ସଂକ୍ଷେପରେ ଆଜିର ତାଜା ଖବର - Thursday, 23 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋଦି ଆସିଲେ ଜନସମୁଦ୍ର, ନବୀନ ଆସିଲେ ଜମାରୁ ଜମୁନି ଗହଳି

ଗଲା କିଛି ଦିନ ଭିତରେ ନବୀନ, ରାଜଧାନୀରେ ତିନି ତିନିଟି ରୋଡ୍ ସୋ କରିଥିବା ବେଳେ କେଉଁ ଗୋଟିଏ ରୋଡ୍ ସୋ'ରେ ବି ସେମିତି ଭିଡ଼ ଦେଖିବାକୁ ମିଳିନଥିଲା । More

ସରିଲା ତୃତୀୟ ପର୍ଯ୍ୟାୟ ପ୍ରଚାର ଯୁଦ୍ଧ, ଦିନକ ପରେ ୬ ଲୋକସଭା-୪୨ ବିଧାନସଭା ପାଇଁ ଭୋଟିଂ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପୋଲିଂ ପାର୍ଟି ବୁଥ୍ ମୁହାଁ । ସ୍କ୍ୱାଡ୍ ଜଗିବ ଅନ୍ଧାରୀ ବିଜେ । More

ଘଷିପୁରାରେ ନିର୍ବାଚନୀ ହିଂସା; ସୌମ୍ୟଙ୍କ ସମର୍ଥକଙ୍କୁ ମାଡ଼ ଅଭିଯୋଗ...

ଘଷିପୁରାରେ ନିର୍ବାଚନୀ ହିଂସା । ସୌମ୍ୟଙ୍କ ସମର୍ଥକଙ୍କୁ ବଦ୍ରିଙ୍କ ସମର୍ଥକଙ୍କ ମାଡ଼ ଅଭିଯୋଗ  । ଗତକାଲି ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ ସୌମ୍ୟ । ସଂପୃକ୍ତ ବ୍ୟକ୍ତିଙ୍କୁ ବଦ୍ରି ପାତ୍ରଙ୍କ ସମର୍ଥକ ଆକ୍ରମଣ ଅଭିଯୋଗ ।   More

‘ବିଜେଡି ତ ସରକାର ଚଲାଇପାରିବେନି, ଏମାନଙ୍କୁ କାହିଁକି ଜିତାଇବା’

ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି । More

ନବୀନଙ୍କ ରୋଡ୍ ସୋ’ ଦେଖିବାକୁ ଆସୁନାହାନ୍ତି ଲୋକ, ଆଉ ସେଇ ମ୍ୟାଜିକ୍ ନାହିଁ କହିଲେ ବୈଜୟନ୍ତ

ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ । More

ସନ୍ଧ୍ୟାରେ ସରିବ ପ୍ରଚାର, ଦିନକ ପରେ ୬ ସଂସଦ ୪୨ ବିଧାନସଭାରେ ଭୋଟ

ଏଥର ମଇଦାନରେ ବହୁ ହେଭିୱେଟ୍ । ୬ ସଂସଦୀୟ କ୍ଷେତ୍ର, ୪୨ ବିଧାନସଭା ଆସନରେ ହେବ ଭୋଟିଂ । More

ଓଡ଼ିଶାରେ ବିଜେପିର ଧୂଆଁଧାର ପ୍ରଚାର; ଆଜି ଆସିବେ ଯୋଗୀ-ନଡ୍ଡା-ହିମନ୍ତ

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ । More

Panchang Today 23rd May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୩ ତାରିଖ ଗୁରୁବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-ପୂର୍ଣ୍ଣିମା ସନ୍ଧ୍ୟା ୦୭.୨୨ ଗତେ ପ୍ରତିପଦ। ଘାତଚନ୍ଦ୍ର- ନାସ୍ତି। ଘାତବାର- ତୁଳା ଓ କୁମ୍ଭ ରାଶିର। ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୯.୧୩ ପର୍ଯ୍ୟନ୍ତ। More

ଯେଉଁ ବସ୍‌ରେ ଅଧିକ ଭିଡ଼, ସେହି ବସ୍‌ରେ ଚଢ଼ି ଲୋକଙ୍କୁ ଲୁଟୁଥିଲେ

କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ। More

ବେଆଇନ୍‌ ଖଣି ଖନନ ମାମଲାରେ ସିଦ୍ଧାର୍ଥ ସ୍ପଞ୍ଜ କମ୍ପାନୀ ମାଲିକ ଗିରଫ

ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା । More

ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍  ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।  More

କାହିଁକି ବିଳମ୍ବ ହେଉଛି ମାଟ୍ରିକ ରେଜଲ୍ଟ ? ଦ୍ୱନ୍ଦ୍ୱରେ ଅଭିଭାବକ ଓ ପରୀକ୍ଷାର୍ଥୀ

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା। More

ନିର୍ବାଚନରେ ବଡ଼ ମୁଦ୍ଦା ପାନୀୟ ଜଳ ସଙ୍କଟ, ସାମ୍ନାକୁ ଆସୁଛି ବସୁଧା ଯୋଜନାର ସତ

ଏଥର ନିର୍ବାଚନରେ ବଡ଼ ମୁଦ୍ଦା ପାଲଟିଛି ପିଇବା ପାଣି ଯୋଗାଣରେ ରାଜ୍ୟ ସରକାରଙ୍କ ବିଫଳତା । କାମ କରୁନି ପାଣି ଟାଙ୍କି, ଶୁଖିଲା ପଡିଛି ନଳକୂଅ । More