ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
କାମାକ୍ଷାନଗର: ଭୁବନ ମେଡିକାଲର ଉନ୍ନତୀକରଣ ଦାବିରେ ଆଞ୍ଚଳିକ ଉନ୍ନୟନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା; ଏନ୍ଏଚ୍-୫୩ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ
ରବର୍ଟ ଭଦ୍ରାଙ୍କ ଘରେ ରେଡ୍କୁ ନେଇ ଇଡିକୁ କଂଗ୍ରେସର ପରୋକ୍ଷ ଧମକ
ସାମାଜିକ ନ୍ୟାୟ ଅଭିଯାନ ସଭାରେ କେଜ୍ରିୱାଲଙ୍କ ବକ୍ତବ୍ୟ, ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଶର ବିକାଶ ହୋଇପାରିନି, ସବୁଠାରୁ ଅଧିକ ଗରିବ ଲୋକ ଓଡ଼ିଶାରେ ଅଛନ୍ତି, କଂଗ୍ରେସ, ବିଜେପି, ବିଜେଡି ଏମାନେ ସବୁ ଦେଶକୁ ଲୁଟିଛନ୍ତି
ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ପୁଣି ବିବାଦ
ଫେବୃଆରୀରେ ଏଣ୍ଟରଟେନ୍ କରିବାକୁ ଆସୁଛି ଏହି ସବୁ ଫିଲ୍ମ
ଭିମସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତାଙ୍କୁ ଅାଜି ସୋ’ କଜ୍ ନୋଟିସ ଜାରି
ଖୋର୍ଦ୍ଧାରେ ଓକିଲଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼ ଘଟଣା: ବୋମାମାଡ଼ ପ୍ରତିବାଦରେ କୋର୍ଟ କାର୍ଯ୍ୟ ବର୍ଜନ କଲେ ଓକିଲ ସଂଘ
ଯାଜପୁର: ପୁଲିସ୍ ପରିଚୟ ଦେଇ ଯାଜପୁର ରୋଡ୍ ଥାନା ଦଳା ବାଇପାସ୍ ଛକରୁବୃଦ୍ଧ ଦମ୍ପତିଙ୍କ ଠାରୁ ସୁନା ଚେନ୍ ଲୁଟିନେଲେ ୩ ଦୁର୍ବୃତ୍ତ
ରାଜ୍ୟରେ ଆହୁରି ୪୮ ଘଣ୍ଟା ଶୀତ ଲହରି ଜାରି ରହିବ, କୋଲ୍ଡ ୱେଭ୍ କଣ୍ଡିସନ୍ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ
ଫେବ୍ରୁଆରୀ ୬ ତାରିଖରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ରାଉରକେଲା ଓ ଭବାନୀପାଟଣାରେ ଦଳୀୟ ସମାବେଶରେ ଯୋଗଦେବେ
ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ପୁଣି ନୋଟିସ କରିବ ସିବିଆଇ: ନୋଟିସ୍ ପରେ ହାଜର ନ ହେବାରୁ ପୁଣି କରାଯିବ ନୋଟିସ୍, ସୂଚନା ଦେଲେ ବରିଷ୍ଠ ସିବିଆଇ ଅଧିକାରୀ
ଏକଜିଟ୍ ପୋଲ୍ ସର୍ଭେ : ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି-କଂଗ୍ରେସ ମଧ୍ୟରେ ହୋଇପାରେ କଡ଼ା ଟକ୍କର
କାଳିଆ ଯୋଜନା ଟଙ୍କା ପ୍ରଦାନ ନେଇ କୃଷି ସଚିବ କହିଲେ- ଏହି ଯୋଜନା ପାଇଁ ପ୍ରଥମେ ୨୦ ଲକ୍ଷ ଚାଷୀଙ୍କ ଡ୍ରାଫ୍ଟ ତାଲିକା ହୋଇଥିଲା,ଏଥିରେ କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଯାଇଥିଲେ, ପଞ୍ଚାୟତରେ ଯାଞ୍ଚ ପରେ ୧୨ ଲକ୍ଷ ୪୫ ହଜାର ଚାଷୀ ତାଲିକାରେ ରହିଛନ୍ତି
ଖୋର୍ଦ୍ଧା: ଜଣେ ଆଇନଜୀବୀଙ୍କ ଜେମାଦେଈ ସ୍ଥିତ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼, ୬ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର
ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ପୁଞ୍ଜିଲାଲ ମେହେରଙ୍କ ବିରୋଧରେ ଫାଇନାଲ୍ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ, ୭୬ ଜଣଙ୍କ ସାକ୍ଷୀ ଆଧାରରେ ୬୫ ପୃଷ୍ଠାର ଚାର୍ଜସିଟ୍ ଦାଖଲ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ-ରେଳ ଦୁର୍ଘଟଣା ହ୍ରାସ ପାଇଁ ପ୍ରାୟ ସବୁ ଜେଗୁଆଳୀବିହୀନ ଲେଭଲକ୍ରସିଂ ହଟାଇ ଦିଆଯାଇଛି, ଶିଶୁମାନଙ୍କ ପ୍ରତି ଅପରାଧ ହ୍ରାସ ପାଇଁ କଡ଼ା ପଦକ୍ଷେପ ନିଆଯାଇଛି, ନାବାଳିକା ଦୁଷ୍କର୍ମକାରୀଙ୍କ ପାଇଁ ଫାଶି ଦଣ୍ଡର ବ୍ୟବସ୍ଥା କରାଯାଇଛି
ଆଜି ଦେଶର ପ୍ରତ୍ୟେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି, ଆୟକର ବୋଝ ହଟାଇ ମଧ୍ୟମବର୍ଗଙ୍କୁ ସରକାର ଆଶ୍ୱସ୍ତି ଦେଇଛନ୍ତି, ୧୨ ଲକ୍ଷ ଦିବ୍ୟାଙ୍ଗଙ୍କୁ ସାଢେ ୪ କୋଟିର ଉପକରଣ ଦିଆଯାଇଛି, ଦିବ୍ୟାଙ୍ଗଙ୍କ ପାଇଁ ରେଳ ଷ୍ଟେସନରେ ସୁବିଧା କରାଯାଇଛି: ରାଷ୍ଟ୍ରପତି ରାମନାଥ କୋବିନ୍ଦ
ମିଳିତ ଅଧିବେଶନରେ ସରକାରଙ୍କ ସଫଳତା ବର୍ଣ୍ଣନା କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: କହିଲେ- ଗତ ୪ ବର୍ଷରେ ମେଡିକାଲ ଶିକ୍ଷା ପାଇଁ ୩୧ ହଜାର ସିଟ୍ ଯୋଡ଼ାଯାଇଛି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର ଦିଆଯାଉଛି, ଗତ ସାଢେ ୪ ବର୍ଷରେ ୧ କୋଟି ୩୦ ଲକ୍ଷ ଘର ନିର୍ମାଣ କରାଯାଇଛି
ବାଲୁଗାଁ: ୩ଟି ମନ୍ଦିରରୁ ହୁଣ୍ଡି ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍; ଗୋପୀନାଥପୁର ମା’ ବାଟ ମଙ୍ଗଳା ମନ୍ଦିର, ମଠପାଟଣାର ମା’ଙ୍କ ମନ୍ଦିର ଓ ତେନ୍ତୁଳିଡିହି ଶ୍ୟାମସୁନ୍ଦରୀ ମନ୍ଦିରରୁ ହୋଇଛି ଲୁଟ୍
ବାଲେଶ୍ୱର: ରେମୁଣା ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ବଦଳି ନେଇ ରେମୁଣା ଗୋପୀନାଥପୁର ଛକ-ସନନଦୀ ରାସ୍ତାରେ ବସିଲେ ଛାତ୍ରୀ
ଭବାନୀପାଟଣା: ମ.ରାମପୁର-କେନ୍ଦୁଘାଟିରେ ରାସ୍ତା କାମରେ ନିୟୋଜିତ ଜେସିବି ପୋଡ଼ିଲେ ନକ୍ସଲ, ଗଛ ପକାଇ ଫିକରକୁପା-ଢେପଗୁଡ଼ା ରାସ୍ତା ଅବରୋଧ
କଟକ, ଭୁବନେଶ୍ୱର ସହରରେ ବଢ଼ିଛି ଅପରାଧ ହାର,୨୦୧୫, ୧୬, ୧୭ ତୁଳନାରେ ୨୦୧୮ରେ ଅପରାଧ ହାର ୫% ବୃଦ୍ଧି, ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ଘଟଣା ବୃଦ୍ଧି ପାଇଥିବା ପୋଲିସର ସୂଚନା
ଭାରତ-ଅଷ୍ଟ୍ରେଲିଅା ପ୍ରଥମ ଟେଷ୍ଟ ; ପ୍ରଥମ ଦିନରେ ଭାରତ ୨୫୦/୯
ପଟ୍ଟାମୁଣ୍ଡାଇ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଭୁଜାଲିରେ ଆକ୍ରମଣ,ଗୁରୁତର ସାମ୍ବାଦିକ ପଟ୍ଟାମୁଣ୍ଡାଇ ମେଡିକାଲରେ ଭର୍ତ୍ତି, ଏକ ଅପହରଣ ଖବର ପ୍ରସାରଣକୁ ନେଇ ଆକ୍ରମଣ ସୂଚନା
ପୁରୀରେ ୧ରୁ ୩ ତାରିଖ ଯାଏ ବିଜେପି ଆଦିବାସୀ ମୋର୍ଚ୍ଚାର ମହାଧିବେଶନ: ଆସାମ ଓ ଅରୁଣାଚଳ ମୁଖ୍ୟମନ୍ତ୍ରୀଙ୍କ ସହ ତ୍ରିପୁରା ଉପମୁଖ୍ୟମନ୍ତ୍ରୀ ଆସିବେ, ୩ରେ ଆଦିବାସୀ ଅଧକାର ରାଲି, ଯୋଗଦେବେ ଲକ୍ଷେ ଜନଜାତି
First
Prev
1617
1618
1619
1620
1621
1622
1623
1624
1625
1626
1627
Next
Last
© 2022 - Odisha Television Limited. All Rights Reserved.