ସଂକ୍ଷେପରେ ଆଜିର ତାଜା ଖବର - Monday, 01 July 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏଥର ରଥଯାତ୍ରାରେ ଜଗିବେ ୧୮୦ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ

୩ ପ୍ଲାଟୁନ ଓ ଏସଏଏଫ୍‌ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ । ସୋସିଆଲ ମିଡ଼ିଆ ହ୍ୟାଣ୍ଡଲ ରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ । More

ଲାଗୁ ହେଲା ନୂଆ ଭାରତର ନୂଆ ଆଇନ, ଦଣ୍ଡ ଅପେକ୍ଷା ନ୍ୟାୟକୁ ଗୁରୁତ୍ୱ

ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି ‘ତାରିଖ ପେ୍ ତାରିଖ’ । କେବଳ ଦଣ୍ଡବିଧାନ ନୁହେଁ, ପୂରା ବ୍ୟବସ୍ଥାରେ ଆମୂଳ ଚୂଳ ସଂସ୍କାର । More

ପାଖରେ ବସାଇ ଲୋକଙ୍କ ଗୁହାରି ଶୁଣିଲେ ସିଏମ୍ ମୋହନ

ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା । More

‘ରଥଯାତ୍ରାକୁ ନେଇ ଗଜପତିଙ୍କ ପରାମର୍ଶ ସରକାର ପାଳନ କରିବେ’

ଗଜପତିଙ୍କ ସାକ୍ଷାତ ସମ୍ପର୍କରେ ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି- ଗଜପତି ଶୃଙ୍ଖଳିତ ନୀତିକାନ୍ତି ନେଇ ପରାମର୍ଶ ଦେଇଛନ୍ତି, ତାହା ସରକାର ପାଳନ କରିବେ। More

ଅଭିଯୋଗ ଶୁଣିବ BMC, ସମସ୍ୟା ନେଇ ଲୋକଙ୍କ ଲାଗିଲା ଲମ୍ବା ଲାଇନ୍

ଆରମ୍ଭ ହୋଇଛି ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ବିଭିନ୍ନ ଆଡୁ ଆସିଥିବା ଜନତାଙ୍କ ଗୁହାରି ଶୁଣିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । More

ରାତି ତମାମ ଖୋଲା ରହୁଛି ବାର୍-ପବ୍, ମତୁଆଲା ହେଉଛନ୍ତି ଯୁବ ପିଢ଼ି; ତଦନ୍ତ ନିର୍ଦ୍ଦେଶ

ରାଜଧାନୀରେ ରାତି ତମାମ ଖୋଲା ରହୁଛି ବାର ଓ ପବ୍ । ରଙ୍ଗୀନ ଆଲୁଅ ଭିତରେ ମତୁଆଲା ହେଉଛନ୍ତି ଯୁବକ ଯୁବତୀ । More

ଗୋଠଛଡ଼ା ଦନ୍ତା ଲୋକଙ୍କ ପାଇଁ ବିପଦ, ସୁଧାର କେନ୍ଦ୍ରକୁ ନେଇ ସୁଧାରିବେ ବିଶେଷଜ୍ଞ

ଖୁବ୍‌ଶୀଘ୍ର ଚନ୍ଦକାର ହାତୀ ସୁଧାର କେନ୍ଦ୍ରକୁ ନିଆଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ। More

ଦୁର୍ଘଟଣା ପରେ ଗୁଣ୍ଡ ହୋଇଗଲା କାର୍; ଜଣେ ମୃତ, ୪ଗୁରୁତର

ରାଜଧାନୀରେ ମର୍ମନ୍ତୁ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। More

ମରଣଯନ୍ତା ଜାତୀୟ ରାଜପଥ, NHରେ ବଢୁଥିବା ଦୁର୍ଘଟଣାକୁ ନେଇ ଉଦବେଗ

ଗତକାଲି ରାତିରେ ରାଜଧାନୀର ଜୟଦେବ ବିହାର ନିକଟରେ ଡ୍ୟୁଟି ସାରି ଫେରୁଥିବା ଜଣେ ଟ୍ରାଫିକ କନଷ୍ଟେବଲଙ୍କ ବାଇକକୁ ଏକ ଭାରିଯାନ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି। More

‘ସୁଭଦ୍ରା ଯୋଜନାଠୁ ଧାନ MSP ବଢ଼ାଇବା ଯାଏଁ ପୂରଣ କରିବୁ ସବୁ ପ୍ରତିଶ୍ରୁତି’

ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ। ଗରିବ କଲ୍ୟାଣ ହେବ ବିଜେପି ସରକାରର ପ୍ରାଥମିକତା। ୧୦୦ ଦିନର ରୋଡ୍ ମ୍ୟାପ୍ ଚୂଡ଼ାନ୍ତ। More

ଦିଲ୍ଲୀରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ରାଜନୀତି, ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ କହି ବର୍ଷିଲା ବିଜେପି

ଦିଲ୍ଲୀ ଦରବାରରେ ବିଜେଡିର ବିରୋଧୀ ଭୂମିକାକୁ ନେଇ ସରଗରମ ରାଜ୍ୟ ରାଜନୀତି । ନିଟ୍ ପ୍ରସଙ୍ଗରେ ରାଜ୍ୟରେ ଦଳର ସାଂସଦଙ୍କ ହଙ୍ଗାମାକୁ ବିଜେପି କଡ଼ା ସମାଲୋଚନା କରି ଦିଲ୍ଲୀରେ ଇଏ ବିଜେଡିର ଅସ୍ତିତ୍ବ ବଞ୍ଚାଇବାର ପ୍ରୟାସ ବୋଲି କହିଛି । More

ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ମନୋଜ ଆହୁଜା

ପ୍ରଦୀପ ଜେନାଙ୍କ ପରେ ମୁଖ୍ୟ ଶାସନ ସଚିବ ଭାବେ ୧୯୯୦ ବ୍ୟାଚର ମନୋଜ ଆହୁଜା ଅଧିକାରୀଙ୍କ ନାଁ ଉପରେ ମୋହର ମାରିଥିଲେ ରାଜ୍ୟ ସରକାର । More

ସାକାର ହେଉଛି ରେଳ ସ୍ୱପ୍ନ; ୫ବର୍ଷରେ ଓଡ଼ିଶାକୁ ମିଳିବ ୧ଲକ୍ଷ କୋଟିର ନୂଆ ପ୍ରକଳ୍ପ

ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ବ ଦିଆଯାଉ ନଥିଲା । କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀ ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟିର ଅନୁଦାନ ମିଳୁଛି। More