ସଂକ୍ଷେପରେ ଆଜିର ତାଜା ଖବର - Friday, 26 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପୁଣି ତାଜା ହେଲା ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଶଙ୍କା, ସନ୍ଦେହରେ ପୂର୍ବତନ ପୁରୀ ଜିଲ୍ଲାପାଳ

୩ଟି ବିଲାତି ତାଲା, ହେଲେ ୨ କିତା ଚାବି । ହେଲେ କୋଉ ଗୋଟିଏରେ ବି ଖୋଲିନଥିଲା, ସବୁ ତାଲା ଭଙ୍ଗାହେଲା । ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା । More

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଭାରତୀୟ ସେନାରେ ଯୋଗ ଦେଇଥିବା ସବୁ ସୈନିକମାନେ ଆମର ଗର୍ବ ଓ ଗୌରବ । ଆମର ଅଗ୍ନିବୀରମାନେ ମଧ୍ୟ ସେନାବାହିନୀରେ ଦକ୍ଷ ପ୍ରଶିକ୍ଷଣ ପାଇ ବିଭିନ୍ନ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଗ୍ୟତା ହାସଲ କରିଛନ୍ତି । More

ଲୋୟର ସୁକତେଲ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଗିରଫ, ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା

ଯେଉଁଠି ଦାମୀ ଏରିଆ, ସେଇଠି ଯନ୍ତ୍ରୀ ସୁନୀଲ ବାବୁଙ୍କ ରହିଛି ପ୍ଲଟ । ଭୁବନେଶ୍ବର, ପୁରୀ, କଟକ ହେଉ ଅବା ଢେଙ୍କାନାଳ ସବୁଠି ବାବୁଙ୍କର ଏକର ଏକର ଜମି। More

ପୂର୍ବରୁ ଗାଇ ଚରାଉଥିଲେ, ଏବେ କୋଟିପତି; ଅନଲାଇନ୍ ଗେମରୁ କୋଟି କୋଟି ଟଙ୍କା

ଚର୍ଚ୍ଚାରେ ସୁନ୍ଦରଗଡ ବଣାଇର ଗୋଗୁଆ ଗାଁ । କାରଣ, ଏଠି ଅନଲାଇନ୍ ଗେମ୍ ଖେଳି କୋଟିପତି ବନିଛନ୍ତି କିଛି ଯୁବକ । More

‘୩୨ ଟଙ୍କାରେ ବିକନ୍ତୁ ଆଳୁ, ଅଧିକରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ’

୩୨ ଟଙ୍କାରୁ ଅଧିକ ମୂଲ୍ୟରେ ଯିଏ ଆଳୁ ବିକିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । More

ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...

ଦେଶମାତୃକାର ସୁରକ୍ଷା ପାଇଁ ଜୀବନକୁ ବାଜିରେ ଲଗାଇ ଶତ୍ରୁର ସାମ୍ନା କରିଥିଲେ ସେମାନେ। ଆଜି କାର୍ଗିଲ ବିଜୟ ଦିବସରେ ସେହି ସହିଦ ବୀର ପୁଅ ମାନଙ୍କୁ ନେଇ ଗର୍ବ କରୁଛି ସେମାନଙ୍କ ଜନ୍ମମାଟି। More

ଭୀଷଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ; ଆଜି ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ବର୍ଷା ଜାରି ରହିଛି। ଆଜି ବର୍ଷା ନେଇ କେବଳ ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। More

ଭୁବନେଶ୍ବରରେ ନକଲି ସସ୍ କାରଖାନା ଠାବ; ମିଶୁଥିଲା କ୍ଷତିକାରକ କେମିକାଲ...

ମାତ୍ର ୧୬ ଟଙ୍କା ଦରରେ ବିକ୍ରି ହେଉଥିଲା ସସ୍ ବୋତଲ । ସେଥିରେ ମିଶୁଥିଲା ବେଞ୍ଜୋଇକ୍ ଏସିଡ୍ ଭଳି କ୍ଷତିକାରକ କେମିକାଲ୍।  More

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ରଥଙ୍କ ଚମକାଇଲା ଭଳି ତଥ୍ୟ; କହିଲେ...

ରତ୍ନଭଣ୍ଡାର ଦୂରାବସ୍ଥାକୁ ନେଇ ମଧ୍ୟ କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୂରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା । More

୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଭୁବନେଶ୍ବର ମେଟ୍ରୋ ରେଳ

ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ ହୋଇଛି । More

ଆଳୁ ଦରରେ ଲାଗିଛି ନିଆଁ, କେଉଁଠି କିଲୋ ପିଛା ୪୫ ତ କେଉଁଠି ୫୦ ଟଙ୍କାରେ ହେଲାଣି ବିକ୍ରି

ଆଉ ଦରବୃଦ୍ଧି କାରଣ କ’ଣ, ବୁଝିବା ପୂର୍ବରୁ ଏବେ ୪୫ ଟଙ୍କାରେ ପହଞ୍ଚିଗଲାଣି । ଯେହେତୁ ରୋଷେଇ ଘର ପାଇଁ ଆଳୁ ନିହାତି ଆବଶ୍ୟକ, ଦର ବଢ଼ିଲେ ବି ଅଧିକ ପଇସା ଦେଇ କିଣିବାକୁ ଖାଉଟି ବାଧ୍ୟ । More

ରାଜଧାନୀରେ ଚାଞ୍ଚଲ୍ୟ: ସାମ୍ବାଦିକା ସୁଇସାଇଡ୍ ସସପେନସ୍

ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ । More

ପ୍ରଧାନମନ୍ତ୍ରୀଙ୍କ ଫୋକସ୍‌ରେ ପୂର୍ବ ଓ ଉତ୍ତରପୂର୍ବ ଭାରତ:ବୈଜୟନ୍ତ ପଣ୍ଡା

ପୂର୍ବ ୟୁପିଏ ସରକାରଙ୍କୁ ଟାର୍ଗେଟ କରିବା ସହ ସାଂସଦ ବୈଜୟନ୍ତ ପଣ୍ଡା ଆହୁରି କହିଛନ୍ତି ଯେ, ୟୁପିଏ ସମୟରେ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଉଥିଲା । More