ସଂକ୍ଷେପରେ ଆଜିର ତାଜା ଖବର - Tuesday, 10 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ପାଇଁ କାଉଣ୍ଟଡାଉନ୍, ଭୂମିପୂଜା ପରେ ଆଜିଠୁ ନିର୍ମାଣ କାମର ଶ୍ରୀଗଣେଶ

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ କାଉଣ୍ଟଡାଉନ୍ । ଓଡ଼ିଶା ପ୍ରଥମ ଥର ଆୟୋଜନ କରୁଛି ଏହି ମେଗା ଇଭେଣ୍ଟ । ହାତରେ ପାଖାପାଖି ମାସେ ସମୟ ରହିଲା। ଏଥିପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । More

Bhubaneswar Ring Road Project: ଟ୍ରାଫିକ ଯନ୍ତ୍ରଣାରୁ ମୁକ୍ତ ହେବ ରାଜଧାନୀ, କ୍ୟାପିଟାଲ ସିଟିକୁ ଘେରି ରହିବ ରିଂ ରୋଡ୍

ଭୁବନେଶ୍ବର ସହରରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ତାଳ ଦେଇ ଯେଉଁଭଳି ଯାନବାହନ ସଂଖ୍ୟା ବଢ଼ି ଚାଲିଛି, ସେଥିରେ ଲୋକେ କଲବଲ ହେଉଛନ୍ତି । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । More

Special Story: ଅଧୁରା ରହିଲା ପରିବାର ପ୍ରତିପୋଷଣର ସ୍ବପ୍ନ; ସୌରାଙ୍କ ପାଇଁ ନାହିଁ ‘ସୁଭଦ୍ରା’ !

ରାଜ୍ୟରେ ନୂଆ ସରକର ଆସିବାର ପରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହେଲା । ଆଉ ସେହି ଯୋଜନାରେ ମହିଳାଙ୍କୁ ଟଙ୍କା ମିଳିଲା । ହେଲେ ବଞ୍ଚିତ ହେଲେ ସୌରା ସମ୍ପ୍ରଦାୟ ଲୋକେ । More

Rift In Congress: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

ବିଧାନସଭାରେ ଦାଶରଥୀ ଓ ରାଜନଙ୍କ ଯୁକ୍ତିତର୍କ । ଏଭଳି ଅବସ୍ଥା ଦେଖି ବିଧାୟକ ତାରା ପ୍ରସାଦ ବାହିନୀପତି ଓ ପବିତ୍ର ସାଉଁଟା ଉଭୟ ଦାଶରଥୀ ଓ ରାଜନଙ୍କୁ ବୁଝାଇଥିଲେ ।  More

Panchang Today 10th December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

Central Deputation: IPS କୁଟ୍ଟେ-ଆଶିଷଙ୍କ ବିରୋଧରେ ଆକ୍ସନ ନା ପ୍ରମୋସନ, ନୂଆ ଦାୟିତ୍ୱ ନେଇ ଚର୍ଚ୍ଚା

ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ । More

GPLF Workers Union Protests: ଗାନ୍ଧି ମାର୍ଗରେ GPLF କର୍ମୀ ସଂଘର ମହାଗର୍ଜନ, ସମର୍ଥନ ଆଳରେ ନିଆଁରେ ଘିଅ ଢାଳିଲେ ବିଜେଡି ନେତା

ମହାତ୍ମାଗାନ୍ଧି ମାର୍ଗରେ ମହାଗର୍ଜନ । ବିଶାଳ ରାଲିରେ ଆସି ରାସ୍ତାରେ ବସିଲେ, ସରକାରଙ୍କୁ ଦରମା ମାଗିଲେ । ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ଗର୍ଜନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ସଂଘ । More

Migrant Labourers: ପିଠିରେ ଗରିବୀ ବୋଝ, ପେଟରେ ଭୋକର ଜ୍ୱାଳା! ରାତି ଅଧରେ ଦାଦନ ପରିବହନ

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ । More

Sujeet Kumar: ରିପିଟ୍ ହେଲା ମମତା ମହନ୍ତ ଥିଓରୀ, ସୁଜିତ୍ କୁମାରଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ବିଜେପି

ବିଜେଡି ଛାଡ଼ି ବିଜେପି ଆସିଲେ । ଆଉ ରାଜ୍ୟସଭା ପ୍ରାର୍ଥୀ ହେଲେ । ସବୁ ଚର୍ଚ୍ଚାର ଅବସାନ ଘଟାଇ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସୁଜିତ କୁମାର l More

Chanchal Mukherjee Remanded: ୧୦ ଲକ୍ଷ ଟଙ୍କା କାରବାର ମାମଲା, ଚଞ୍ଚଲଙ୍କୁ ରିମାଣ୍ଡରେ ନେଇ ଜେରା

ଦେବଦତ୍ତଙ୍କ ADIPL ଅଫିସ ସିଲ୍‌ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ ହୋଇଛି । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ । More