ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ରାଜନୀତି ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା ଗାନ୍ଧି
ଭୁବନେଶ୍ୱର: ୧୦୫ ଗ୍ରାମ ବ୍ରାଉନସୁଗାର ଜବତ; ନିଶା ବେପାରୀ କ୍ଷୀରୋଦ ସାହୁକୁ ଗିରଫ କଲା ଅବକାରୀ ବିଭାଗ
ମାଲକାନଗିରି: ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତା ପାଙ୍ଗାମ ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୪ ମୃତ, ୧୧ ଗୁରୁତର
ଭୁବନେଶ୍ୱର: ଆସନ୍ତାକାଲି ଲୋକାୟୁକ୍ତ ଚୟନ କମିଟି ବୈଠକ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବାଚସ୍ପତି ପ୍ରଦୀପ ଅମାତ, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ, ସଦସ୍ୟ ଅନଙ୍ଗ ପଟ୍ଟନାୟକ ଉପସ୍ଥିତ ରହିବେ
ଏଣିକି କେବଲ ଓ DTHରେ ଚାନେଲ ଅନୁସାରେ ଟଙ୍କା
ବାରିପଦା: ସରସ୍ୱତୀ ପୂଜା ଭୋଗ ଖାଇ ରଙ୍ଗାମାଟିଆ ପ୍ରାଥମିକ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ; ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁନୀତା ଲାକ୍ରା
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଫିଲ୍ମକୁ ନେଇ ମହାରାଷ୍ଟ୍ର ଯୁବ କଂଗ୍ରେସର ଆପତ୍ତି
ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୩ ମୃତ, ୧୨ ଗୁରୁତର
ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି ନବ ନିର୍ମାଣ କୃଷକ ସଙ୍ଗଠନ
ରାଉରକେଲା: ବୀରମିତ୍ରପୁରରେ ୭ ବର୍ଷର ଶିଶୁପୁତ୍ରକୁ ରକ୍ତହୀନତା ପାଇଁ ୧୦ଟି ସ୍ଥାନରେ ଦିଆଯାଇଛି ଚେଙ୍କ; ଗୁରୁତର ଅବସ୍ଥାରେ ତାକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
ବରଗଡ଼: ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲା; ସୋହେଲା ଥାନା ASI ବନମାଳୀ କୁଅଁରଙ୍କୁ ଗିରଫ କଲା ପୁଲିସ୍
ବିଜେଡି ସରକାର ବିରୋଧରେ ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୨୧ଟି ଜାଗାରେ ଜନଅଦାଲତ କରିବ ବିଜେପି: ଅଦାଲତରେ ସରକାରଙ୍କୁ ପ୍ରଶ୍ନ କରିବେ ସ୍ଥାନୀୟ ଲୋକେ
ନାବାଳକ ପ୍ରେମିକର ଉନ୍ମତ୍ତକାଣ୍ଡ
ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି: ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟ ଶାସନ ସଚିବ; ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ ଶେଷ ହେବ, ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ କରିବେ
ଚାନ୍ଦବାଲି: ମୃଗନୟନୀ ଗାଁରେ ୨ଟି ପରିବାରର ୪ ବଖରା ଘର ଜଳିଗଲା; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
ନାରାୟଣପାଟଣା: ପରୀକ୍ଷା କେନ୍ଦ୍ର ୫୦ କିମି ଦୂରରେ ହୋଇଥିବା ଯୋଗୁ କୁମ୍ଭାରୀପୁଟ କଲେଜର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ
ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବା ପୂର୍ବରୁ ଲୋକଙ୍କ ମତାମତ ନେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଜଗତସିଂହପୁରରେ ପହଞ୍ଚିଲା କଂଗ୍ରେସ ଟିମ୍: ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ୍ ସିଂହଦେଓ ଓ ସ୍ଥାନୀୟ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଉପସ୍ଥିତ
ଭୁବନେଶ୍ୱର: କୋଲକାତାରୁ ପୁରୀ ଯାଉଥିବା ଏକ ବସ୍କୁ କଟକ ଓଏମ୍ପି ଛକରୁ ଧରିଲେ ଜିଏସ୍ଟି ଅଧିକାରୀ; ଜିଏସ୍ଟି ଫାଙ୍କିବା ପାଇଁ ବସ୍ରେ ମାଲ୍ ପରିବହନ ହେଉଥିବା ଅଭିଯୋଗ
ବାରିପଦା: ଆଶ୍ରମ ସ୍କୁଲ ଛାତ୍ରୀ ଗର୍ଭବତୀ ଘଟଣାରେ ସ୍କୁଲ୍ ମାଟ୍ରନ୍ ବହିଷ୍କୃତ ଓ ପ୍ରଧାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ନିର୍ଦ୍ଦେଶ ଦେଲେ ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର: ଜାଲ୍ କାଗଜପତ୍ର ଦେଇ ଏକ କୋଟି ଟଙ୍କା ଠକେଇ ଅଭିଯୋଗରେ ବାଣପୁର ଅଞ୍ଚଳର ଦେବରାଜ ସୁବୁଦ୍ଧିଙ୍କୁ ଗିରଫ କଲା EOW
ଉତ୍ତର ଭାରତରେ ଭୀଷଣ ଶୀତ ଲହରୀ
ମହାନଦୀ ଜଳବିବାଦ ମାମଲାରେ ଟ୍ରିବ୍ୟୁନାଲ୍ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ଶେଷ, ଚୂଡ଼ାନ୍ତ ରାୟ ମାର୍ଚ୍ଚ ୯ ତାରିଖରେ ପ୍ରକାଶ ପାଇବ; ଚୂଡ଼ାନ୍ତ ରାୟ ପୂର୍ବରୁ ତଥ୍ୟ ପ୍ରମାଣ ସହ ସତ୍ୟପାଠ ଦାଖଲ ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ପରାମର୍ଶ ଦେଲେ ଟ୍ରିବ୍ୟୁନାଲ୍
ବିହାରରେ ଏନ୍ଡିଏ ଆସନ ବୁଝାମଣା ବିବାଦ ତୁଟିଲା
ସାରଦା ଚିଟ୍ଫଣ୍ଡ ମାମଲା; କୋଲକାତା ପୁଲିସ୍ କମିଶନର୍ଙ୍କୁ ଜେରା କରିବ ସିବିଆଇ
First
Prev
1609
1610
1611
1612
1613
1614
1615
1616
1617
1618
1619
Next
Last
© 2022 - Odisha Television Limited. All Rights Reserved.