ସଂକ୍ଷେପରେ ଆଜିର ତାଜା ଖବର - Saturday, 17 August 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ ସିମ୍ ବକ୍ସ ହଇଚଇ, ବାଂଲାଦେଶରୁ ଅପରେଟ୍ ହେଉଥିଲା ନେଟୱର୍କ

ରାଜଧାନୀରେ ସିମବକ୍ସ ହଇଚଇ । ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର। More

ଖଣିଜ ପାଣ୍ଠିର ମହାଦୁରୁପଯୋଗ ଅଭିଯୋଗ; DMF ନାଁରେ ଖାଇଗଲେ କୋଟି କୋଟି ଟଙ୍କା...

ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ। More

ବିଧାୟକଙ୍କ ଓରିଏଣ୍ଟେସନ୍ ପ୍ରୋଗ୍ରାମକୁ ବିଜେଡି-କଂଗ୍ରେସର ବୟକଟ୍

୩ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ସାମିଲ ହେବେ । ବିଜେଡିର ୨ ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ପ୍ରଫୁଲ୍ଲ ଘଡେଇଙ୍କୁ ନିମନ୍ତ୍ରଣ । More

୨୦ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୪ ଜିଲ୍ଲାକୁ ସତର୍କବାଣୀ

ସତର୍କ ରହିବାକୁ କହିଲେ SRC । ବର୍ଷା ଯୋଗୁଁ ଅଚାନକ ପାଣି ମାଡ଼ି ଆସିପାରେ । More

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ 

ଗତ ୨୪ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ । ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀଙ୍କୁ ମିଳିଥିବା ଆଶ୍ବସ୍ତିକୁ ଦର୍ଶାଇଲେ । More

କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ୧୦ରୁ ଅଧିକ କର୍ମଚାରୀଙ୍କୁ ଉଠାଇ ନେଲା

ସନ୍ଦେହରେ କିଛି ଷ୍ଟାଫ୍‌ଙ୍କୁ ସିବିଆଇ ନିଜ ହେପାଜତରେ ବି ରଖିଥିବା ସୂଚନା ମିଳିଛି । More

Panchang Today 17th August 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ସିଂହ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ଶନିବାର। ଚନ୍ଦ୍ର- ଧନୁ ସନ୍ଧ୍ୟା ୦୫.୨୮ ଗତେ ମକର। ତିଥି- ୧୨ଶୀ ଦିବା ୦୮.୦୬ ଗତେ ୧୩ଶୀ। ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୫.୨୮ ଗତେ ସିଂହ ରାଶିର। ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର । More

ଖୁରାନିଆ ହେଲେ ରାଜ୍ୟ ପୋଲିସର ନୂଆ ମୁଖିଆ; ଓଡ଼ିଆ ଅସ୍ମିତାକୁ ନେଇ ପୁଣି ତେଜିଲା ରାଜନୀତି

ଯାହା ଚର୍ଚ୍ଚା ହେଉଥିଲା ସେୟା ହେଲା । ଓଡ଼ିଶା ପୋଲିସର ମଙ୍ଗ ସମ୍ଭାଳିଲେ ବରିଷ୍ଠ ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ। ନୂଆ ସରକାରରେ ନୂଆ ପୋଲିସ ଡିଜି। More

ଭୁଶୁଡୁଛି ଭୁବନେଶ୍ୱର BJD ! BJPରେ ମିଶିଲେ କର୍ପୋରେଟର୍ ବନ୍ଦିତା, ଲାଇନ୍‌ରେ ଅନେକ...

ଆଗକୁ ବିଜେପି ଯାଇପାରନ୍ତି ଆହୁରି ବହୁ କର୍ପୋରେଟର ! ମଧ୍ୟ ଭୁବନେଶ୍ବରରେ ତେଜୁଛି ଶଙ୍ଖ ଦଳରେ ଅସନ୍ତୋଷ । More

ରାଜଧାନୀରେ ସିମ୍ ବକ୍ସ ଆତଙ୍କ ! ଧରାପଡ଼ିଲା ୭ ସିମ୍ ବକ୍ସ, ୫୦୦ ସିମ୍

ଘର ସିଲ୍ ସହ ସନ୍ଦିଗ୍ଧକୁ ଅଟକ ରଖି ପୋଲିସର ଖୋଳତାଡ଼ । ଆତଙ୍କବାଦ, ସାଇବର ଫ୍ରଡ୍ ନା ଗୁପ୍ତଚରୀ ବୃତ୍ତି, ଚାଲିଛି ଖୋଳତାଡ଼ । More

ଓଡ଼ିଶା କଂଗ୍ରେସକୁ ପୁଣି ବଡ଼ ଝଟକା; ଦଳ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ

ଶାକରୁ ରାଜନେତା ପାଲଟି ଗତ ସାଧାରଣ ନିର୍ବାଚନ ବେଳେ ଦଳକୁ ଢେର ବଳ ଦେଇଥିବା କଂଗ୍ରେସକୁ ବାୟ ବାୟ କରିଛନ୍ତି ଏକଦା ଦଳର ପ୍ରଚାର କମିଟି ଅଧ୍ୟକ୍ଷ ଥିବା ବରିଷ୍ଠ ନେତା ବିଜୟ ପଟ୍ଟନାୟକ।  More

Vastu Tips: ଆପଣଙ୍କ ଶିଳ୍ପାନୁଷ୍ଠାନରେ ବାରମ୍ବାର କ୍ଷତି ହେଉଛି କି… ଜାଣନ୍ତୁ ଏହାର କାରଣ କ’ଣ…

ଆପଣ କୌଣସି ଏକ ଶିଳ୍ପାନୁଷ୍ଠାନ ଚଳାଉଛନ୍ତି ଆଉ ଏଥିରେ ଲାଭ ତ ଦୂରର କଥା ବାରମ୍ବାର କ୍ଷତି ହେଉଛି। ଏହା ପଛରେ କିଛି ବାସ୍ତୁ କାରଣ ମଧ୍ୟ ଥାଇପାରେ। ଜାଣନ୍ତୁ ଶିଳ୍ପାନୁଷ୍ଠାନରେ ବାସ୍ତୁର କେଉଁସବୁ ମୁଖ୍ୟ ନିୟମ ନ ମାନିଲେ ବ୍ୟବସାୟରେ ହୁଏ କ୍ଷତି… More