ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହେଲେନି ଗୋଲକ ମହାପାତ୍ର, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଥାନାରେ ହାଜର ହେଲେନି, ଛତ୍ରପୁର SDPOଙ୍କୁ ଭେଟି ଅବଗତ କଲେ ଗୋଲକଙ୍କ ଦୁଇ ଓକିଲ
ଭୁବନେଶ୍ୱର: ଲୋୟର ପିଏମ୍ଜିରେ ବିଜେପି ଯୁବମୋର୍ଚ୍ଚା-ପୁଲିସ୍ ମୁହାଁମୁହିଁ, ନିଯୁକ୍ତି ଓ ରୋଜଗାର ଦାବିରେ ବିଧାନସଭା ଘେରାଉ କରୁଥିଲା ମୋର୍ଚ୍ଚା,ବିଧାନସଭା ଅଭିମୁଖେ ଗଲା ବେଳେ ଅଟକାଇଲା ପୁଲିସ୍
ନିଶା ନିବାରଣ ଅଭିଯାନର ମହିଳା କର୍ମୀଙ୍କ ନବୀନ ନିବାସରେ ପ୍ରବେଶ ଉଦ୍ୟମ, ପୁଲିସ ସହ ମହିଳା କର୍ମୀଙ୍କ ଧସ୍ତାଧସ୍ତି, ସଂପୂର୍ଣ୍ଣ ମଦମୁକ୍ତ ଓଡ଼ିଶା ଦାବିରେ ଚାଲିଛି ଆନ୍ଦୋଳନ
ବିଧାନସଭାରେ ବିରୋଧୀ ସଦସ୍ୟଙ୍କ ପୁଣି ହୋହଲ୍ଲା, ପାଟିତୁଣ୍ଡ, ଗୃହକୁ ୩ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି
ଡିଜିପିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ହାବିଲଦାର କନେଷ୍ଟବଳ ସିପାହୀ ମହାସଂଘ: ଦାବି ପୂରଣ ନେଇ ଡିଜିପି ପ୍ରତିଶ୍ରୁତି ଦେଇଥିବା କହିଲେ ସଂଘ ସଭାପତି
ବାରିପଦା: ମୋରଡ଼ା ଅଞ୍ଚଳର ଏକ ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ନାଁରେ ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷୟିତ୍ରୀ, ନାବାଳକ ଛାତ୍ର ଅଟକ
ଭାରତ ଫେରିଲେ ପାକିସ୍ତାନ ଜେଲରେ ସଜା କାଟୁଥିବା ହମିଦ ଅନ୍ସାରୀ
ହାବିଲଦାର-କନଷ୍ଟେବଳ-ସିପାହୀ ମହାସଂଘ ଆନ୍ଦୋଳନ ପ୍ରସଙ୍ଗ: ଭୁବନେଶ୍ୱର କ୍ୟାମ୍ପ ଅଫିସରେ ଡିଜିପିଙ୍କ ସହ ମହାସଂଘର ଆଲୋଚନା, ୪ ଦଫା ଦାବି ପୂରଣ ପାଇଁ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ୍ କର୍ମଚାରୀ
‘ମଣି କର୍ଣ୍ଣିକା’ର ଟ୍ରେଲର ରିଲିଜ : ଝାନସୀର ରାଣୀ ଭୂମିକାରେ କଙ୍ଗନା
ଭୁବନେଶ୍ୱର: ଖଣ୍ଡଗିରି ବାରି ଅଞ୍ଚଳରୁ ୨୧ ଗ୍ରାମ ବ୍ରାଉନ୍ ସୁଗାର ଜବତ, ଜଣେ ମହିଳା ଗିରଫ, ୫ ହଜାର ଟଙ୍କା ଜବତ
ନିର୍ବାଚନ ପୂର୍ବରୁ ସୁରତରେ ପ୍ରବାସୀ ଓଡିଆଙ୍କ ପାଇଁ ନବୀନଙ୍କ ପ୍ୟାକେଜ
ରାଉରକେଲା ସଭାସ୍ଥଳରେ ଆଦିବାସୀ କଳାକାରଙ୍କ ସହ ନାଚିଲେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି
ପାରାଦୀପରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଲେ-ଆଗକୁ ଓଡ଼ିଶାରେ ଅଢ଼େଇ ଲକ୍ଷ କୋଟି ନିବେଶ କରାଯିବ; ବନ୍ଦର ଓ ରାଜପଥ ନିର୍ମାଣରେ ବ୍ୟାପକ ଖର୍ଚ୍ଚ କରାଯିବ
ପାରାଦୀପରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ କହିଲେ- ପାରାଦୀପ ପୋର୍ଟ ଭବିଷ୍ୟତରେ ଦେଶର ନମ୍ବର ୧ ବନ୍ଦର ହେବ; କେବଳ ଏକ ନମ୍ବର ହେବନି, ଓଡ଼ିଶା ବିକାଶରେ ଗ୍ରୋଥ୍ ଇଂଜିନ ହେବ
କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍
ଜଳ, ଜଙ୍ଗଲ, ଜମିକୁ ନେଇ ଯାହା ରାହୁଲ ଗାନ୍ଧି କହିଛନ୍ତି ତାହା ଭିତ୍ତିହୀନ, ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଦେବାରେ ଓଡ଼ିଶା ଅଗ୍ରଣୀ: ଦେବୀ ମିଶ୍ର
ରାହୁଲ ଗାନ୍ଧିଙ୍କ ମନ୍ତବ୍ୟର ଜବାବ ରଖିଲେ ବିଜେଡି ନେତା ଦେବୀ ମିଶ୍ର: କହିଲେ- ସବୁ କଥା ନିର୍ବାଚନ ବେଳେ କୁହାଯାଇ ଥାଏ, ଗରିବଙ୍କୁ ସର୍ବନିମ୍ନ ରୋଜଗାର ସୁବିଧା ନେଇ କହିଛନ୍ତି, ପ୍ରଥମେ ସେ ଏହାକୁ କଂଗ୍ରେସ ଶାସିତ ରାଜ୍ୟରେ ଲାଗୁ କରନ୍ତୁ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇପାରନ୍ତି ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ
ମହାତ୍ମା ଗାନ୍ଧିଙ୍କ ପୁତ୍ତଳିକାକୁ ଗୁଳି କରିବା ଘଟଣାରେ ଶକୁନ ପାଣ୍ଡେ ଗିରଫ
କାମାକ୍ଷାନଗରରେ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ, କହିଲେ- ଆଉ ଅଧିକ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଦରକାର, ରାଜ୍ୟ ସରକାର ସହଯୋଗ କଲେ ଅଧିକ ପ୍ରକଳ୍ପ ହୋଇ ପାରିବ, ଶିଳ୍ପ ହେଲେ ବେରୋଜଗାରୀ କମିବ, ଅଧିକ ପିଲା ନିଯୁକ୍ତି ପାଇବେ଼
ପାଟଣାଗଡ଼ରୁ ବଲାଙ୍ଗିର ଜେଲ୍ ସ୍ଥାନାନ୍ତର ହେବ ପୁଞ୍ଜିଲାଲ୍ ମେହେର, ଅନୁମତି ଦେଲେ ପାଟଣାଗଡ଼ ଏଡିଜେ
ମନରେଗାଠାରୁ ବଡ଼ ଯୋଜନା କଂଗ୍ରେସ ଆପଣଙ୍କ ପାଇଁ ରଖିଛି, ଦେଶର ପ୍ରତି ଗରିବ ଲୋକକୁ ସର୍ବନିମ୍ନ ଆୟ ଦେବ କଂଗ୍ରେସ, ସବୁ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ, ମିଛ କହିବାର ସମୟ ଶେଷ ହୋଇଯାଇଛି: ରାହୁଲ ଗାନ୍ଧି
ଏଭଳି ଭାରତ ଓ ଏଭଳି ଓଡ଼ିଶା ଆମକୁ ଦରକାର ନାହିଁ: ରାହୁଲ ଗାନ୍ଧି
ଭାରତ-ଅଷ୍ଟ୍ରେଲିଆ ପର୍ଥ ଟେଷ୍ଟ ; ପରାଜୟ ଦ୍ୱାରରେ ଟିମ୍ ଇଣ୍ଡିଆ
ଭବାନୀପାଟଣା ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାହୁଲ: କହିଲେ- ଓଡ଼ିଶାରେ ଚାକିରି ମିଳୁନି, ଆପଣଙ୍କୁ ବାହାରକୁ ଯିବାକୁ ପଡ଼ୁଛି
First
Prev
1611
1612
1613
1614
1615
1616
1617
1618
1619
1620
1621
Next
Last
© 2022 - Odisha Television Limited. All Rights Reserved.