ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଆୟକର ଦାତାଙ୍କୁ ବଜେଟ୍ରେ ବଡ଼ ରିହାତି: ୫ ଲକ୍ଷ ଆୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକସ ଛାଡ଼
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଚାଷୀଙ୍କ ଆୟ ଦ୍ୱିଗୁଣିତ ପାଇଁ ସମସ୍ତ ୨୨ଟି ଫସଲର MSP ୫୦% ବୃଦ୍ଧି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ୨୦୧୪ ପରଠାରୁ ଏଯାବତ ୧୪ଟି ନୂଆ ଏମ୍ସ ପ୍ରତିଷ୍ଠା ହୋଇଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଆୟୁଷ୍ମାନ ଭାରତ ଯୋଜନାରେ ଏଯାବତ ୧୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସହାୟତା ମିଳିଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଗରିବ ଓ ମଧ୍ୟମ ବର୍ଗଙ୍କୁ ୧୪୩ କୋଟି ଏଲଇଡି ବଲ୍ବ ଦିଆଯାଇଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଗତ ୫ ବର୍ଷରେ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ୫୩ ଲକ୍ଷ ପକ୍କା ଘର ନିର୍ମାଣ କରାଯାଇଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଟିକସ ଆଦାୟ ୬ ଲକ୍ଷ ୩୮ ହଜାର କୋଟିରୁ ୧୨ ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ୯୯.୫୪% ଟ୍ୟାକ୍ସ ରିଟର୍ଣ୍ଣକୁ ମଞ୍ଜୁରୀ ମିଳିଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା ବଜେଟକୁ ଚଳିତବର୍ଷ ୩ ଲକ୍ଷ କୋଟିକୁ ବୃଦ୍ଧି କରାଯାଇଛି
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ଓଡ଼ିଶାର କାଳିଆ ଭଳି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା କଲେ କେନ୍ଦ୍ର ସରକାର, ଚାଷୀଙ୍କୁ ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ମିଳିବ ୬ ହଜାର ଟଙ୍କା
ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କଲା ନେଦରଲ୍ୟାଣ୍ଡସ୍
୨୦୧୯-୨୦ ଆର୍ଥିକବର୍ଷର ଅନ୍ତରୀଣ ବଜେଟ୍: ପ୍ରଧାନମନ୍ତ୍ରୀ ଶ୍ରମଧନ ମାନ ଯୋଜନା ଆରମ୍ଭ କରିବେ କେନ୍ଦ୍ର ସରକାର, ଉଭୟ ସଂଗଠିତ ଓ ଅସଂଗଠିତ ଶ୍ରମିକଙ୍କୁ ମାସିକ ୩ହଜାର ପେନ୍ସନ୍ ମିଳିବ
ସିବିଆଇ ନୋଟିସ୍ ପ୍ରସଙ୍ଗରେ ବିଧାୟକ ଅରୁଣ ସାହୁ କହିଲେ- ଖୁବ୍ ଶୀଘ୍ର ଉପସ୍ଥିତ ହୋଇ ଉତ୍ତର ରଖିବି
ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରକୁ ନେଇ ଚର୍ଚ୍ଚା
୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍: ପୂର୍ବରୁ କେବଳ ଛୋଟ ବ୍ୟବସାୟୀମାନଙ୍କୁ ବ୍ୟାଙ୍କ ଋଣ ପରିଶୋଧ ଚିନ୍ତା ଥିଲା, ଏବେ ବଡ଼ ବ୍ୟବସାୟୀମାନେ ବି ବୁଝିଲେଣି ଯେ ନଶୁଝିଲେ ଫସିବେ
୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍: ବିତ୍ତୀୟ ନିଅଣ୍ଟ ୨୦୧୭-୧୮ରେ ୩.୮%କୁ ହ୍ରାସ ପାଇଛି
ସେୟାନ୍ ଥାନାରେ ଯବାନ ଜିତେନ୍ଦ୍ର ମଲ୍ଲିକଙ୍କୁ ପଚରାଉଚରା
୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ୍: ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ଷଷ୍ଠ ବୃହତ ଆର୍ଥିକ ସମୃଦ୍ଧ ଦେଶ ହୋଇପାରିଛି
ଶ୍ରୀକାନ୍ତ ଜେନା ପିସିସିର ସବୁ କମିଟିରୁ ଇସ୍ତଫା ଦେଇଥିବା ସୂଚନା
ସମ୍ବଲପୁର: ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଅଟକ ରଖିଲା ପୁଲିସ୍; ଜୟନାରାୟଣଙ୍କୁ ତାଙ୍କ ନନ୍ଦପଡ଼ାସ୍ଥିତ ବାସଭବନରୁ ଆଣିଲା ପୁଲିସ୍, ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆଶଙ୍କାରେ ପୁଲିସର ପଦକ୍ଷେପ
୪୫ ବର୍ଷ ଭିତରେ ବେକାରୀ ସମସ୍ୟା ସର୍ବାଧିକ ରିପୋର୍ଟକୁ ନେଇ ଚର୍ଚ୍ଚା
ଭୁବନେଶ୍ୱର ରେଳ ଷ୍ଟେସନ୍ର ଯାତ୍ରୀ ବିଶ୍ରାମ ଗୃହ ପାଖରେ ଅଗ୍ନିକାଣ୍ଡ: ବିଶ୍ରାମ ଗୃହ ଭିତରେ ଧୂଆଁ ପଶିଯିବାରୁ ବାହାରକୁ ବାହାରି ଆସିଲେ ଯାତ୍ରୀ, ନିଆଁ ଆୟତ୍ତ, ଅଗ୍ନିକାଣ୍ଡରେ କୌଣସି ଅଘଟଣ ଘଟି ନଥିବା ସୂଚନା
ବିଶ୍ୱକପ୍ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ
ବରଗଡ଼ର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଆନ୍ଦୋଳନ ତେଜିଲା: ଆଜି ଉପଖଣ୍ଡର ସବୁ ସରକାରୀ ଅଫିସ୍ ଆଗରେ ବିକ୍ଷୋଭ ଡାକରା ଦେଇଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି
ପଦ୍ମପୁର: ପାଇକମାଳ ସରପଞ୍ଚଙ୍କ ଗିରଫ ଦାବିରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ପାଇକମାଳ ବନ୍ଦ ଡାକରା
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ସମ୍ବଲପୁର ଗସ୍ତ: ବିଜୁ ଯୁବ ବାହିନୀର ଯୁବ ସମାବେଶରେ ଯୋଗଦେବେ
First
Prev
1616
1617
1618
1619
1620
1621
1622
1623
1624
1625
1626
Next
Last
© 2022 - Odisha Television Limited. All Rights Reserved.