ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ- ଓଡ଼ିଶାରେ କେବଳ ଆଦିବାସୀଙ୍କ ଜମି, ଜଳ, ଜଙ୍ଗଲ ହଡପ ହେଉଛି
ଭବାନୀପାଟଣା ସଭାରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- ଚୌକିଦାର ଚୋର, ନବୀନ ପଟ୍ଟନାୟକ ରିମୋଟ୍ କଣ୍ଟ୍ରୋଲ, ଚୌକିଦାର ଯାହା କହିବେ, ନବୀନ ସେଥିରେ ହଁ ଭରିବେ, ରିମୋଟ୍ କଣ୍ଟୋଲ ଫିଙ୍ଗନ୍ତୁ, କଂଗ୍ରେସକୁ ଭୋଟ ଦିଅନ୍ତୁ
ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସବୁ ଗରିବଙ୍କୁ ସର୍ବନିମ୍ନ ଆୟ ଦିଆଯିବ: ରାହୁଲ ଗାନ୍ଧି
ଭବାନୀପାଟଣା ସଭାରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- ନବୀନ ପଟ୍ଟନାୟକ ଆପଣଙ୍କୁ ଚିଟଫଣ୍ଡ ଭ୍ରଷ୍ଟାଚାର ଦେଲେ, ନରେନ୍ଦ୍ର ମୋଦି ରାଫେଲ ଦୁର୍ନୀତି ଦେଲେ
ଭବାନୀପାଟଣା ସଭାରେ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- ନିୟମଗିରି ଆସିଥିଲି, ଆପଣଙ୍କ ସହ ଛିଡ଼ା ହୋଇଥିଲି, ଆପଣଙ୍କ ଅଧିକାର ପାଇଁ ଛିଡ଼ା ହେଲି, ତାକୁ ରକ୍ଷା କଲି
ଭବାନୀପାଟଣା ସଭାରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- ବିଜେପି ଏବଂ ବିଜେଡି ଆଦିବାସୀଙ୍କ ଜମି ହଡ଼ପ କରିବାକୁ ଚାହୁଁଛି, କଂଗ୍ରେସ ଆଦିବାସୀଙ୍କ ଜମି ଓ ହକ୍ ନିଶ୍ଚୟ ରକ୍ଷା କରିବ
ପୁଣିଥରେ ରାଜନୀତିରେ ସକ୍ରିୟ ହେଲେ ତେଜପ୍ରତାପ ଯାଦବ
ଭବାନୀପାଟଣା ସଭାରେ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- ଛତିଶଗଡ଼ରେ ଧାନ MSP ୨୫୦୦, ଏଠି କେତେ ମିଳୁଛି ? ଓଡ଼ିଶାରେ କଂଗ୍ରେସ ଆସିଲେ ଧାନ କ୍ୱିଣ୍ଟାଲ ୨୬ଶହ ହେବ
ଭବାନୀପାଟଣା ସଭାରେ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ: କହିଲେ- ଆମେ କହିଥିଲୁ କଂଗ୍ରେସ ସରକାର ଆସିଲେ କୃଷି ଋଣ ଛାଡ଼ ହେବ, ୧୦ ଦିନ ନୁହେଁ, ୨ ଦିନ ଭିତରେ ୩ଟି ରାଜ୍ୟରେ ଋଣ ଛାଡ଼ କଲୁ
ଭବାନୀପାଟଣା ସଭାରେ କେନ୍ଦ୍ର ଉପରେ ବର୍ଷିଲେ ରାହୁଲ: କହିଲେ- ନରେନ୍ଦ୍ର ମୋଦି ବିଆରଜିଏଫ୍ ପାଣ୍ଠି ହ୍ରାସ କରିଛନ୍ତି, କୃଷକଙ୍କ ପାଇଁ ବଡ଼ ଘୋଷଣା କରି ଦୈନିକ ୧୭ ଟଙ୍କା ଦେଇଛନ୍ତି, କିନ୍ତୁ ତାଙ୍କ ୧୫ ମିତ୍ରଙ୍କ ପାଇଁ ସାଢେ ୩ ଲକ୍ଷ କୋଟି ଛାଡ଼ କରିଛନ୍ତି
ଭବାନୀପାଟଣା ସଭାରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ରାହୁଲ: କହିଲେ- କଂଗ୍ରେସ ଆପଣଙ୍କ ଅଞ୍ଚଳକୁ ସବୁବେଳେ ସ୍ୱତନ୍ତ୍ର ଭାବେ ଦେଖିଛି, ସବୁ କଂଗ୍ରେସ ପ୍ରଧାନମନ୍ତ୍ରୀ ଆପଣମାନଙ୍କୁ ଗୁରୁତ୍ୱ ଦେଇଛନ୍ତି, ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ଆପଣମାନଙ୍କୁ ଅଣଦେଖା କରିଛନ୍ତି
ଚାଷୀ ପ୍ରସଙ୍ଗରେ ସଞ୍ଜୟ ଦାସବର୍ମାଙ୍କ ମନ୍ତବ୍ୟକୁ ନେଇ ରବି ନାଏକ କହିଲେ- କେଭି ମୋତେ ପଏଣ୍ଟ ଅଫ୍ ଅର୍ଡରରେ ରେମୁଣା ପ୍ରସଙ୍ଗ କଥା କହୁଥିଲେ, କେଭି କ’ଣ କହୁଥିଲେ ସଞ୍ଜୟ ବୁଝି ପାରିଲେ ନାହିଁ
କେଭିଙ୍କୁ ଟାର୍ଗେଟ୍ କଲେ ସଞ୍ଜୟ ଦାସବର୍ମା: କହିଲେ- ଚାଷୀ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ରାଜି ଥିଲେ, ବିଧାୟକ ରବି ନାଏକଙ୍କୁ ଉସୁକାଇ ଆଲୋଚନା ଭଣ୍ଡୁର କଲେ
ଜଗତସିଂହପୁର: ଏରସମା ପୀତାପାଣି ଗାଁରେ ଆକ୍ରମଣର ଶିକାର ହୋଇଥିବା କାବୁଲି ଖଟୁଆ ନାମ୍ନୀ ମହିଳାଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆକ୍ରମଣ କରିଥିବା ଗାଁର ବାବୁଲି ମଣ୍ଡଳଙ୍କ ଘରେ ଭଙ୍ଗାରୁଜା କଲେ ଗାଁର କିଛି ଲୋକ
ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ 'ପେତାଇ'
ହକି ବିଶ୍ୱକପ୍ : ବେଲଜିୟମ ଚାମ୍ପିଅନ୍
କାମାକ୍ଷାନଗରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ବିଭିନ୍ନ ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ
ପୁଣି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତି ସରକାରଙ୍କ ଆକ୍ରୋଶ: କେନ୍ଦ୍ରାପଡ଼ା ବତୀଘର ଠାରେ ବୈଜୟନ୍ତଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦେଲାନି ପ୍ରଶାସନ, ଅନୁମତି ପତ୍ର ନଥିବା କହିଥିଲା ପ୍ରଶାସନ, ଟ୍ୱିଟ୍ କରି ହେଲିକପ୍ଟର ଓହ୍ଲାଇବା ଅନୁମତି ପତ୍ର ଦେଖାଇଲେ ବୈଜୟନ୍ତ
ଗୃହରେ ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ: ରେମୁଣା ଜମିହରା ଓ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇବିଜେପି ଓ ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିରେ ଛିଡ଼ା ହୋଇ ବିଜେଡି ସଦସ୍ୟଙ୍କ ପ୍ରତିବାଦ, ଗୃହକୁ ଘଣ୍ଟାଏ ପାଇଁ ମୁଲତବି ଘୋଷଣା କଲେ ବାଚସ୍ପତି
ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲଡୁ କିଶୋରଙ୍କ ବଡ଼ ପୁଅ ନଚିକେତନଙ୍କ ସହ କଥା ହେଲେ, ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ
ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱରରେ କ୍ରିକେଟ୍ ଲିଜେଣ୍ଡ ସଚିନ୍ ତେନ୍ଦୁଲକର
ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା
ଜୋରାମଥାଙ୍ଗ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ
ହକି ବିଶ୍ୱକପ୍ ଫାଇନାଲରେ ବେଲଜିୟମ୍
First
Prev
1612
1613
1614
1615
1616
1617
1618
1619
1620
1621
1622
Next
Last
© 2022 - Odisha Television Limited. All Rights Reserved.