ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଜମି ଅଡୁଆ: ଜୟପୁର ଇଡିରେ ହାଜର ହେଲେ ରବର୍ଟ ଭଦ୍ରା
କଂଗ୍ରେସରେ ଯୋଗଦେବେ ହେମା ଗମାଙ୍ଗ, କିଛି ମାସ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ
ସଚିବାଳୟରେ ମକ୍ ପୋଲ୍; ମୁଖ୍ୟ ସଚିବଙ୍କ ସହ ବହୁ ଅଧିକାରୀ ସାମିଲ୍, ମକ୍ ପୋଲରେ ଇଭିଏମ୍, ଭିଭିପାଟ୍ ବ୍ୟବହାର ନେଇ ଅବଗତ କରାଗଲା
ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ ନେଇ କୃଷି ସଚିବ କହିଲେ- ଆମେ ଏବେ କାଳିଆ ଯୋଜନା ତାଲିକା ପ୍ରସ୍ତୁତ କରୁଛୁ; କେନ୍ଦ୍ର ଚିଠି ପାଇଛୁ, ପରୀକ୍ଷାନିରୀକ୍ଷା ଚାଲିଛି, କେନ୍ଦ୍ର ଅଧିକାରୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବୁ
ପୁରୀ: ଶ୍ରୀମନ୍ଦିର ସଂସ୍କାର ପାଇଁ ଆସନ୍ତା ୧୭ରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଡାକିଲେ ଶଙ୍କରାଚାର୍ଯ୍ୟ; ବୈଠକରେ ସାମିଲ୍ ହେବାକୁ ମନ୍ଦିର ପରିଚାଳନା କମିଟିକୁ ବି ନିମନ୍ତ୍ରଣ କଲେ, ଗୋବର୍ଦ୍ଧନ ମଠ ମୁଖପାତ୍ର ମନୋଜ ରଥ ଏହି ସୂଚନା ଦେଇଛନ୍ତି
ଜଳେଶ୍ୱର: ଭୋଗରାଇ ରାମଚନ୍ଦ୍ରପୁର ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା, ଅନୁସନ୍ଧାନ ପାଇଁ ଯାଇଥିବା ୨ ଶିଶୁ ମଙ୍ଗଳ ଅଧିକାରୀ ଅଟକ
ପ୍ରଖ୍ୟାତ ସିନେ ନିର୍ମାତା ମୃଣାଳ ସେନଙ୍କ ବିୟୋଗ
ଆସନ୍ତା ୧୫ରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ; ସାଢ଼େ ୪ ଲକ୍ଷ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କା ମିଳିବ, ଆସନ୍ତା ୨୨ରେ ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ସହାୟତା ମିଳିବ, ସୂଚନା ଦେଲେ କୃଷି ସଚିବ
ବାଲେଶ୍ୱର: ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ୍ ମର୍ଡର, ଘର ଭିତରୁ ମହିଳା ଓ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରି ପୁଲିସ୍ର ତନାଘନା
ଭୁବନେଶ୍ୱର: ରୋଗୀ ମୃତ୍ୟୁକୁ ନେଇ ସହିଦ ନଗରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା; ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ପରିବାର ଲୋକେ
ଭୁବନେଶ୍ୱର: ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ଚଉଷଠୀ ଯୋଗିନୀ ପୀଠରୁ ‘ଚାଲ କ୍ଷେତ୍ର ଯିବା’ ପଦଯାତ୍ରାର ଶୁଭାରମ୍ଭ; ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି, ପଦଯାତ୍ରାରେ ସାଧୁସନ୍ଥ, କଳାକାର ଓ ଚ୍ୟାନେଲ୍ ପରିବାର ସାମିଲ ହୋଇଛନ୍ତି
ବଲାଙ୍ଗିର: ତୁଷୁରା ଡାକ୍ତରଖାନାକୁ ଅପଗ୍ରେଡ୍ ଦାବିରେ ନାଗରିକ କମିଟି ପକ୍ଷରୁ ତୁଷୁରା ଓ ଗୁଡ଼ଭେଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା
ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ-ବାଲେଶ୍ୱର କୋ-ଅପରେଟିଭ୍ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭଞ୍ଜନଗର: ଜମାପଲ୍ଲୀ ଗାଁ ପାଖରେ ଜଳିଗଲା ୪ଟି ଧାନଖଳା;୧୦ ଏକର ଜମିରୁ ସଂଗୃହୀତ ଧାନ ପୋଡ଼ି ନଷ୍ଟ
୧୬ ଘଣ୍ଟିଆ ଭବାନୀପାଟଣା ବନ୍ଦ ଡାକାରା; ସହରର ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦାବିରେ ଜନ୍ମମାଟି ସୁରକ୍ଷା ସଂଗ୍ରାମ ସମିତି ଦେଇଛି ବନ୍ଦ ଡାକରା
୪ ଦଫା ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ; ଢେଙ୍କାନାଳ ସହରରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ
ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ, ଭିଡ଼କୁ ଦୃଷ୍ଟିରେ ରଖି ୩୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ
ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ମେଲବୋର୍ଣ୍ଣ ଟେଷ୍ଟ : ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍ ବିଜୟ ଲକ୍ଷ୍ୟ
ବିନିକା: ଡୁଙ୍ଗୁରୀପାଲି ରାଜୀବ ଭବନରେ ଚାଲିଥିବା ‘ପିଠା’ କାର୍ଯ୍ୟକ୍ରମ ବେଳେ ଫାଙ୍କା ଗୁଳି ଚାଳନା
କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ଘଟଣାକୁ ନେଇ ମହିଳା କଂଗ୍ରେସ କହିଲେ- ନାରୀଙ୍କୁ ସୁରକ୍ଷା ଦେବାରେ ୧୯ ବର୍ଷର ନବୀନ ସରକାର ବିଫଳ, ପଦବୀରେ ରହିବାର ମୁଖ୍ୟମନ୍ତ୍ରୀଙ୍କ ଯୋଗ୍ୟତା ନାହିଁ, ଇସ୍ତଫା ଦିଅନ୍ତୁ; ୨ ଦିନ ମଧ୍ୟରେ ଇସ୍ତଫା ନଦେଲେ ନବୀନ ନିବାସ ଘେରାଉ କରିବୁ
ଜେରା ବେଳେ ମିସେଲ ପରୋକ୍ଷରେ ସୋନିଆଙ୍କ ନାଁ ନେଲେ
ବର୍ତ୍ତମାନର ମୁଖ୍ୟ ଖବର
୪ ଦିନରେ ୧୦୦ ଟପିଲାଣି ମଦ ମୃତ୍ୟୁ ସଂଖ୍ୟା
ଖୋର୍ଦ୍ଧା: ଜଟଣୀ ଥାନା ଅଞ୍ଚଳର ଘର ଭିତରୁ ଜଣେ ନବମ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର, ଝିଅକୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଅଭିଯୋଗ କଲେ ମାଆ
First
Prev
1608
1609
1610
1611
1612
1613
1614
1615
1616
1617
1618
Next
Last
© 2022 - Odisha Television Limited. All Rights Reserved.