ବଡ଼ ଭାଇର ସାଙ୍ଗ ଏକତରଫା ପ୍ରେମ କରୁଥିଲେ
ହାଇକୋର୍ଟରେ କୋଣାର୍କ ମରାମତି, ସଂରକ୍ଷଣ ନେଇ ଜନସ୍ୱାର୍ଥ ମାମଲା: ASI, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍; ଡିସେମ୍ବର ୧୦ରେ ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିର ଏ.ଆର୍ ରେହମାନ ଶୋ’ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା: ଦିନ ୨ଟା ୩୦ରୁ ଖୋଲିବ ଷ୍ଟାଡିୟମ ଗେଟ୍, ୫ଟା ୩୦ରେ କାର୍ଯ୍ୟକ୍ରମ, ପାଣି ବୋତଲ, ବ୍ୟାଗ୍, ଫଳ, ବିସ୍କୁଟ ପ୍ୟାକେଟ, ମିରର୍ ନେବାକୁ ମନା, କେବଳ ମହିଳାମାନେ ଷ୍ଟାଡିୟମ ଭିତରକୁ ବ୍ୟାଗ୍ ନେଇପାରିବେ
ବିଜେପିରେ ମିଶିବା ପରେ ଅପରାଜିତା ଷଡ଼ଙ୍ଗୀ କହିଲେ- ଏହା ବିଚାର ସମ୍ମତ ନିଷ୍ପତ୍ତି; ଦଳର ନେତା ଓ ଆଭିମୁଖ୍ୟ ଦେଖି ମିଶିଛି, ଅନେକ ଅନୁଧ୍ୟାନ ପରେ ମୁଁ ଯୋଗଦେଇଛି, ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ମୁଁ କୃତଜ୍ଞ
ରାୟଗଡ଼ା କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା: ତଦନ୍ତ ପାଇଁ କାଶୀପୁରରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍
ଭୁବନେଶ୍ୱର: ଓୟୁଏଟିରେ ଚିକିତ୍ସାଧୀନ ହାତୀଛୁଆର ମୃତ୍ୟୁ, ୨୪ରେ ଅସୁସ୍ଥ ଅବସ୍ଥାରେ ହିନ୍ଦୋଳରୁ ଉଦ୍ଧାର ହୋଇଥିଲା
ଉଦଳା: ଶରତ ଥାନା ପାତାସାହିରେ ଜମି ବିବାଦକୁ ନେଇ ତଣ୍ଟି ଚିପିବା ସହ ପଥରରେ ଛେଚି ଯୁବକଙ୍କୁ ହତ୍ୟା; ୪ ଅଟକ
ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ଓ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ରାଉରକେଲା ବନ୍ଦ, ପାନପୋଷ ଛକରେ NH-୧୪୩ ଅବରୋଧ
ଭୁବନେଶ୍ୱର: #IAS ପ୍ରଣବଜ୍ୟୋତି ନାଥଙ୍କ ସରକାରୀ କ୍ୱାର୍ଟର୍ସରୁ ଲକ୍ଷାଧିକ ଟଙ୍କା, ଅଳଙ୍କାର ଚୋରି, ଚୋରି ସନ୍ଦେହରେ ନୟାପଲ୍ଲୀ ଥାନାରେ ସିକ୍ୟୁରିଟି ଗାର୍ଡ଼ ଅଟକ
ରାୟଗଡ଼ାର କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ପି. ଗୋବିନ୍ଦରାଓ ନାମକ ଆଉ ଜଣକୁ ଗିରଫ କଲା ପୁଲିସ୍, ଗିରଫଦାରୀ ସଂଖ୍ୟା ୨କୁ ବୃଦ୍ଧି, ପୂର୍ବରୁ ସୁମନ୍ତ ନାୟକ ଗିରଫ ହୋଇଛି, ଅନ୍ୟତମ ଅଭିଯୁକ୍ତ କୃଷ୍ଣ ନାୟକ ଏବେ ବି ଫେରାର୍ ଅଛି
ଶ୍ରୀମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲ୍ଡ ସ୍କିମ୍ରେ ବ୍ୟାଙ୍କରେ ରହିବ: ପ୍ରଦୀପ୍ତ ମହାପାତ୍ର
ଶ୍ରୀମନ୍ଦିର ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା, ୬୦% ଟିକେଟ ଅନ୍ଲାଇନ୍ରେ, ୩୫% କାଉଣ୍ଟରରେ ମିଳିବ ଓ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ, ଅବକାଶ, ବଲ୍ଲଭ, ମଧ୍ୟାହ୍ନ ଧୂପ ପରେ ଟିକେଟ ଦର୍ଶନ: ପ୍ରଦୀପ୍ତ ମହାପାତ୍ର
ଖାରବେଳଙ୍କୁ ମାଡ଼କୁ ନେଇ ବିଜେଡି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଟାର୍ଗେଟ ପ୍ରସଙ୍ଗରେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଲେ- ବିଜେଡି କେବଳ ଗଣମାଧ୍ୟମକୁ ନୁହେଁ, ଯିଏ ବିରୋଧ କରୁଛି ତାକୁ ମାରୁଛନ୍ତି, ଆମ ଗାଁ ଆମ ବିକାଶ ନୁହେଁ, ବିଜେଡି ଦଳର ବିକାଶ କାର୍ଯ୍ୟକ୍ରମ, ବିଜୁ ଯୁବ ବାହିନୀ ଗୁଣ୍ଡା ବାହିନୀ
ଯେଉଁ ଜିଲ୍ଲାରେ ଖାରବେଳ ସ୍ୱାଇଁ ମିଟିଂ କରିବେ, ସୁରକ୍ଷା ଦେବାକୁ ସବୁ ଏସ୍ପିମାନଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
ଜଣେ ତାମିଲ୍ ଅଫିସର ରାଜ୍ୟରେ ଶାସନ କରୁଛନ୍ତି, ଆଦିବାସୀଙ୍କ ଦାୟିତ୍ୱ ଜଣେ ତେଲୁଗୁଙ୍କୁ ଦିଆଯାଇଛି: ଦାମୋଦର ରାଉତ
ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସାଂସଦ ଭାସ୍କର ରାଓଙ୍କ ଧମକ ପ୍ରସଙ୍ଗ: ବରିଷ୍ଠ ନେତା ଦାମୋଦର ରାଉତ କହିଲେ- ମିଡିଆକୁ ଯେଭଳି ଧମକ ଦିଆଗଲା, ତାହା ଅଗଣତାନ୍ତ୍ରିକ, ସରକାର ଗୁଣ୍ଡା ରଖି ପାଟି ବନ୍ଦ କରାଇ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି
ଟିଟିଲାଗଡ଼: ସଇଁତଳା ଥାନା ବାଗମରା ଗାଁରେ ଭାଇକୁ ମାରି ପରିତ୍ୟକ୍ତ କୂଅରେ ପକାଇ ଜେସିବି ସାହାଯ୍ୟରେ ପୋତିଦେଲା ଭାଇ, ମଦ ପିଇବାକୁ ପଇସା ମାଗି ଗଣ୍ଡଗୋଳ କରିବାରୁ ହତ୍ୟା, ଅଭିଯୁକ୍ତ ଗାଁରେ ବୁଲୁଛି, ପୁଲିସ୍ ପାଖରେ ଖବର ନଥିବା ସୂଚନା
ରାୟଗଡ଼ା: କାଶୀପୁରରେ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା; ଅଭିଯୁକ୍ତ ସୁମନ୍ତ ନାୟକକୁ ୩ ଦିନ ରିମାଣ୍ଡରେ ନେଲା ପୁଲିସ୍
୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୦ ବର୍ଷ
ହକି ବିଶ୍ୱକପ କଟକ ଉଦଘାଟନୀ ଉତ୍ସବ ପାଇଁ ମୁତୟନ ହେବେ ୪୫ ପ୍ଲାଟୁନ ଫୋର୍ସ: ଦିନ ସାଢ଼େ ୨ଟାରେ ଖୋଲିବ ବାରବାଟୀ ଷ୍ଚାଡିୟମ ଗେଟ୍, କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା
ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ; ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ
ଧର୍ମଗଡ଼: କଳହାଣ୍ଡି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଦାବି ଉଠିଲା; ସ୍ଥାୟୀ ବେଞ୍ଚ ଦାବିରେ ସମସ୍ତ କୋର୍ଟ ବର୍ଜନ କରିଛନ୍ତି ଓକିଲ ସଂଘ
ହକି ବିଶ୍ୱକପ ପାଇଁ ରାତି ସାଢେ ଗୋଟାଏ ଯାଏ ମଦ ବିକ୍ରି ପ୍ରସଙ୍ଗ: ସରକାରୀ ନିର୍ଦ୍ଦେଶକୁ ଜୋରଦାର ବିରୋଧ ପରେ ବଦଳିଲା ନିଷ୍ପତ୍ତି, ଅବକାରୀ ମନ୍ତ୍ରୀ ଶଶି ବେହେରାଙ୍କ ସୂଚନା-ଅନ୍ସପ୍ରେ ରାତି ୧.୩୦ ଯାଏ ମଦ ବିକ୍ରି ନିଷ୍ପତ୍ତି ଅନିଚ୍ଛାକୃତ ତ୍ରୁଟିଥିଲା, ରାତି ୧.୩୦ ଯାଏ କେବଳ ବାର୍ ଓ ରେଷ୍ଟୁରାଣ୍ଟରେ ମଦ ବିକ୍ରି ହେବ
First
Prev
1653
1654
1655
1656
1657
1658
1659
1660
1661
1662
1663
Next
Last
© 2022 - Odisha Television Limited. All Rights Reserved.