ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କୋଲକାତାରେ ଅଭିନେତ୍ରୀ ଋତୁପର୍ଣ୍ଣ ସେନଗୁପ୍ତାଙ୍କ ଘରୁ ଲୁଟିଥିବା ଅଭିଯୁକ୍ତ ବୋଧିସତ୍ତ୍ୱ ଭଟ୍ଟାଚାର୍ଯ୍ୟକୁ ଭୁବନେଶ୍ୱରରୁ ଗିରଫ କଲା ପୁଲିସ୍
ଝାରସୁଗୁଡ଼ା: ବେଲପାହାଡ଼ ମିର୍ଦ୍ଧାରୋଡ୍ରେ ଥିବା ବାଣ କାରଖାନାରେ ବିସ୍ଫୋରଣ; ଜଣେ ମୃତ
ଭୁବନେଶ୍ୱର ପହଞ୍ଚିବା ପରେ ଅପରାଜିତା ଷଡ଼ଙ୍ଗୀ କହିଲେ- ନିଜ ଘରକୁ ଫେରିଥିବାରୁ ବହୁତ ଉତ୍ସାହିତ; ମୁଁ ନୁହେଁ ଆମେ ହୋଇ କାର୍ଯ୍ୟ କରିବୁ, ଓଡ଼ିଶାକୁ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାକୁ କାର୍ଯ୍ୟ କରିବି
ଜୟପୁର କୋର୍ଟ ପରିସରରୁ ୨ ବିଚାରାଧୀନ ବନ୍ଦୀ ଚମ୍ପଟ ଘଟଣା: ଡ୍ୟୁଟିରେ ଖିଲାପ ନେଇ ଜଣେ ହାବିଲ୍ଦାର ଓ ୨ କନେଷ୍ଟବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କଲେ କୋରାପୁଟ ଏସ୍ପି
ସୁପ୍ରିମକୋର୍ଟରେ ପୋଲାଭରମ୍ ବିବାଦ ମାମଲା: ଓଡ଼ିଶା ଏବଂ ଛତିଶଗଡ଼ରେ ଜନଶୁଣାଣି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ; ଶନିବାର ସୁଦ୍ଧା ଟର୍ମସ୍ ଆଣ୍ଡ କଣ୍ଡିସନ୍ସ ଦାଖଲ ପାଇଁ ନିର୍ଦ୍ଦେଶ, ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି
ରାଉରକେଲା: ୨ୟ ବ୍ରାହ୍ମଣୀ ସେତୁ ପାଇଁ ପାନପୋଷରୁ ପଟୋଲା ବସ୍ତିରେ ଜବରଦଖଲ ଉଚ୍ଛେଦ ଆରମ୍ଭ; ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ଘର ଭାଙ୍ଗିଲା; ୪୬ ଘର ଭଙ୍ଗାଯିବ
ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସ୍ୟାଣ୍ଡ ଅାନିମେସନ୍ ଭିଡିଓ
ପରଦାକୁ ଆସିଲା ଅକ୍ଷୟ କୁମାର ଓ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଫିଲ୍ମ 2.0
ନୟାଗଡ଼: ଖଣ୍ଡପଡ଼ା ମଙ୍ଗଳାସାହିରେ ଦମ୍ପତି ପୋଡ଼ିହୋଇ ଗୁରୁତର ଘଟଣା; କଟକରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ
ଆଜି ହକି ବିଶ୍ୱକପ୍ର ଦ୍ୱିତୀୟ ଦିନ
ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ୧୨ ଘଣ୍ଟିଆ ମୁରିବାହାଲ ବ୍ଲକ୍ ବନ୍ଦ
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ ୪୮ ଘଣ୍ଟିଆ ମହାବନ୍ଦ ଆରମ୍ଭ: ସାମିଲ୍ ହେଲେ ବିଭିନ୍ନ ସଂଗଠନ, କ୍ଷେତରାଜପୁର ଷ୍ଟେସନରେ ଅଟକାଇଲେ ୨ଟି ଇଣ୍ଟରସିଟି
ବ୍ରହ୍ମଗିରି: ହାଣ୍ଡିଆଳ ଗାଁରେ ଗୋଟିଏ ଗୁହାଳରେ ଅଗ୍ନିକାଣ୍ଡ; ୭ ଗୋରୁ ଜୀବନ୍ତ ଦଗ୍ଧ; ୬ ଗୋରୁ ଗୁରୁତର
ଉମରକୋଟ: ପିପଲପଦର ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ବିଏସ୍ପଦର ଗାଁର ମନ୍ଦର ଭତ୍ରା ଭାଲୁ ଆକ୍ରମଣରେ ମୃତ, ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତିଗଲେ
ଧିରସ୍ଥିର ଓ ଶାନ୍ତ ହୋଇ ଖେଳିଲେ ଟିମ୍ ଇଣ୍ଡିଆ ଜିତିବା ସୁନିଶ୍ଚିତ, ନିଜ ଗ୍ରାଉଣ୍ଡ ହେତୁ ବଡ଼ ସୁଯୋଗ ରହିଛି, ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ ଭଲ ଖେଳି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନିଅନ୍ତୁ: ଧନରାଜ ପିଲ୍ଲେ
ତିତ୍ଲି ପ୍ରଭାବିତ ମାଡ଼ା ଗାଁର ୨ ଜଣ ଛୋଟ ପିଲାଙ୍କ ବାତ୍ୟାରେ ମୃତ୍ୟୁ ଘଟିଛି, ସରକାର ମାନୁନାହାନ୍ତି, ୮୧୩ କୋଟି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ହିସାବ ଦିଅ: ପ୍ରଦୀପ ପୁରୋହିତ
ବିଜେଡିକୁ ଭୋଟ୍ ଦେଇନଥିବାରୁ ତିତ୍ଲି ପ୍ରଭାବିତ ତିତିଲି ଓ କଇଁପୁରରେ ସହାୟତା ମିଳିନଥିବା ଲୋକେ ଅଭିଯୋଗ କରିଛନ୍ତି: ପ୍ରଦୀପ ପୁରୋହିତ
ତିତ୍ଲି ପ୍ରଭାବିତ ତିତିଲି ଓ କଇଁପୁରରେ ହଜାରେ ଟଙ୍କା, ୫୦ କେଜି ଚାଉଳ ଛଡ଼ା ଆଉ କିଛି ଦିଆଯାଇନି, ପ୍ରଭାବିତଙ୍କୁ ୧୦ ଦିନ ହେଲା କୌଣସି ପ୍ରକାର ସହାୟତା ମିଳିନି, ରାସ୍ତା ନାହିଁ କି ଘର ନାହିଁ, ଲୋକେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି: ପ୍ରଦୀପ ପୁରୋହିତ
ଭୁବନେଶ୍ୱରରେ ଉଦ୍ଘାଟନ ହେଲା ଷ୍ଟେଟ୍ ଭିଜିଲାନ୍ସ ଟ୍ରେନିଂ ଏକାଡେମୀ: ଦକ୍ଷତା ବୃଦ୍ଧି, ଦୁର୍ନୀତି ନିବାରଣ କ୍ଷେତ୍ରରେ ତାଲିମ ଦିଆଯିବ; ଜାତୀୟ, ଅନ୍ତର୍ଜାତୀୟ ପ୍ରଶିକ୍ଷକ ଟ୍ରେନିଂ ଦେବେ
ବାଲେଶ୍ୱର: ସରକାରୀ ଯୋଜନାରୁ ବଞ୍ଚିତ କଳମା ପଞ୍ଚାୟତବାସୀଙ୍କ ୫ ନମ୍ବର ଜାତୀୟ ରାଜପଥ ଅବରୋଧ, ବାଲେଶ୍ୱର-ବାରିପଦା ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ହକି ଟିମ୍ ଇଣ୍ଡିଆର ବିଜୟ କାମନା କଲେ କୋଚ୍ ହରେନ୍ଦ୍ର ସିଂହ, କହିଲେ- ଦେବଭୂମିରେ ଭାରତ ଭଲ ପ୍ରଦର୍ଶନ କରିବ, ୩ ଓଡ଼ିଆଙ୍କ ଏହା ନିଜ ଗ୍ରାଉଣ୍ଡ, ତାଙ୍କଠୁ ଅନେକ ଆଶା କରାଯାଉଛି
ବରଗଡ଼: ସୋହେଲାକୁ ସବ୍ଡିଭିଜନ ମାନ୍ୟତା ଦାବିରେ ନାଗରିକ କମିଟିର ୧୨ ଘଣ୍ଟିଆ ସୋହେଲା ବନ୍ଦ, ଦୋକାନ ବଜାର ସହ ଶିକ୍ଷାନୁଷ୍ଠାନ ବନ୍ଦ, ଗାଡ଼ି ଚଳାଚଳ ସ୍ୱାଭାବିକ
ବଲାଙ୍ଗିର: ଲ’ କଲେଜ ନିକଟସ୍ଥ ଏକ ଦୋକାନରେ ଅଗ୍ନିକାଣ୍ଡ, ଦୋକାନ ମାଲିକ ଜୀବନ୍ତ ଦଗ୍ଧ, ପୂର୍ବ ଶତ୍ରୁତାରୁ ହତ୍ୟା ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ
ଅପରାଜିତା ଷଡଙ୍ଗୀ ଦଳରେ ପ୍ରାଥମିକ ସଦସ୍ୟ ଭାବେ ଯୋଗଦେଇଛନ୍ତି: ଜୁଏଲ ଓରାମ
ଧର୍ମେନ୍ଦ୍ର ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାଙ୍କ ନେତୃତ୍ୱରେ ଲଢ଼ିବୁ, ଆମର ମୁଖ୍ୟ ଲକ୍ଷ୍ୟ ନବୀନ ଯିବା ଦରକାର, ତାମିଲ ଶାସନ ସରିବା ଦରକାର: ଜୁଏଲ ଓରାମ
First
Prev
1652
1653
1654
1655
1656
1657
1658
1659
1660
1661
1662
Next
Last
© 2022 - Odisha Television Limited. All Rights Reserved.