ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
ଓଡ଼ିଶା
ମନୋରଞ୍ଜନ
ଶିକ୍ଷା
ଶିକ୍ଷା
ସିବିଏସ୍ଇ
ନିଯୁକ୍ତି
ଜାତୀୟ
ରାଜନୀତି
ପାଣିପାଗ
ରାଶିଫଳ
ଭଲ ଖବର
କ୍ରୀଡ଼ା
ବାସ୍ତୁ
ୱେବ୍ ଷ୍ଟୋରୀ
Other
ସୋସିଆଲ ମିଡିଆ
ଫଟୋ
ଭିଡିଓ
ଅତିଥି ସ୍ତମ୍ଭ
ଦୁର୍ଘଟଣା
ଉତ୍ସବ ଓ ପରମ୍ପରା
ଆନ୍ତର୍ଜାତୀୟ
ବିଜ୍ଞାନ
ଟେକ୍ନୋଲୋଜି
ସ୍ୱାସ୍ଥ୍ୟ
Covid-19
ଅପରାଧ
ବିବିଧ
ବ୍ୟବସାୟ
ସାହିତ୍ୟ ଓ ସଂସ୍କୃତି
ଜୀବନଶୈଳୀ
Home
India
Latest
ପାହାଡ଼ରୁ ଖସିପଡିଲେ ରିସର୍ଚ୍ଚ ସହାୟକ
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୬ କୋଟି ହିତାଧିକାରୀ ସାମିଲ
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ହିତାଧିକାରୀ ସଂଖ୍ୟା ୬ କୋଟି ଛୁଇଁଲା, ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ୬ କୋଟି ତମ ହିତାଧିକାରୀଙ୍କୁ ସିଲିଣ୍ଡର ପ୍ରଦାନ କଲେ ଉପରାଷ୍ଟ୍ରପତି
ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୂରିଛି ୧୩ ବର୍ଷ
ପୁଲଓ୍ୱାମା ଆକ୍ରମଣରେ ୨ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ, ମନୋଜ କୁମାର ବେହେରା ସହିଦ ହୋଇଥିବା ସୂଚନା: ପ୍ରସନ୍ନଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁରେ, ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ
ଓଡ଼ିଶାରେ ତାମିଲ ରାଜ ଚାଲିଥିବା ଅଭିଯୋଗ କଲା ବିଜେପି: କହିଲା- ଜଣେ ତାମିଲ ଅଫିସରଙ୍କ ନେତୃତ୍ୱରେ ସରକାର ଚାଲିଛି, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ୧୨ ଜଣ ଅଫିସରଙ୍କ ବଦଳି କରାଯାଉ
ବର୍ତ୍ତମାନର ମୁଖ୍ୟ ଖବର
କଟକରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଜଣଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: କହିଲେ- ଅପହରଣର ସାତଦିନ ପରେ ବି ପୁଲିସ କିଛି କଲା ନାହିଁ, ମୁଖ୍ୟମନ୍ତ୍ରୀ ମାମଲାରେ ହସ୍ତକ୍ଷେପ କରନ୍ତୁ ଓ ଅନ୍ୟ ଝିଅଟିକୁ ଉଦ୍ଧାର କରାନ୍ତୁ
+୨ ମୂଲ୍ୟାୟନ କେନ୍ଦ୍ରରେ ବି ଲାଗିବ ସିସିଟିଭି କ୍ୟାମେରା, ଉଭୟ ଅନଲାଇନ ଓ ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ଲାଗିବ, ଷ୍ଟ୍ରଙ୍ଗରୁମ, ଉତ୍ତର ଖାତା ରହୁଥିବା ସ୍ଥାନ ମଧ୍ୟ ସିସିଟିଭି ନଜରରେ ରହିବ
ଏଣିକି ରାତ୍ର ଆଶ୍ରୟସ୍ଥଳରେ ରହିବାକୁ ହେଲେ ଦେବାକୁ ପଡ଼ିବନି ଫି, ନିରାଶ୍ରୟ ଲୋକ ଆଶ୍ରୟ ସ୍ଥଳରେ ମାଗଣାରେ ରହିପାରିବେ
କମିଶନରେଟ ପୁଲିସରେ ବଡ଼ ଧରଣର ଅଦଳବଦଳ, ଏଡ଼ିସିପି, ଏସିପି ଏବଂ ଇନ୍ସପେକ୍ଟର ଅଦଳବଦଳ, କଟକ, ଭୁବନେଶ୍ୱରର ମୋଟ ୨୬ଟି ଥାନାର IIC ବଦଳିଲେ
ଜୟପୁର: କୋରାପୁଟ କୋଟପାଡ଼ ଜେଲ୍ରୁ ବିଚାରାଧୀନ କଏଦୀ ଚମ୍ପଟ୍; ୨୦୧୨ରୁ ଜେଲ୍ରେ ଥିଲେ
କୁଚିଣ୍ଡା: କୁଚିଣ୍ଡା ଥାନା ବକସମା ଗାଁରେ ଝିଅକୁ ବାପାର ଦୁଷ୍କର୍ମ ଉଦ୍ୟମ; ପ୍ରତିବାଦ କରିବାରୁ ସ୍ତ୍ରୀକୁ ଟାଙ୍ଗିଆ ଚୋଟରେ ଆକ୍ରମଣ
ଛତ୍ରପୁର: ବୁଗୁଡ଼ା ମାଣିତେରା ଅଞ୍ଚଳରେ ମଦ ବନ୍ଦ ଦାବିରେ ମଦ ଦୋକାନ ଭଙ୍ଗାରୁଜା କଲେ ଶତାଧିକ ମହିଳା
କଣ୍ଟାବାଞ୍ଜି ସଭାରେ ନବୀନଙ୍କୁ କଡ଼ା ସମାଲୋଚନା କଲେ ଧର୍ମେନ୍ଦ୍ର,କହିଲେ ମୁଖ୍ୟମନ୍ତ୍ରୀ ଯୁଆଡ଼େ ଯାଉଛନ୍ତି, ଦେଢ଼ ମିନିଟିଆ ଭାଷଣ ଦେଉଛନ୍ତି, ଯୁଆଡ଼େ ଯାଉଛନ୍ତି ପଚାରୁଛନ୍ତି, ଆପଣମାନେ ଖୁସି ତ, ମୁଁ ବହୁତ ଖୁସି
ଭାଲେଣ୍ଟାଇନ୍ସ ଡେ’ରେ ପରଦାକୁ ଆସିଲା ବଲିଉଡ୍ ଫିଲ୍ମ ‘ଗଲି ବୟ’
ECI ଟିମକୁ ଭେଟିବା ପରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା, ବିଜେପୁର ଉପନିର୍ବାଚନ ବେଳେ BJPର ହିଂସାକାଣ୍ଡ କଥା ଉଠାଇଲୁ, BJPର ହିଂସାକଣ୍ଡକୁ ରୋକିବାକୁ ECIକୁ ପ୍ରସ୍ତାବ ଦେଲୁ
ରାଇରଙ୍ଗପୁର: ଗୋରୁମହିଷାଣୀ ଥାନା ସରଗଡ଼ା ଗାଁ କୂଅ ଭିତରୁ ସାଢ଼େ ୩ ବର୍ଷ ବାଳକର ମୃତଦେହ ଉଦ୍ଧାର; ୨ ଦିନ ତଳେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ
ECI ଟିମ୍କୁ ଭେଟିବା ପରେ CPI ନେତା ନାରାୟଣ ରେଡ୍ଡୀ କହିଲେ- ଇଭିଏମ୍ ବଦଳରେ ବାଲଟ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲୁ, ନିର୍ବାଚନର ୭ ଦିନ ପୂର୍ବରୁ ମଦ ବନ୍ଦ ନିର୍ଦ୍ଦେଶ ପାଇଁ ଅନୁରୋଧ କଲୁ
କଟକ: SCB ସର୍ଜରୀ ଓ୍ୱାର୍ଡ ମୁଖ୍ୟ OTରେ ଅଗ୍ନିକାଣ୍ଡ; ଜଳିଗଲା ଫ୍ୟାନ୍, ସକାଳେ ସର୍ଟ ସର୍କିଟରୁ ଲାଗିଥିଲା ନିଆଁ
ECI ଟିମ୍ଙ୍କ ସହ ଆଲୋଚନା ପରେ BJPର ପ୍ରତିକ୍ରିୟା, BJP ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ପ୍ରତିକ୍ରିୟା, ସରକାରୀ କଳର ଅପବ୍ୟବହାର ନେଇ ECI ଟିମ୍କୁ ଅବଗତ କରିଛୁ
ସମ୍ବଲପୁର: ନିଖୋଜର ୨ ମାସ ପରେ ରାଜସ୍ଥାନରୁ ଉଦ୍ଧାର ହେଲା ଓଡ଼ିଆ ଝିଅ, ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ଆଣିଲେ ବାପା
ମାଷ୍ଟର କ୍ୟାଣ୍ଟିନ ଛକରେ ଯୁବକଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍, ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ବସ୍ ଭଙ୍ଗାରୁଜା
ବ୍ରହ୍ମପୁର: ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କଲା ଟାଉନ ଥାନା ପୁଲିସ, ୯ କିଲୋ ୩୦୦ ଗ୍ରାମ ରୁପା, ୧୨୬ ଗ୍ରାମ ସୁନା ଅଳଙ୍କାର ଜବତ
ବିମୁଦ୍ରାକରଣ ଏକ ଝଟକା ନଥିଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
First
Prev
1606
1607
1608
1609
1610
1611
1612
1613
1614
1615
1616
Next
Last
© 2022 - Odisha Television Limited. All Rights Reserved.