ସଂକ୍ଷେପରେ ଆଜିର ତାଜା ଖବର - Saturday, 05 October 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ, ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣ

ଗ୍ୟାସ ଲିକକୁ ଦେଖି ସଂପୃକ୍ତ ଅଞ୍ଚଳରେ ରାସ୍ତାଘାଟକୁ ବନ୍ଦ କରିଛି ପୋଲିସ । ବିଶେଷ କରି ପଟିଆରୁ ଇନଫୋସିଟି ରାସ୍ତାକୁ ପୋଲିସ ବନ୍ଦ କରିଥିବା ସୂଚନା ମିଳିଛି। More

ବେଳ ବୁଡ଼ିଲେ ରାଜଧାନୀରେ ବଢୁଛି ଭିଡ଼, ଘଣ୍ଟା ଘଣ୍ଟା ଟ୍ରାଫିକ୍‌ରେ ଫସୁଛନ୍ତି ଲୋକେ

ଖାଲି ଜୟଦେବ ବିହାର ଛକ ନୁହେଁ ଆଚାର୍ଯ୍ୟ ବିହାର ଛକ ଫ୍ଲାଏଓଭର ବ୍ରିଜ ଠାରୁ ଆରମ୍ଭ କରି, ସତସଙ୍ଗ ବିହାର ଛକ, ରସୁଲଗଡ ଛକରୁ ପଳାଶୁଣି ଛକ ପର୍ଯ୍ୟନ୍ତ ଉପରେ ଏବଂ ତଳେ ଖଚାଖଚ୍ ଜାମ୍ । More

ତେଜିଲା ରାଜଭବନକୁ ଟାର୍ଗେଟ୍ ପଲିଟିକ୍ସ; ବିରୋଧୀଙ୍କ ପୁଣି ହମଲା ପରେ ବିଜେପିର ପାଲଟା ନିଶାନା

ଘନେଇଲା ରାଜନୀତି। ରାଜ୍ୟପାଳ ରଘୁବର ଦାସ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟଘାଟକୁ ନେଇ ତେଜିଲା ରାଜନୈତିକ ବିବାଦ।  More

OSSSC ପରୀକ୍ଷାରେ ବିଭ୍ରାଟ ଅଭିଯୋଗ: ପରୀକ୍ଷା ଦାତିଲ ଦାବିରେ ଛାତ୍ର ସଂଗଠନର ଆନ୍ଦୋଳନ ଚେତାବନୀ

RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ,ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଓ' ଟ୍ରିପିଲ୍ ଏସସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ଏହି ତିନି ପ୍ରମୁଖ ଦାବି ସରକାର ନମାନିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ସଂଗଠନ। More

ରୋଷେଇ ଘରେ ମହଙ୍ଗା ମାଡ଼, ଖାଉଟିଙ୍କୁ କନ୍ଦାଇଲାଣି ପରିବାର ଉଚ୍ଚା ଦର

ଆଳୁ, ପିଆଜ ପରେ ଏବେ କନ୍ଦାଇଲାଣି ପରିବା । ଟମାଟୋ, ବିନ୍ସ ୧୦୦ ପାର୍ କରିଥିବା ବେଳେ ପ୍ରାୟ ପରିବା ଦର ୬୦ ଟଙ୍କା ଉପରେ। More

ମିଛ ପୋଲିସ, ସତ ଲୁଟ୍; ଡିଜିଟାଲ ଆରେଷ୍ଟ ହେଲେ, ସର୍ବସ୍ବ ହରେଇଲେ ସଫ୍ଟୱେର ଇଂଜିନିୟର

କେତେବେଳେ ଡାକ୍ତର ତ ଆଉ କେତେବେଳେ ଇଞ୍ଜିନିୟର । ନାନା ଭୟ ଦେଖାଇ ଲୁଟୁଛନ୍ତି ସାଇବର ଅପରାଧୀ  । ଭିଡିଓ କଲ କରିବେ, ଡାଟା ନେବେ, ଆଉ ତାପରେ ଖେଳ ଆରମ୍ଭ । More

ଆଳୁ ମିଶନ ନେଇ କୃଷିମନ୍ତ୍ରୀଙ୍କ ବଡ଼ ସୂଚନା, ୟୁପି ଓ ପଞ୍ଜାବରୁ ଆସିବ ଆଳୁ ବିହନ

ସେହିପରି ହାଇବ୍ରିଡ୍‌ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ସବ୍ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି । More

‘ଦିଲ୍ଲୀରେ ଜଣେ, ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ନେତା ସରକାର ଚଲାଉଛନ୍ତି’

ରାଜ୍ୟରେ ବିଜେପି ସରକାରକୁ ୪ ଜଣ ଚଲାଉଛନ୍ତି । କିଛି ଏଭଳି କହି ବିବାଦକୁ ଟାଣି ହୋଇ ଆସିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । More

କେମିତି ସଂଗ୍ରହ କରାଯାଏ ବରାଳ ବାଲୁଙ୍କେଶ୍ୱରଙ୍କ ବିଭୂତି ?

ମନ୍ଦିର ଭିତରୁ ଥାଟ ପଟାଳି ବାନ୍ଧି ବାହାରୁଛନ୍ତି ସେବକ । ସମସ୍ତଙ୍କ ହାତରେ ବାଉଁଶ ବେତା ବା ଝୁଡି । More

Panchang Today 5th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୌର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୫ ତାରିଖ ଶନିବାର। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ... More

ମହାବାତ୍ୟା ପରଠୁ ଆଉ ଅଣ୍ଟା ସଳଖିପାରୁନି, ୪ ଜିଲ୍ଲାର ଚାଷୀ ହନ୍ତସନ୍ତ !

୨୫ ବର୍ଷ ଧରି ଜରାଜିର୍ଣ୍ଣ ପଡ଼ିଛି ଶୀତଳ ଭଣ୍ଡାର । ରାଜକନିକା ମାର୍କେଟ କମ୍ଲେସ ନିର୍ମାଣ କରି ଭୁଲି ଗଲେ । More

କାହାକୁ ଖାତିର ନାହିଁ, ବିରାଟ ପାହାଡ଼ର ଆଉ ଚିହ୍ନବର୍ଣ୍ଣ ନାହିଁ !

ପୋଲିସ୍‌କୁ ଡର ନା ପ୍ରଶାସନର କଟକଣାକୁ ଭୟ। ଯେତେ ପାରିଲେ, ଯେମିତି ପାରିଲେ ପଥର ଫଟାଇ ଲୁଟି ନେଉଛନ୍ତି ମାଟି ମା ବୁକୁରୁ ସମ୍ପଦ। More

ପାଖେଇଲାଣି ଶାରଦୀୟ ଦୁର୍ଗାପୂଜା, ଜରି ମେଢ ତିଆରିରେ ବ୍ୟସ୍ତ ମୁସଲମାନ କାରିଗର

ଷ୍ଟିଲ ସିଟି ରାଉରକେଲାରେ ବି ପ୍ରସ୍ତୁତି ଜୋରସୋର । ଆକର୍ଷଣ ପାଲଟିବ ଅଯୋଧ୍ୟା ପ୍ରେମ ମନ୍ଦିର, ଦ୍ବାରକା କୃଷ୍ଣ ମନ୍ଦିର ତୋରଣ । More

ପୂର୍ବ ସରକାରର ଫେଲ୍ ଆଳୁ ମିଶନକୁ ଆଗକୁ ନେବେ ମୋହନ ସରକାର

ନୀତି ସମାନ ଥିବାରୁ ଯୋଜନା ବି ବିଫଳ ହେବା ଆଶଙ୍କା ବୋଲି କହିଛି ବିଜେଡି । ବିଜେପି କହିଲା, ପୂର୍ବ ସରକାରର ଇଚ୍ଛାଶକ୍ତି ନଥିଲା, ଆମର ଫେଲ୍ ହେବନି । More

ବଳଦେବଜିଉଙ୍କ ପାଖରେ ବି କ’ଣ ଲାଗୁଛି ନକଲି ଘିଅ ?

ଜିଲ୍ଲା ପ୍ରଶାସନ ଓମଫେଡ୍ ସହ ଆଲୋଚନା କରି ଷ୍ଟକ୍ ଥିବା ଘିଅକୁ ଫେରାଇ ଦେଇଛି। More