ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 November 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

Attack on Himanshu Sahoo: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ

ଏହି ଆକ୍ରମଣ ପରେ ଓଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ । ସେ କହିଛନ୍ତି, ମୋ ସହ ମୋ ପିଏସ୍‌ଓଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପିଏସ୍‌ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ । More

Srimandir Management Committee: ୨ ମାସ ବିତିଲା, ତଥାପି ଗଢ଼ା ହୋଇନି ଶ୍ରୀମନ୍ଦିରର ନୂଆ ମ୍ୟାନେଜିଂ କମିଟି

କାର୍ତ୍ତିକ ସରିଗଲା, କେବେ ଲାଗୁ ହେବ ରାମ୍ପ ଦର୍ଶନ ବ୍ୟବସ୍ଥା ? କାହିଁକି ବିଳମ୍ବ ହେଉଳି ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ମଣତି ? ସେବାୟତ କଲ୍ୟାଣ, ଗୁରୁକୂଳ ପ୍ରତିଷ୍ଠା ଅବା ୟୁନିଫର୍ମ ଲ୍ୟାଣ୍ଡ ପଲିସି କେଉଁ ପ୍ରତିବନ୍ଧକରୁ ଅଧାରେ ଲଟକିଛି ଏସବୁ ନିଷ୍ପତ୍ତି ? More

Odisha Minister Urges DFOs To Work In Field: ଜଙ୍ଗଲୀ ବାବୁଙ୍କୁ କଡ଼ା ତାଗିଦ୍; ଅଫିସରେ ନ ବସି ଫିଲ୍ଡକୁ ଯାଅ ! 

୪ ଦିନ ଭିତରେ ୩-୩ଟି ହାତୀ ଏବଂ ଗୋଟେ କଲରାପତରିଆର ଜୀବନ ଯିବା ପରେ ଏମିତି କଠୋର ହୋଇଛି ବନ ବିଭାଗ । ମନ୍ତ୍ରୀ କହିଛନ୍ତି, ଡିଏଫ୍ଓ ହୁଅନ୍ତୁ ବା ଆଉ କିଏ, ହାତୀ ମୃତ୍ୟୁ ଘଟଣାରେ ଯିଏ ବି ଅବହେଳା କରିଥିବେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।  More

Child Selling In Odisha: ଶିଶୁ ବିକ୍ରି ଅଭିଯୋଗକୁ ନେଇ ଚହଳ; ଚର୍ଚ୍ଚାରେ ଦାରିଦ୍ର୍ୟ ତାଡ଼ନା ନା ଅର୍ଥ ଲୋଭ

ନିଜ ରକ୍ତର ସନ୍ତାନକୁ ପର ହାତରେ ଟେକି ଦେବାର କଠୋର ମାନସିକତା, ସଭ୍ୟ ସମାଜକୁ ଦୋହଲାଇ ଦେଇଛି । ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାରରେ ବିକ୍ରି ଅଭିଯୋଗ, ସାରା ରାଜ୍ୟରେ ଚହଳ ପକାଇଦେଇଛି । More

Dharmasala MLA Himanshu Sahoo: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ; ‘ମୋତେ ପିଟିଲେ ଚେନ୍‌ ଝାମ୍ପିନେଲେ’

ଯାଜପୁରରେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ନେଇ ହୋଇଛି ଅଭିଯୋଗ । ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।  More

Atibadi Pitha: ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ତାଲା, ଓଡ଼ିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ!

ଅତିବଡ଼ି ପୀଠରେ ଝୁଲୁଛି ତାଲା । ବନ୍ଦ ରହିଛି ପୂଜା ଓ ଭାଗବତ ପାଠ। More

Cuttack Bali Yatra: କମ୍ପୁଛି ବାଲିଯାତ୍ରା, ମତୁଆଲା ଦର୍ଶକ; ସୋନୁଙ୍କ କଣ୍ଠରେ 'ପୁଚୁକୀ ଗାଲି' ..

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ । More

Panchang Today 20th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ.. More

ଭୁବନେଶ୍ୱରରେ DGP କନ୍‌ଫରେନ୍ସ, ଯୋଗଦେବେ ପିଏମ୍ ମୋଦି

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ୍ ଡିଜି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ । More

Fake Baba: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ । More

Paddy Procurment: ଏଥର ମନମାନି, କଟନି ଛଟନି ଓ ଦଲାଲଙ୍କୁ କରାଯିବ ସାବାଡ୍ !

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ । More

MA Aspirant Sabyasachi: ଜେଲରୁ MA ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା, ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତି

ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚାଲିଛି ଉଦ୍ୟମ । More

Fly Ash Hill: ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା! ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ

ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ । More