ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଶୋକ ଗେହଲଟ୍
ରାଫେଲ କିଣା ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, କହିଲେ- ରାହୁଲ ଗାନ୍ଧି ଦେଶବାସୀଙ୍କୁ ମିଛ କହି ଭ୍ରମରେ ପକାଇଛନ୍ତି, ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ କ୍ଷମା ମାଗନ୍ତୁ
ସମୁଦ୍ରରେ ଦୁର୍ବଳ ହୋଇ ଆନ୍ଧ୍ର ପ୍ରଦେଶର କାଟ୍ରେନିକୋଣା ନିକଟରେ ବାତ୍ୟା ‘ପେତାଇ’ ସ୍ଥଳଭାଗ ଛୁଇଁଲା, ‘ପେତାଇ’ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ଜାରି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ୮ ତାରିଖରେ ଦିଲ୍ଲୀରେ ସଂସଦ ଭବନ ଆଗରେ ବିକ୍ଷୋଭ କରିବ ବିଜେଡି, ୬ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଦିଲ୍ଲୀ ଯାତ୍ରା କରିବେ ବିଜେଡି ନେତା, କର୍ମୀ
ବ୍ରହ୍ମପୁର: ପିତଳ ଗାଁରେ ମଦ ଭାଟି ବନ୍ଦ ଦାବିରେ ତାତିଲେ ମହିଳା, ମଦ ଭାଟିରେ ପଶି ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଲେ ଶତାଧିକ ମହିଳା
ବ୍ରହ୍ମପୁର: ଦିଗପହଣ୍ଡି ଥାନା ବାଗଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା
‘ପେତାଇ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ: ବଲାଙ୍ଗିରରେ ୩୧ମି.ମି, ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ, ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ
ଭଞ୍ଜନଗର: ତାରାସିଂ ରେଞ୍ଜ୍ ବାରଦଣ୍ଡା ଢେପସାହି କୋକଳବା ନାଳ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
‘ପେତାଇ’ ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି, ୧୧ ହଜାର ୬୦୦ ଜଣଙ୍କୁ ୧୭୪ଟି ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା
‘ପେତାଇ’ ସତର୍କତା ଦୃଷ୍ଟିରୁ ଆନ୍ଧ୍ରରେ ୨୨ଟି ପାସେଞ୍ଜର ଟ୍ରେନ୍ ବାତିଲ୍
ସାମୁଦ୍ରିକ ଝଡ଼ ‘ପେତାଇ’କୁ ନେଇ IMD ପକ୍ଷରୁ ବୁଲେଟିନ୍ ଜାରି, ଆଜି ଆନ୍ଧ୍ରର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁବ, ଘଣ୍ଟା ପ୍ରତି ୧୬ କି.ମି. ବେଗରେ ଗତି କରୁଛି
ସ୍ୱତନ୍ତ୍ର କୋଶଳ ରାଜ୍ୟ ମାନ୍ୟତା ଦାବିରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ମହାବନ୍ଦ ଡାକରା, ଝାରସୁଗୁଡ଼ାରେ ଦୋକାନ, ବଜାର ବନ୍ଦ ସହ ବସ୍ ଚଳାଚଳ ଠପ୍
ଆନନ୍ଦପୁର: ବୈତରଣୀ ବ୍ୟାରେଜ୍ରେ ସେଲ୍ଫି ନେଲା ବେଳେ ନଦୀକୁ ଖସିପଡ଼ି ଜଣେ ଇଂଜିନିୟରିଂ ଛାତ୍ର ନିଖୋଜ, କଟକ ବୋଷ ଇଂଜିନିୟରିଂ ସ୍କୁଲର ୩ ଛାତ୍ର ବାଇକ୍ରେ ଘଟଗାଁ ତାରିଣୀ ବୁଲିବାକୁ ଯାଇଥିଲେ, ନିଖୋଜ ଛାତ୍ର ଯାଜପୁର ଅଞ୍ଚଳର ବୈଲୋଚନ ସାମଲ
ଛତିଶଗଡ଼ର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭୂପେଶ ବାଘେଲ୍
ଜଳେଶ୍ୱର ଷ୍ଟେସନ ବଜାରରେ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍
ଜଳେଶ୍ୱର: ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼
ଜଳେଶ୍ୱର ଷ୍ଟେସନ ବଜାରରେ ଚୋରି ଅଭିଯୋଗରେ ଜଣେ ନାବାଳକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍
ପିପିଲି: ହାତୀ ଦେଖିବାକୁ ଯାଇ ହାତୀପଲ ଭିତରେ ଫସି ଗଲେ ଯୁବକ, ଯୁବକ ମୃତ କି ଜୀବିତ ଜାଣି ହେଉ ନାହିଁ, ଯୁବକଙ୍କୁ ଉଦ୍ଧାର ଲାଗି ବନବିଭାଗ ଓ ପୁଲିସର ଉଦ୍ୟମ ଜାରି
ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ-ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି,ନିର୍ବାଚନ ଆସିବାରୁ ସୁରଟ ଗସ୍ତ କରୁଛନ୍ତି,୧୯ ବର୍ଷ ହେଲା ପ୍ରବାସୀ ଓଡ଼ିଆଙ୍କ ପାଇଁ ଚିନ୍ତା କରିନ ଥିଲେ,ମୁଖ୍ୟମନ୍ତ୍ରୀଙ୍କ ଜିଦ୍ ଓଅହଙ୍କାର ପାଇଁ ପ୍ରବାସୀ ଓଡ଼ିଆ କ୍ଷତିଗ୍ରସ୍ତ ହେଉଛନ୍ତି
ଓଡ଼ିଶାରେ ‘ସତତ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ୪ଟି ତୈଳ କମ୍ପାନୀର ମିଳିତ ସହଯୋଗରେ ଚାଲିବ ବାୟୋ ଗ୍ୟାସ୍ ପ୍ରୋଜେକ୍ଟ; ନଡ଼ା, ଗୋବର ଓ ଅନ୍ୟ ବର୍ଜ୍ୟ ବସ୍ତୁକୁ ନେଇ ହେବ ବାୟୋ ଗ୍ୟାସ୍ ପ୍ଲାଣ୍ଟ୍
ବଙ୍ଗୋପସାଗରରେ ସାଇକ୍ଲୋନିକ୍ ଷ୍ଟର୍ମ ‘ପେଥାଇ’ ଘନୀଭୂତ, ଘଣ୍ଟା ପ୍ରତି ୭ କି.ମି. ବେଗରେ ଗତି କରୁଛି , ୧୬ ଓ ୧୭ରେ ଓଡ଼ିଶା ଓ ଛତିଶଗଡ଼ରେ ବର୍ଷା ହେବାର ସମ୍ଭାବନା ରହିଛି
ବୌଦ୍ଧ: ଟିକିରାସାହିରେ ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ, ଧାନ ବିଲରେ ଶ୍ୱଶୁର-ଜ୍ୱାଇଁ ବଚସା ପରେ ହତ୍ୟାକାଣ୍ଡ
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି, ୧୬ରୁ ସାରା ରାଜ୍ୟରେ କୋହଲା ପାଗ ସହ ବର୍ଷା ଲାଗି ରହିବ, ୧୭ରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳରେ ପ୍ରବଳ ବର୍ଷିବ
ସାଲେପୁର: ନିଶ୍ଚିନ୍ତକୋଇଲି ଥାନା କଟିକଟା ବଜାର ଗୁଳିମାଡ଼ ଘଟଣାରେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ସେଖ୍ ଆଝାରୁଦ୍ଦିନ୍ ଗିରଫ
ହକି ବିଶ୍ୱକପ ପ୍ରସଙ୍ଗରେ ମୁଖ୍ୟ ସଚିବ ଆଦିତ୍ୟ ପାଢୀଙ୍କୁ ଚିଠି ଲେଖିଲେ ବିଜୟ ପଟ୍ଟନାୟକ;କହିଲେ, ଟୁର୍ଣ୍ଣାମେଣ୍ଟ ନାଁ- ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮, କିନ୍ତୁ ବିଭିନ୍ନ ଗଣମାଧ୍ୟମରେ ଓଡ଼ିଶା ନାଁକୁ ବ୍ୟବହାର କରାଯାଉନାହିଁ, ଏଥିପାଇଁ ବିହିତ ପଦକ୍ଷେପ ନିଆଯାଉ
First
Prev
1645
1646
1647
1648
1649
1650
1651
1652
1653
1654
1655
Next
Last
© 2022 - Odisha Television Limited. All Rights Reserved.