ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ବାରିପଦା: ୪ ଡକାୟତଙ୍କୁ ଧରିଲା ଟାଉନ ପୁଲିସ, ସ୍କର୍ପିଓ, ଇନୋଭା, ପିକ୍ଅପ୍ ସମେତ ୬ଟି ଚୋରା ଗାଡ଼ି ଜବତ
ଭୋଗରାଇ: ତାଳସାରି ବେଳାଭୂମି ମହୋତ୍ସବ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଏହାସହ ୪୦୦ କୋଟି ଟଙ୍କାର ୪୦ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଏନ୍କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
ଆରବିଆଇ ଗଭର୍ଣ୍ଣରଙ୍କ ଉପରେ ଚାପ ନଥିଲା
ଭୁବନେଶ୍ୱର: ସିଆରର୍ପି ଛକ ପାଖ ଭେଣ୍ଡିଂ ଜୋନ୍ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା କାର୍ଯ୍ୟରେ ଦମକଳ ବାହିନୀ ମୁତୟନ
ଉପସ୍ଥାନ ବେଳେ 'ଜୟ ଭାରତ' କହିବେ ଛାତ୍ର
ରିଲିଜ୍ ହେଲା ବଲିଉଡ୍ ଫିଲ୍ମ ‘ବଦ୍ଲା’ର ଟ୍ରେଲର୍
ନୂଆ ବର୍ଷରେ ସୀମା ଲଙ୍ଘିଲା ପାକିସ୍ତାନ
ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ନୂଆଗାଁରେ ବିଜୁ କ୍ରୀଡ଼ା ସାମଗ୍ରୀ ରଖିବାକୁ ନେଇ ଗଣ୍ଡଗୋଳ, କ୍ରୀଡ଼ା ସାମଗ୍ରୀ କାହା ଘରେ ରହିବ ବଚସାକୁ ନେଇ ପିଟାପିଟି
କୋଷ୍ଟାଲ ହାଇେୱେ ନେଇ କେନ୍ଦ୍ର ପ୍ରସ୍ତାବରେ ଓଡ଼ିଶା ଅରାଜି, ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ସୂଚନା, NHAIର ପୂର୍ବରୁ ଥିବା ସାତପଡ଼ାରୁ ପୁରୀ ରାସ୍ତାରେ ହାଇେୱେ କରିବାକୁ ଇଚ୍ଛୁକ, ହେଲେ ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଛି
ବଲାଙ୍ଗିର: ଆଖୁ ଚୋରି ଉଦ୍ୟମ ବେଳେ ଗୁଳିମାଡ଼, ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର, ବୁର୍ଲା ମେଡିକାଲ ସ୍ଥାନାନ୍ତର, ତୁଷରା ଥାନା ସମରା ଗାଁର ମଙ୍ଗଳୁ ସେଠଙ୍କୁ ଗୁଳି ମାଡ଼
ଭୁବନେଶ୍ୱର ସାଲିଆସାହିରୁ ଇଂଜିନିୟରିଂ ପାସ୍ ଛାତ୍ରଙ୍କ ଠାରୁ ୮୩ ଗ୍ରାମ ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ
ରାଜ୍ୟ କଂଗ୍ରେସ ଭବନରେ AICC ସ୍କ୍ରିନିଂ କମିଟିର ବୈଠକ, କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ପ୍ରକ୍ରିୟା ଆରମ୍ଭ
ରାଜନୀତି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆଣିବ ନୂଆବର୍ଷ ? କଣ କହୁଛନ୍ତି ଜ୍ୟୋତିର୍ବିଦ୍? ପଢନ୍ତୁ -
ଭୁବନେଶ୍ୱର: ସଚିବାଳୟରେ କାଳିଆ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
କୋର୍ଟରେ ଆତ୍ମସମର୍ପଣ କଲେ କଂଗ୍ରେସ ନେତା ସଜ୍ଜନ କୁମାର
ରାଜ୍ୟସଭାରେ ଅଟକି ରହିଲା ‘ତିନି ତଲାକ୍’ ବିଲ୍
ଭଦ୍ରକ ସଦର ସାହାଡା ପଞ୍ଚାୟତର ଧର୍ମଶରଣ ଗାଁରେ ଗୁହାଳ ସହ ଜଳିଗଲା ୮ ବଖରା ଘର, ୩ ଗୋରୁ ଜୀବନ୍ତ ଦଗ୍ଧ; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
କଟକରେ ରାଜ୍ୟ ଆଥଲେଟିକ୍ ମିଟ୍ ଉଦ୍ଯାପିତ
ଆଜି ସନ୍ଧ୍ୟାରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ECI ଟିମ୍, ଆସନ୍ତା ୧୪ ଓ ୧୫ରେ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା
ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ସୁନିଲ ରାଏ ହେଲେ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି, ବିନୟାନନ୍ଦ ଝା ହେଲେ OHRC ନିର୍ଦ୍ଦେଶକ, ସିଦ୍ଧାର୍ଥ ନରଭଣେ ହେଲେ ଏଡିଜି HRPC, ମହେନ୍ଦ୍ର ପ୍ରତାପ ହେଲେ ଜେଲ ବିଭାଗ ଏଡିଜି, ସଂଜୀବ ପଣ୍ଡା ହେଲେ ଏଡିଜି ଆଇନ ଶୃଙ୍ଖଳା
ନୟାଗଡ଼: ଏଟିଏମ୍କୁ ଟଙ୍କା ଭରିବାକୁ ଯାଉଥିବା ବେଳେ ଏଟିଏମ୍ ଭ୍ୟାନକୁ ବୋମାମାଡ଼ କରି ରାସ୍ତାରୁ ଟଙ୍କା ବାକ୍ସ ଲୁଟ୍; ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ୍ ହୋଇଛି, ଜଣେ ଗୁରୁତର
ହକି ବିଶ୍ୱକପ୍ ଆୟୋଜନରେ ୫୦ କୋଟିର ଦୁର୍ନୀତି ହୋଇଛି, ବିଏମ୍ସି ଓ ବିଡିଏର କିଛି ମୁଷ୍ଟିମେୟ ଅଧିକାରୀ ଏଥିରେ ସାମିଲ୍ ଅଛନ୍ତି: ସମୀର ମହାନ୍ତି, ରାଜ୍ୟ ବିଜେପି ଉପସଭାପତି
ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାରେ ମାଓ କ୍ୟାମ୍ପ୍ ଠାବ କଲା ସିଆରପିଏଫ୍; ୨ଟି ରାଇଫଲ, ୨ ଟି ହ୍ୟାଣ୍ଡ ଗ୍ରେନେଡ୍, ୧୨ ଜିଲୋଟିନ, ୨୫ଟି ଡେଟୋନେଟର ଓ ୫ କେଜି ବିସ୍ଫୋରକ ଜବତ
ଭଦ୍ରକ: ପୁରୁଣାବଜାର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୬୦ ବର୍ଷର ବୃଦ୍ଧ ଗିରଫ, ଜେଜେମାଙ୍କ ଏତଲା ଆଧାରରେ ଗିରଫ କଲା ପୁଲିସ
First
Prev
1607
1608
1609
1610
1611
1612
1613
1614
1615
1616
1617
Next
Last
© 2022 - Odisha Television Limited. All Rights Reserved.