ସଂକ୍ଷେପରେ ଆଜିର ତାଜା ଖବର - Wednesday, 15 May 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଦୁଇ ଟ୍ରକ ମଝିରେ ଫଶିଗଲା କାର୍, ଚାଲିଗଲା ପରିବାରର ୬ ଜୀବନ

ମୃତକମାନଙ୍କ ପରିଚୟ ମିଳିପାରିନି। More

‘ଦିନକୁ ୫୪ ପଇସା ଦେଇ ୫ ବର୍ଷ ଛଡ଼ାଇ ନେବାକୁ ଚାହୁଁଛି BJD’

ଓଡ଼ିଶାରେ ଜନତାଙ୍କ ସରକାର ଦରକାର କହିଲେ ନଡ୍ଡା । ଜନତାଙ୍କ ସରକାର, ମହିଳା ସଶକ୍ତୀକରଣର ସରକାର ଦରକାର । ତାହା କେବଳ ବିଜେପି ହିଁ ଦେଇପାରିବ କହିଲେ ନଡ୍ଡା । More

ବାହାର ରାଜ୍ୟରେ ବନ୍ଧା ପଡିଛନ୍ତି ଭୋଟର୍, ଭୋଟ ଦେବାକୁ ଛାଡ଼ୁନି ଇଟା ଭାଟି ମାଲିକ !

ମତଦାନ ପାଇଁ ଭିଟାମାଟିକୁ ଫେରିପାରୁ ନାହାନ୍ତି ଦାଦନ ଶ୍ରମିକ । ନବୀନଙ୍କ ନିର୍ବାଚନମଣ୍ଡଳୀ କଣ୍ଟାବାଞ୍ଜିରେ ୫ଦିନ ପରେ ଭୋଟ୍ । More

ପ୍ରଚାର ବେଳେ ହଟହଟା ବିଜେଡି ନେତା ! ଲତିକାଙ୍କୁ ଗାଁ ଦାଣ୍ଡରେ ଅଟକାଇଲେ ଭୋଟର...

ମାଗିଲେ ୫ ବର୍ଷର ହିସାବ ନିକାଶ । କବିସୂର୍ଯ୍ୟନଗରରେ ଲତିକାଙ୍କୁ ପ୍ରଶ୍ନ ବେଳେ ପିଟାପିଟି । More

ହଟହଟ୍ଟା ହେଉଛନ୍ତି ବିଜେଡି ନେତା, ରାସ୍ତାଘାଟରେ ଅଟକାଇ ପ୍ରଶ୍ନବାଣ ମାରୁଛନ୍ତି ଭୋଟର୍

ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି? ବିରୋଧୀ ନୁହେଁ ଶାସକ ଦଳ ନେତାଙ୍କୁ ଏମିତି ପ୍ରଶ୍ନ ପଚାରୁଛନ୍ତି ଭୋଟର । More

କଟକରେ ଶାହଙ୍କ ପରେ ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’, ବାଲେଶ୍ୱରରେ ସଭା କରୁଛନ୍ତି ଓମ୍‌ ବିର୍ଲା

ସୁଭଦ୍ରା ଯୋଜନା ସମ୍ବନ୍ଧରେ ବୈଠକ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ ନଡ୍ଡା । More

ବିଜେପିର ଓଡ଼ିଶାରେ ନେତୃତ୍ୱ ସଂକଟ ନାହିଁ; ବିକାଶ ହୋଇନି, ନବୀନ ସ୍ୱୀକାର କରନ୍ତୁ: ଅମିତ୍ ଶାହ

ବିଜେପିର ଓଡ଼ିଶାରେ ନେତୃତ୍ୱର ଅଭାବ ନାହିଁ । ANIକୁ ସାକ୍ଷାତକାର ଅବସରରେ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି । ଆମ ପାଖରେ ଓଡ଼ିଶା ପାଇଁ ନେତୃତ୍ୱ ସଂକଟ ନାହିଁ ବୋଲି କହିଛନ୍ତି ଶାହ । More

କଟକରେ ଗଳିକନ୍ଦି ଜାମ୍ ! ଶାହଙ୍କ ରୋଡ୍‌ ଶୋ’ରେ ପ୍ରବଳ ଭିଡ଼...

ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ  କଟକରେ ପହଞ୍ଚି ରୋଡ୍‌ ଶୋ' କରିଛନ୍ତି । More

‘BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ’

ନବୀନ ସରକାର ଏଠି ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ବନାଇବାକୁ ଲାଗିଛନ୍ତି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲୁନାହାନ୍ତି, ଶ୍ରଦ୍ଧାଳୁ ହଇରାଣ ହେଉଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ । More

BJD ନାଁରେ ପଦେ ବି କହିଲେନି, ମିଡିଆ ଉପରେ ବର୍ଷିଲେ ରାହୁଲ

ବଲାଙ୍ଗିରରୁ ରାହୁଲଙ୍କ ନିଶାନା। ଜନ ଆଶୀର୍ବାଦ ସଭାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଅନେକ ପ୍ରତିଶ୍ରୁତି ଦେଇଛନ୍ତି। ରାହୁଲ କହିଛନ୍ତି, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ। More

ଚମ୍ପୁଆ BJD ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ଜୋତାମାଳ..ଭିଡିଓ ଭାଇରାଲ

ଗାଁକୁ ଗାଁ ବୁଲି ନିର୍ବାଚନ ପ୍ରଚାର କରୁଥିଲେ ସନାତନ। ତେବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସାମ୍ନାକୁ ଆସି ଜୋତାମାଳ ପିନ୍ଧାଇଥିଲେ। More

ଓଡ଼ିଶାରେ ଶାହ; ସଂଧ୍ୟାରେ କରିବେ ବିଶାଳ ରୋଡ୍‌ ସୋ’

ଭୁବନେଶ୍ୱର ବିମାନବନ୍ଦରରୁ ସୋରଡ଼ା ଅଭିମୁଖେ ଗଲେ ଶାହ। ସୋରଡ଼ାରେ ସାଧାରଣ ସଭାରେ ଯୋଗଦେବେ। More

ବଲାଙ୍ଗିର ସଭାରେ ବର୍ଷିଲେ ରାହୁଲ ଗାନ୍ଧି; କହିଲେ କଂଗ୍ରେସ ଜିତିଲେ ବଦଳାଇବ ସମ୍ୱିଧାନ

ଏକ କୋଟି ମହିଳାଙ୍କୁ ଏକ ବର୍ଷରେ ଲକ୍ଷପତି କରିଦେବୁ କହିଲେ ରାହୁଲ ଗାନ୍ଧି। କୋଟିଏ ଟଙ୍କା ଗରିବଙ୍କ ପକେଟ୍‌କୁ ଯିବ। ସବୁ ବନ୍ଦ ଥିବା ଫ୍ୟାକ୍ଟ୍ରି ଚାଲୁ କରାଯିବ। More

‘ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି’

ବାଲେଶ୍ୱର NOCCI ହଲରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ ଓମ୍ ବିର୍ଲା। ପରେ ସମ୍ବଲପୁର ଯିବେ। More

ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ

ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି । ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ପବନ । ମେ ୧୯ ସୁଦ୍ଧା ନିକୋବରରେ ମୌସୁମୀ ବାୟୁ । More

କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ; ଆଜି ଆସୁଛନ୍ତି ଶାହ-ନଡ୍ଡା-ରାହୁଲ୍

ଆଜିଠୁ ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ବରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧି। More

ନିର୍ବାଚନୀ ହିଂସା ! ଆଠଗଡ଼-ଭୁବନେଶ୍ୱର-ବରଗଡ଼ରେ ବିଜେପି-ବିଜେଡି ମାରପିଟ୍

ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରାଉ କରିଥିଲେ ବିଜେପି କର୍ମୀ। ପୋଲିସର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲା ବିଜେପି। More

ଜେଲ୍ ଗଲେ ପିଣ୍ଟୁ ଦାସ Aiimsରେ ଭର୍ତ୍ତି ହେଲେ ପ୍ରଦୀପ, ପଞ୍ଜରାରେ ଲାଗିଛି ଆଘାତ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ରୁଣ୍ଡ ହୋଇଥିଲେ ପ୍ରଦୀପଙ୍କ ଶତାଧିକ ସମର୍ଥକ । ଭିତରେ ପ୍ରଦୀପଙ୍କ ଚିକିତ୍ସା ଚାଲିଥିବା ବେଳେ ବାହାରେ ପିଣ୍ଟୁଙ୍କ ଗିରଫ ଦାବିରେ କରିଥିଲେ ନାରାବାଜି। ଗୋଷାଣିନୂଆଗଁ ଥାନା ଆଗରେ ପିଣ୍ଟୁଙ୍କ ସମର୍ଥକ ବି ତାଙ୍କ ନେତାଙ୍କୁ ଛାଡ଼ିବା ଦାବିରେ ଗହଳି କରିଥିଲେ। More

ଯାଞ୍ଚ ବେଳେ ଗାଡ଼ିରୁ ଧରାପଡ଼ିଲା ୧୫ କେଜି ସୁନା !

ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ। More

ମୁମ୍ବାଇରେ ଭୁଶୁଡ଼ିଲା ବିଲବୋର୍ଡ, ଭୁବନେଶ୍ୱର-କଟକ ସୁରକ୍ଷିତ ତ?

ଭୟ ବଢ଼ାଇଲା ବିଲବୋର୍ଡ ଟ୍ରାଜେଡି । ମୁମ୍ବାଇ ଘାଟକୋପରରେ ଏକ ପେଟ୍ରୋଲ ପମ୍ପ ଉପରେ ଏକ ବିଶାଳ ବିଲବୋର୍ଡ ଭାଙ୍ଗିପଡ଼ି ୧୪ ଜଣଙ୍କ ଜୀବନ ଯିବା ପରେ, ସାରା ଦେଶରେ ଛନକା । More

କେତେ ପରିବାରକୁ ମାଗଣା ବିଜୁଳି ? ଏଇ ଘୋଷଣାରେ ସତ କେତେ ମିଛ କେତେ ?

ରାଜ୍ୟର ୯୦ ପ୍ରତିଶତ ଉପଭୋକ୍ତଙ୍କୁ ମାଗଣା ବିଜୁଳି ନେଇ ବିଜେଡି ଘୋଷଣାରେ ସତ୍ୟତା କେତେ ? More