ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କଟକ: ରଣଜୀରେ ତ୍ରିପୁରାକୁ ୫ ୱିକେଟରେ ହରାଇଲା ଓଡ଼ିଶା; ପଏଣ୍ଟ ଟେବୁଲ୍ରେ ଓଡ଼ିଶା ୧୩ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ
ଜଳେଶ୍ୱର: ପଶ୍ଚିମବଙ୍ଗର ଜଣେ ଯୁବତୀଙ୍କୁ ୫ ଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ; ଭୋଗରାଇ ଅଞ୍ଚଳରୁ ପୀଡ଼ିତାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ
ବିନିକା: ବିନିକା ବ୍ଲକ ସିଂହିଯୁବା ଗାଁର ଚାଷୀ ଭୁତୁଲୁ କର୍ଣ୍ଣ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପତ୍ନୀ ଓ ପୁତ୍ର; ଚାଷ ଜମିରେ ଚକଡ଼ା ପୋକ ଲାଗିଥିବାରୁ ଚିନ୍ତାରେ ଥିଲେ
ଭୁବନେଶ୍ୱର: ୩ଟି ଛିନତାଇ ଗ୍ୟାଙ୍ଗର ୯ ଲୁଟେରା ଗିରଫ; ୪ଟି ବାଇକ ଓ ୩୫ଟି ମୋବାଇଲ ଜବତ କଲା କମିଶନରେଟ ପୁଲିସ୍
ମୋହନା: ଆର.ଉଦୟଗିରି ଥାନା ବିଲେଇକୂଅଁ ଘାଟିରୁ ଖସିଲା ୧୦ ଚକିଆ ଟ୍ରକ, ୩ ମୃତ
ନୂଆଦିଲ୍ଲୀ: କୋଣାର୍କ ମନ୍ଦିର ସୁରକ୍ଷା ନେଇ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ମହେଶ ଶର୍ମାଙ୍କୁ ଭେଟିଲେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା; କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ସମୀର ଦାଶ, ସଂସ୍କୃତି ନିର୍ଦ୍ଦେଶକ, ASI ଡିଜି ମଧ୍ୟ ଉପସ୍ଥିତ
ସମ୍ବଲପୁର ଓ ହୀରାକୁଦରେ ରେଳ ରୋକ ଯୋଗୁ ଆଜି ୧୨ଟି ଟ୍ରେନ୍ ବାତିଲ: ରେଲୱେ ପକ୍ଷରୁ ଉଭୟ ପଟୁ ଟ୍ରେନ୍ ବାତିଲ୍
ବିଧାୟକ ଓ ବିଜେପିରୁ ଇସ୍ତଫା ଦେବା ନେଇ ୩ ପୃଷ୍ଠିଆ କାରଣ ଦର୍ଶାଇଲେ ଦିଲୀପ: କହିଲେ- ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ୨୦୧୯ରେ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବି ନାହିଁ
ପାରାଦୀପ: ପାରାଦୀପ ଇଫ୍କୋ ଛକ ନିକଟରେ ଏକ ବାଇକରେ ଆସି ୩ ଦୁର୍ବୃତ୍ତ ଗୁଳି କରି ୭ ଲକ୍ଷ ଟଙ୍କା ଲୁଟିଲେ, ଟଙ୍କା ଚାଲାଣ କରୁଥିବା ଗାଡ଼ି ଉପରକୁ ଗୁଳି କଲେ ଦୁର୍ବୃତ୍ତ, ଜଣଙ୍କ ଗୋଡ଼ରେ ବାଜିଛି ଗୁଳି
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି: ଗୋପାଳ ସୁବ୍ରମଣ୍ୟମଙ୍କ ଅବ୍ୟାହତି ଆବେଦନକୁ ଗ୍ରହଣ କଲେ କୋର୍ଟ, ଡିସେମ୍ବର ଶେଷ ସପ୍ତାହ ସୁଦ୍ଧା ନୂଆ ଆମିକସକ୍ୟୁରି ନିଯୁକ୍ତି ସମ୍ଭାବନା, ଜାନୁଆରୀ ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି
ଦିଲୀପ, ବିଜୟଙ୍କ ଇସ୍ତଫା ନେଇ ମନ୍ତ୍ରୀ ପ୍ରତାପ ଜେନା କହିଲେ- ଏଥିରୁ ସ୍ପଷ୍ଟ ବିଜେପି ସରକାର କଥାକୁହା ଓ ଜୁମଲା ସରକାର, ଦିଲୀପ ବାବୁ ଆସିଲେ ଭଲ, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ
ବିଜେପିରୁ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କ ଇସ୍ତଫା ଦ୍ୱାରା ଦଳ ଉପରେ କିଛି ଫରକ ପଡ଼ିବ ନାହିଁ: ଗୋଲକ ମହାପାତ୍ର
୧୨୦+ ଆକଳନ କଲା ବେଳେ ବିଜେପି ନେତୃତ୍ୱ ଭୁଲ୍ କରିଥିଲେ, ଅନୌପଚାରିକ ଆଲୋଚନା ବେଳେ ବି ସମସ୍ତେ ସ୍ୱୀକାର କରନ୍ତି: ବିଜୟ ମହାପାତ୍ର
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଅବା ରାଜ୍ୟ ସରକାର କାହାରି ଆନ୍ତରିକତା ନାହିଁ: ବିଜୟ ମହାପାତ୍ର
ବିଜେପି ଛାଡ଼ିଲେ ବିଜୟ ମହାପାତ୍ର; ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ସଂପର୍କରେ କଲେ ଘୋଷଣା
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ; ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଲେ, ବିଜେପିରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ଟ୍ୱିଟ୍ କରି ଜଣାଇଲେ
ବିଜେପି ଛାଡ଼ିଲେ ବିଜୟ ମହାପାତ୍ର; ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ସଂପର୍କରେ କଲେ ଘୋଷଣା
ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲୀପ ରାୟ; ବିଧାନସଭାରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ଦେଲେ
ଆଉ ଦୁଇ ଦିନ ପରେ ପ୍ରିୟଙ୍କା-ନିକ୍ଙ୍କ ବିବାହ
ବଲାଙ୍ଗିର: ପଶ୍ଚିମ ଓଡ଼ିଶା ବନ୍ଦ ପାଇଁ ବଲାଙ୍ଗିରରୁ ଛାଡ଼ିଥିବା ଇସ୍ପାତ ଏକ୍ସପ୍ରେସ ବରଗଡ଼ରୁ ଫେରିଲା; ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ପାଇଁ ଟିଟିଆଇ ପ୍ରତିଶ୍ରୁତି ଦେବା ପରେ ଟ୍ରେନ ଫେରିଲା
ବ୍ରହ୍ମପୁର: ଏକ ଘରୋଇ ସ୍କୁଲର ପିଲାଙ୍କୁ ନେଇ ଫେରିଲା ବେଳେ ସ୍କୁଲ୍ ବସ୍ର ରେଡିଏଟର ଫାଟି ୪ ଛାତ୍ର ଆହତ; ଏମ୍କେସିଜିରେ ଚିକିତ୍ସା ପରେ ଘରକୁ ଫେରିଲେ ଆହତ ପିଲା
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ମନ୍ତ୍ରିସ୍ତରୀୟ କମିଟି ବୈଠକ ଶେଷରେ କମିଟି ଅଧ୍ୟକ୍ଷ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସୂଚନା: କହିଲେ- ଆସନ୍ତା ୭ରେ ପୁଣି କୃଷକ ନେତାଙ୍କ ସହ ଆଲୋଚନା ହେବ, କୃଷକ ନେତାଙ୍କ ପରାମର୍ଶ ନିଆଯିବ, ପରାମର୍ଶ ମିଳିବା ପରେ ମନ୍ତ୍ରିସ୍ତରୀୟ କମିଟି ନିଷ୍ପତ୍ତି ନେବ
ପୁଣି ବିବାଦରେ ନଭଜୋତ୍ ସିଂହ ସିଦ୍ଧୁ
କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଚାଲିଛି ବୈଠକ: ଚାଷୀଙ୍କ ଦାବି ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ସମ୍ପର୍କରେ ଆଲୋଚନା
ମେଡିକାଲ ଶିକ୍ଷା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୁସି ଖବର: ଏଣିକି ୨୫ ବର୍ଷ ଟପିଲେ ବି ଦେଇହେବ ମେଡିକାଲ ଏଣ୍ଟ୍ରାନ୍ସ, ଅନ୍ତରୀଣ ଆଦେଶ ଜରିଆରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
First
Prev
1651
1652
1653
1654
1655
1656
1657
1658
1659
1660
1661
Next
Last
© 2022 - Odisha Television Limited. All Rights Reserved.