ସଂକ୍ଷେପରେ ଆଜିର ତାଜା ଖବର - Monday, 19 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୋଲିସ ହାତରେ ଝିଅ ବିକ୍ରି ରାକେଟ୍ ! ୨ ନାବାଳିକା ଉଦ୍ଧାର, ୬ ଗିରଫ

୪ ଅଭିଯୁକ୍ତ କୁତ୍ରା ଅଞ୍ଚଳର ସୂଚନା, ଅଧିକ ଖୋଳତାଡ଼ ଜାରି । କେତେ ଝିଅଙ୍କୁ ଚାଲାଣ କରାଯାଇଛି ଜାଣିବାକୁ ପୋଲିସର ତନାଘନା । More

ପୁଣି ରକ୍ତପାତ ! ଦିବ୍ୟାଙ୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୯ ଦୁର୍ବୃତ୍ତ

ଆଜିର ଆକ୍ରମଣ ପଛରେ ଦିନେଶଙ୍କ ସମର୍ଥକଙ୍କ ସଂପୃକ୍ତି ଥିବା ଆଶଙ୍କା କରି ପୁରୀ ଟାଉନ ଥାନା ପୋଲିସ ତଦନ୍ତ ଚଳାଇଛି।  More

ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ !

ସମୟ ଅଭାବରୁ ଏଥର ଆନୁସଙ୍ଗିକ ପ୍ରସ୍ତୁତି ପରେ ଆରବର୍ଷ କଲେଜ ଭୋଟ୍ ହେବ କହିଲେ ଆଇନ ମନ୍ତ୍ରୀ । More

ଭାଇ-ଭଉଣୀ ସମ୍ପର୍କର ଶକ୍ତ ରଜୁ, ଅତୁଟ ବନ୍ଧନର ନିବିଡ଼ ସେତୁ

ସବୁଠି ରକ୍ଷାବନ୍ଧନର ଉଲ୍ଲାସ । ଭାଇ ହାତରେ ଭଉଣୀ ବାନ୍ଧିଲା ସମ୍ପର୍କର ଡୋରି । More

Panchang Today 19th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହ ମାସ ଶ୍ରାବଣ ଶୁକ୍ଲପକ୍ଷ । ଇଂରାଜୀରେ ୧୯ ତାରିଖ ସୋମବାର। ଚନ୍ଦ୍ର- ମକର ସନ୍ଧ୍ୟା ୦୬.୫୯ ଗତେ କୁମ୍ଭ । More

୨ ଦିନରେ ୧୬ ଜୀବନ ନେଲାଣି ମୃତ୍ୟୁର ବଜ୍ର; ଜାଣନ୍ତୁ ବଜ୍ରପାତରୁ ବର୍ତ୍ତିବା ପାଇଁ କେଉଁ ଉପାୟ କରିବେ...

ଘନ ଘନ ପ୍ରଚଣ୍ଡ ବଜ୍ରପାତ । କଳାହାଣ୍ଡିଆ ମେଘ ସହ ଆସୁଛି, ଜୀବନ ନେଉଛି । ଆକାଶରେ ମେଘ ଦେଖିଲେ ମାଡୁଛି ଡର। ଢୁ ଢୁ ଶବ୍ଦରେ ଛାତିରେ ଛନକା ପଶୁଛି। କାରଣ, ଦୁଇ ଦିନରେ ୧୬ ଜୀବନ ନେଲାଣି ବଜ୍ରପାତ।  More

ଭୁଶୁଡୁଛି ବିଜେଡିର ପଞ୍ଚାୟତ ଗଡ଼, ଦଳ ଛାଡୁଛନ୍ତି ଶଙ୍ଖ ସମର୍ଥିତ ପ୍ରତିନିଧି

ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି । More

ସିମ୍ ବକ୍ସ ଆତଙ୍କ,ହଟୁଛି ପରଦା; ଭୁବନେଶ୍ବରରୁ କଟକ ଲମ୍ବିଛି ଚେର...

ସିମ୍‌ ବକ୍ସ ଗ୍ୟାଙ୍ଗ ଉପରୁ ହଟୁଛି ପରଦା । ପଦାକୁ ଆସୁଛି ରହସ୍ୟମୟ ଟେଲିଫୋନିକ୍ ନେଟୱର୍କ ଡିଭାଇସ୍ ବ୍ୟବହାରକାରୀଙ୍କ ଅସଲ ଚେହେରା। ଗୋଟିଏ ପରେ ଗୋଟିଏ ଜାଗାକୁ ଯାଇ ଖୁଲାସା କରୁଛି କମିଶନରେଟ୍ ପୋଲିସ।  More

ରାଜ୍ୟକୁ ଡରେଇଲାଣି ଡେଙ୍ଗୁ; BMCକୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ଏକାମ୍ର MLA...

ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି। More

ଆଉ ରହିବନି ଆଳୁ ସଙ୍କଟ, ୟୁପିରୁ ଟ୍ରେନରେ ଆସିବ ଆଳୁ

୨ଟି ଟ୍ରେନରେ ଆଳୁ ଆଣିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । More