ସଂକ୍ଷେପରେ ଆଜିର ତାଜା ଖବର - Tuesday, 15 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଡାକ୍ତରଖାନା ଅଛି, ନାହାନ୍ତି ଡାକ୍ତର: ଚିକିତ୍ସା ନ ପାଇ କଲବଲ ରୋଗୀ

ଷ୍ଟାଟିଷ୍ଟିକ୍ କହୁଛି ମାଲକାନଗିରି ଜିଲ୍ଲାରେ ଖାଲି ପଡ଼ିଛି ୨୩୦ ଡାକ୍ତର ପଦବୀ। କେବଳ ଡାକ୍ତର ନୁହଁନ୍ତି ଶତାଧିକ ଷ୍ଟାଫ ନର୍ସ ଏବଂ ସ୍ବାସ୍ଥ୍ୟ କର୍ମୀ ପଦବୀ ବି ଖାଲି। ଜିଲ୍ଲାରେ ନାହାନ୍ତି ପ୍ରାୟ ୯୦ ପ୍ରତିଶତ ବିଶେଷଜ୍ଞ । More

କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !

ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା "ଟେକ୍ନିମଣ୍ଟ" କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । More

ଭସାଣିରେ ଅଘଟଣ: ଛୁରାମାଡ଼ରେ ନାବାଳକ ମୃତ, ୨ ସାହି ମଧ୍ୟରେ ପିଟାପିଟି

ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। More

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ପୀଡିତାଙ୍କୁ ଭେଟିବେ ଆଇଜି

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଆଇଜିଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। More

Panchang Today 15th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଗୃହ ଶାନ୍ତି ପୂଜା

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ହାତୀପଲକୁ ଘଉଡାଉଥିଲେ ଲୋକେ; ଟ୍ରେନ୍‌ ଚକାତଳେ ଗଲା ଛୁଆହାତୀର ଜୀବନ

ରାଉରକେଲା ବନ୍ଧୋମୁଣ୍ଡାରେ ଅଭାବନୀୟ ଘଟଣା। ଗତକାଲି ରାତିରେ ଲୋକେ ହାତୀ ପଲଙ୍କୁ ଘଉଡ଼ାଇବା ବେଳେ ହାତୀଙ୍କ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଗୋଟିଏ ଛୁଆହାତୀର ଜୀବନ। More

ବନୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା !

ପାଟଣାଗଡ଼ରେ ସାମ୍ନାକୁ ଆସିଲା 'କାଂପା' କେଳେଙ୍କାରୀ !  'କାଂପା' ସ୍କାମ୍ ଅଭିଯୋଗରେ ଫରେଷ୍ଟର୍ ସସପେଣ୍ଡ୍ । More

ରତ୍ନଗର୍ଭା କେନ୍ଦୁଝର ମାଟିରେ ସୁନାର ସନ୍ଧାନ; ନମୁନା ସଂଗ୍ରହ କରୁଛି GSI 

ଜଙ୍ଗଲ ଭିତରେ ମେସିନର ଗର୍ଜନ । ଏମିତି ସେମିତି ମେସିନ ନୁହେଁ, ସୁନା ଖୋଜା ମେସିନ୍ । ଶତାଧିକ ଫୁଟ୍ ଗଭୀର ଗାତ ଖୋଳି ଚାଲିଛି ସୁନାର ସନ୍ଧାନ ।  More

ଶ୍ରୀମନ୍ଦିରରେ ବାଧାମୁକ୍ତ ଜଗା ଦର୍ଶନ ବ୍ଲୁ ପ୍ରିଣ୍ଟ, ବ୍ୟବସ୍ଥା କିଭଳି ରହିବ ?

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତାବିତ ୬ ଲେନ୍ ବ୍ୟାରିକେଡ୍ ବ୍ୟବସ୍ଥା କିଭଳି ରହିବ ? More

ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା: ‘ରେରା’ ଆଇନରେ ସତରେ ଆବଶ୍ୟକ କି ସଂଶୋଧନ ? 

ରେରା ଆଇନ ଯୋଗୁଁ ବହୁ ସମସ୍ୟା ଭୋଗୁଛନ୍ତି ଜମି ମାଲିକ। ସମ୍ବଲପୁର ଡିଏସ୍ଆର୍ ଅଫିସକୁ ଅଚାନକ ଗସ୍ତ ଅବସରରେ ରାଜସ୍ବ ମନ୍ତ୍ରୀଙ୍କ ଏ ମନ୍ତବ୍ୟକୁ ନେଇ ଚର୍ଚ୍ଚା। More

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ, ୬ ମାସରେ ଥରେ ସମୀକ୍ଷା ବୈଠକ

ଦାଦନ ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର । More